(Video) ପକ୍ଷୀର କ୍ରୋଧ ଏମିତି! ସିସିଟିଭି କ୍ୟାମେରାକୁ କଭର କରିଦେଲା ଗୋଟିଏ ପକ୍ଷୀ: ଅଚାନକ ବାଧାପ୍ରାପ୍ତ ହେଲା ହାଇୱେର ଟ୍ରାଫିକ ଡିସପ୍ଲେ
ନୂଆଦିଲ୍ଲୀ: ଅନେକ ସମୟରେ କିଛି ଜୀବଜନ୍ତୁ, ପଶୁ, ପକ୍ଷୀଙ୍କ ପାଇଁ ବଡ଼ ବଡ଼ ଅଘଟଣ ଘଟିଥାଏ । ଏଭଳି ଘଟଣା ଅନେକ ସମୟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ, ଚକିତ କରିଦେବା ସହ ଅନେକ ସମୟରେ ତାହା ମୁସ୍କିଲ ବଢ଼ାଇ ଦେଇଥାଏ । ତେବେ ଏହା…