୨୦୨୫ ବର୍ଷ ପାଇଁ ବ୍ୟାଙ୍କିଂ ଛୁଟି ତାଲିକା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୫ କ୍ୟାଲେଣ୍ଡର ବର୍ଷ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସରକାରୀ ଛୁଟି ତାଲିକା ଜାରି କରାଯିବା ସହ ବ୍ୟାଙ୍କିଂ ଛୁଟି ତାଲିକା ମଧ୍ୟ ପ୍ରକାଶ ପାଇଛି । ଆସନ୍ତା ବର୍ଷ ଓଡ଼ିଶାରେ…

ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା ପୁଣି ଘୁଞ୍ଚିଲା: ନୂଆ ତାରିଖ ଘୋଷଣା କଲା ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା (ଏନଏମଏମଏସ) ୨୦୨୪-୨୫କୁ ନେଇ ଆସିଛି ଏକ ବଡ଼ ଖବର । ପୁଣି ଥରେ ଏନଏମଏମଏସ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ପ୍ରଥମେ ଡିସେମ୍ବର ୧ ତାରିଖରେ…

ITBP ପକ୍ଷରୁ ଅନଲାଇନ୍ ଆବେଦନ ଆରମ୍ଭ: ୫୨୬ଟି ଏସଆଇ, କନଷ୍ଟେବଳ ପଦ ପୂରଣ ହେବ

ନୂଆଦିଲ୍ଲୀ: ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଇଣ୍ଡୋ ତିବେତାନ ବର୍ଡର ପୋଲିସ (ଆଇଟିବିପି) ପକ୍ଷରୁ ୫୨୬ଟି ପଦ ପୂରଣ ପାଇଁ ଆରମ୍ଭ ହୋଇଛି ଅନଲାଇନ୍ ଆବେଦନ ପ୍ରକ୍ରିୟା । ନଭେମ୍ବର ୧୫ରୁ…

ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଶୁବମନ ଗିଲ୍ ଆହତ, ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିବେ!

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ପର୍ଥରେ ଖେଳାଯିବ । ତେବେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ପୂର୍ବରୁ ଭାରତ ପାଇଁ ଏହି…

ନଭେମ୍ବର ୧୮ରୁ ଆରମ୍ଭ ହେବ ATO-2024 ଲିଖିତ ପରୀକ୍ଷା: ବିସ୍ତୃତ ପ୍ରୋଗ୍ରାମ ଜାରି କଲା OSSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର (ଏନଟିସି/ଏନଏସି)-୨୦୨୪ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତା ୧୮ ତାରିଖରୁ ୨୨ ତାରିଖ…

ଶିରୋମଣି ଅକାଳୀ ଦଳ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁଖବୀର ସିଂହ ବାଦଲ

ନୂଆଦିଲ୍ଲୀ: ପଞ୍ଜାବ ରାଜନୀତିରୁ ଆସିଛି ଏକ ବଡ଼ ଖବର । ଶିରୋମଣି ଅକାଳୀ ଦଳ (ଏସଏଡି) ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସୁଖବୀର ସିଂହ ବାଦଲ । ସୁଖବୀର ନିଜର ଇସ୍ତଫା ପତ୍ରକୁ ଦଳର ୱାର୍କିଂ କମିଟିକୁ ପଠାଇଥିବା…

(Video) ପୁଣି ଆସୁଛି ଏକ ମହାବାତ୍ୟା! ସବୁ ସାରି ଦେବ ସାମୁଦ୍ରିକ ଝଡ଼ ‘ସାରା’, ୧୫୦ କି.ମି. ବେଗରେ ବହିବ ପବନ

ନୂଆଦିଲ୍ଳୀ: ପୁଣି ମାଡ଼ି ଆସୁଛି ଏକ ବାତ୍ୟା । ସାମୁଦ୍ରିକ ଝଡ଼ ‘ସାରା’କୁ ନେଇ ଏବେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଟ୍ରପିକାଲ ଷ୍ଟର୍ମ ‘ସାରା’ ସ୍ଥଳ ଭାଗ ଛୁଇଁବା ପରେ ପରିସ୍ଥିତି ଭୟଙ୍କର ହେବାର ଆଶଙ୍କା…

ନଭେମ୍ବର ୧୬ରୁ ଆରମ୍ଭ ଓଡ଼ିଶା ପୋଲିସ ଜୁନିୟର କ୍ଲର୍କ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ପୋଲିସରେ ଡିଷ୍ଟ୍ରିକ୍ଟ ପୋଲିସ ଅଫିସ (ଡିପିଓ) କ୍ୟାଡରରେ ପୂରଣ ହେବାକୁ ଥିବା କନିଷ୍ଠ କିରାଣୀ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଖବର । ନଭେମ୍ବର ୧୬ ତାରିଖରୁ ଜୁନିୟର କ୍ଲର୍କ…

OSSC ବଦଳାଇଲା ନିଯୁକ୍ତି ନିୟମ: ଜୁନିୟର ଟାଇପିଷ୍ଟ ଓ ଷ୍ଟେନୋଗ୍ରାଫର ବିଜ୍ଞପ୍ତିରେ ହେଲା ପରିବର୍ତ୍ତନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ଜୁନିୟର ଟାଇପିଷ୍ଟ ଓ ଜୁନିୟର ଷ୍ଟ୍ରୋନୋଗ୍ରାଫର ପଦ ପୂରଣ ପାଇଁ ନିକଟରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ତା’ର ଆବେଦନ ପ୍ରକ୍ରିୟା…

ଦେଶରେ ମହଙ୍ଗା ହେବ CNG ଦର! କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶରେ ସିଏନଜି ଦର ମହଙ୍ଗା ହେବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଏ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ତେଣୁ ଆପଣମାନେ ଯଦି ସିଏନଜି ଚାଳିତ ଗାଡ଼ି ଚଳାଉଥାନ୍ତି, ଖୁବଶୀଘ୍ର ଆପଣଙ୍କ ପକେଟ ଖାଲି…