(Video) କି ଦୟନୀୟ ଦୃଶ୍ୟ! ପାକିସ୍ତାନରେ ହିନ୍ଦୁ ବ୍ୟକ୍ତିଙ୍କୁ ଅପହରଣ କରି ନିର୍ଯାତନା, ଜଞ୍ଜିରରେ ବନ୍ଧା ହୋଇଥିବା ଶରୀର ଝୁଲୁଛି
ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଛି ଏକ ଛାତି ଥରାଇଦେବା ଭଳି ଖବର । ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ଅପହରଣ କରାଯାଇ ଶରୀରକୁ ଜଞ୍ଜିରରେ ବାନ୍ଧି ଦିଆଯାଇଛି । ବ୍ୟକ୍ତିଙ୍କୁ ବନ୍ଧୁକଧାରୀ ବ୍ୟକ୍ତି ଜଗି ରହିବା ସହ ନାନା…