ବଦଳିଲା ସମୟ: ଏଥର ଜାନୁଆରୀ ୫ ତାରିଖରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଆରମ୍ଭ ହେଉଥିବା ବେଳେ ଏଥର କିନ୍ତୁ ସମୟ ବଦଳିବ । ଜାନୁଆରୀ ୨୬ ବଦଳରେ ଏଥର ଜାନୁଆରୀ ୫ ତାରିଖରୁ ଆଦିବାସୀ ମେଳା ଆରମ୍ଭ…