OPSC ପକ୍ଷରୁ ସୂଚନା: ନଭେମ୍ବର ୧୮ରେ ହେବ ସରକାରୀ ହୋମିଓପ୍ୟାଥିକ ଅଧ୍ୟାପକ ପଦର ସାର୍ଟିଫିକେଟ ଭେରିଫିକେସନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନଭେମ୍ବର ୧୮ ତାରିଖରେ ସରକାରୀ ହୋମିଓପ୍ୟାଥିକ ମେଡିକାଲ କଲେଜ ଅଧ୍ୟାପକ ପଦର ସାର୍ଟିଫିକେଟ ଭେରିଫିକେସନ । ଏନେଇ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ତରଫରୁ ପ୍ରୋଗ୍ରାମ ଜାରି କରାଯାଇଛି ।…