ମଧ୍ୟାହ୍ନ ଭୋଜନର ଦର ୧ ଟଙ୍କା ବଢ଼ିଲା: ଗଣଶିକ୍ଷା ବିଭାଗ ଜାରି କଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମଧ୍ୟାହ୍ନ ଭୋଜନ ଦର ୧ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ଗତ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ । ଆଜି ଗଣଶିକ୍ଷା ବିଭାଗ ତରଫରୁ ଏନେଇ…

(Video) ଏ ଦୁନିଆରେ କ’ଣ ଚାଲିଛି! ଭିକାରି ପରିବାରଙ୍କ ଭୋଜିରେ ଖର୍ଚ୍ଚ ହେଲା ୩୮ ଲକ୍ଷ ଟଙ୍କା, ସାମିଲ ହେଲେ ୨୦ ହଜାର ଲୋକ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ କିଛି ଅସାଧାରଣ ତଥା ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳିଥାଏ । ଆଜିର ସମୟରେ ଅର୍ଥ ସମସ୍ତଙ୍କ ପାଇଁ ନିହାତି ଜରୁରୀ ଜିନିଷ ହୋଇଥିବା ବେଳେ କାହା ପାଖରେ ଟଙ୍କାଟିଏ ନାହିଁ ତ ଆଉ କିଏ…

ମିଳିଲା ବଡ଼ ସଫଳତା: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଈର ଭାଇ ଅନମୋଲ ବିଷ୍ଣୋଈ ଧରାପଡ଼ିଲା

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ସଫଳତା । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଈର ଭାଇ ଅନମୋଲ ବିଷ୍ଣୋଈ ଧରାପଡ଼ିଛି । ମିଳିଥିବା ଏକ ସୂତ୍ର ମୁତାବକ, ଅନମୋଲକୁ କାଲିଫର୍ଣ୍ଣିଆରେ ଅଟକ ରଖାଯାଇଛି । ଅନମୋଲ ନିଜ ଦେଶରେ ରହିଥିବା ନେଇ…

ସରକାରୀ କର୍ମଚାରୀଙ୍କ ପାଇଁ ଅଫିସ୍ ଟାଇମିଂ ବଦଳିଲା: ପ୍ରଦୂଷଣ ପାଇଁ ବଡ଼ ନିଷ୍ପତ୍ତି ନେଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ପ୍ରଦୂଷଣ କାରଣରୁ ବଦଳିଛି ଅଫିସ୍ ଟାଇମିଂ । ପ୍ରଦୂଷଣର ସ୍ଥିତି ଅସହ୍ୟ ହେବାରୁ ଏନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀ ମହାନଗର ନିଗମ (ଏମସିଡି) ଅଫିସ ସକାଳ ୮.୩୦ରୁ ଆରମ୍ଭ ହୋଇ…

ବଡ଼ ଦୁଃଖ ଖବର: ଅଭିନେତ୍ରୀ ଉମା ଦାସଗୁପ୍ତାଙ୍କ ପରଲୋକ, କର୍କଟ ସହ ସହ ଲଢ଼େଇ କରି ହାରିଗଲେ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଜଗତରୁ ଆସିଛି ଏକ ବଡ଼ ଖବର । ଅଭିନେତ୍ରୀ ଉମା ଦାସଗୁପ୍ତ ଆଉ ନାହାନ୍ତି । କର୍କଟ ରୋଗ ସହ ଦୀର୍ଘଧରି ଲଢ଼େଇ କରିବା ପରେ ଏବେ ୮୪ ବର୍ଷ ବୟସରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଉମା । ୧୯୯୫…

ପାକିସ୍ତାନ ଶୋଚନୀୟ ପରାସ୍ତ: ଟି-୨୦ ସିରିଜରେ ୩-୦ରେ ବିଜୟୀ ହେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ପାକିସ୍ତାନ ଟିମ ଦିନିକିଆ ସିରିଜକୁ ୨-୧ରେ କବଜା କରିନେଇଥିବା ବେଳେ ଟି-୨୦ରେ କିନ୍ତୁ ଶୋଚନୀୟ ଭାବେ ପରାଜୟ ବରଣ କରିଛନ୍ତି । ପାକିସ୍ତାନ ବିପକ୍ଷରେ ୦-୩ରେ ବିଜୟ ସହ…

TGT ନିଯୁକ୍ତି ୨୦୨୪: ନଭେମ୍ବର ୧୭ରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ବିଷୟର ପରୀକ୍ଷାର Answer Key ଜାରି କଲା SSB

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟ୍ରେନଡ ଗ୍ରାଜୁଏଟ ଟିଚର (ଟିଜିଟି) ନିଯୁକ୍ତି ୨୦୨୪କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ନଭେମ୍ବର ୧୭ ତାରିଖରେ ହୋଇଥିବା ବିଭିନ୍ନ ବିଷୟର ପରୀକ୍ଷାର ଆନସର କୀ ଜାରି କରାଯାଇଛି । ଷ୍ଟେଟ…

OSSC ପକ୍ଷରୁ ଚାକିରି ବିଜ୍ଞପ୍ତି: ଅବକାରୀ SI ଓ ଟ୍ରାଫିକ୍ SIଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ନିଯୁକ୍ତି ପାଇବେ ଅବକାରୀ ସବ-ଇନ୍ସପେକ୍ଟର (ଏସଆଇ) ଓ ଟ୍ରାଫିକ ଏସଆଇ । ପ୍ରାର୍ଥୀଙ୍କୁ ଗ୍ରୁପ-ବି ଓ ଗ୍ରୁପ-ସି ପଦରେ ବିଭିନ୍ନ ବିଭାଗ ଅଧିନରେ ନିଯୁକ୍ତି ଦିଆଯିବ । ଏନେଇ ଓଡ଼ିଶା…

ନଭେମ୍ବର ୨୨ରୁ ୨୪ ପର୍ଯ୍ୟନ୍ତ ଦିଲ୍ଲୀରେ ଅନୁଷ୍ଠିତ ହେବ ‘ଓଡ଼ିଶା ପର୍ବ-୨୦୨୪’: ଯୋଗଦେବେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବ ତିନିଦିନିଆ ‘ଓଡ଼ିଶା ପର୍ବ-୨୦୨୪’ । ଏହି କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ…

ସ୍ପୋର୍ଟ୍ସ ପର୍ସନଙ୍କୁ ନିଯୁକ୍ତି ଦେବ ରେଳ ବିଭାଗ: ଜାରି ହେଲା ନୋଟିଫିକେସନ, ଡିସେମ୍ବର ୧୬ ସୁଦ୍ଧା ଆବେଦନ କରନ୍ତୁ

ନୂଆଦିଲ୍ଲୀ: ଇଣ୍ଡିଆନ୍ ରେଲୱେ ପକ୍ଷରୁ ପୁଣି ଆସିଛି ଏକ ନିଯୁକ୍ତି ସୁଯୋଗ । ରେଲୱେ ନିଯୁକ୍ତି ବୋର୍ଡ (ଆରଆରସି), ପୂର୍ବ-କେନ୍ଦ୍ରୀୟ ରେଲୱେ ତରଫରୁ ଅନେକ ପଦ ପୂରଣ ପାଇଁ ନୋଟିଫିକେସନ ଜାରି କରାଯାଇଛି । ସ୍ପୋର୍ଟ୍ସ…