AAO ପୋଷ୍ଟ ପାଇଁ ଆବେଦନ ଆରମ୍ଭ: ରାଜ୍ୟ କୃଷି ବିଭାଗରେ ପୂରଣ ହେବ ଅନେକ ପଦ, ପ୍ରାର୍ଥୀଙ୍କୁ ମିଳିବ ଉଚ୍ଚ ହାରରେ ବେତନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ରାଜ୍ୟରେ ସହକାରୀ କୃଷି ଅଧିକାରୀ (ଏଏଓ) ପଦ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ତରଫରୁ ନିକଟରେ…