ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି-୨୦୨୦: ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଶିକ୍ଷାବର୍ଷରୁ ଓଡ଼ିଶାରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ୨୦୨୪-୨୫ ଶିକ୍ଷାବର୍ଷରୁ ରାଜ୍ୟରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ହୋମ ଗାର୍ଡ ନିଯୁକ୍ତି ଉପରେ ଥିବା ରହିତାଦେଶ ପ୍ରତ୍ୟାହୃତ କଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ହୋମ ଗାର୍ଡମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ହୋମ ଗାର୍ଡ ନିଯୁକ୍ତି ଉପରେ ଥିବା ରହିତାଦେଶ ପ୍ରତ୍ୟାହୃତ ହୋଇଛି । ଖୁବଶୀଘ୍ର ଖାଲି…

ଭୁବନେଶ୍ୱର ଏମ୍ସରେ ନିଯୁକ୍ତି: ଟ୍ୟୁଟର, ସାଇକୋଲୋଜିଷ୍ଟ, ସିନିୟର ଆନାଲିଷ୍ଟ ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ), ଭୁବନେଶ୍ୱର ତରଫରୁ ଆସିଛି ଏକ ଖୁସି ଖବର । ନନ-ଫାକଲଟି ଗ୍ରୁପ-ଏ ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ରେଗୁଲାର ବେସିସରେ ନିଯୁକ୍ତି…

IAS ଅଧିକାରୀ ସ୍ତରରେ ଅଦଳବଦଳ: ବଦଳିଲେ ଶକ୍ତି ଓ ଯୋଗାଣ ବିଭାଗର ସେକ୍ରେଟାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ସ୍ତରରେ ଅଦଳବଦଳ କରାଯାଇଛି । କିଛି ନୂଆ ଅଧିକାରୀଙ୍କୁ ରାଜ୍ୟ ସରକାର ନୂଆ ସ୍ଥାନରେ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ସରକାରଙ୍କ ଶକ୍ତି ଓ…

ରିସର୍ଚ୍ଚ ଖୁଲାସା: ମଣିଷ ଶରୀରର ବ୍ରେନ୍ ବ୍ୟତୀତ ଅନ୍ୟ ଅଙ୍ଗଗୁଡ଼ିକ ମଧ୍ୟ ସ୍ମୃତିକୁ ସଂରକ୍ଷଣ ରଖିପାରିବେ

ନୂଆଦିଲ୍ଲୀ: ମସ୍ତିଷ୍କ ବା ବ୍ରେନ୍ ହେଉଛି ମଣିଷ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ମଣିଷ ଯାହା ଭାବିଥାଏ, ଯାହା କରିଥାଏ, ଯାହା ଚିନ୍ତା କରିଥାଏ ତାହା ସବୁ କେବଳ ବ୍ରେନ୍ ଦ୍ୱାରା ହିଁ ସମ୍ପାଦିତ ହୋଇଥାଏ । ତେବେ…

(Video) ପଡ଼ିଆରେ ମୁହାଁମୁହିଁ ହେଲେ ଭାରତ-ଦକ୍ଷିଣ ଆଫ୍ରିକାର ଦୁଇ ଖେଳାଳି: ସମାଧାନ କରିବାକୁ ଦୌଡ଼ିଲେ ଅମ୍ପାୟାର

ନୂଆଦିଲ୍ଲୀ: ଗତ ୮ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ ଅବସରରେ ଘଟିଥିଲା ଏକ ବଡ଼ ଅଘଟଣ । ମ୍ୟାଚ ଚାଲିଥିବା ବେଳେ ପଡ଼ିଆ ମଝିରେ ହଠାତ୍ ଦୁଇ ଦେଶର ଦୁଇ ଖେଳାଳିଙ୍କ ମଧ୍ୟରେ…

ପୂର୍ବତନ ବିଧାୟକଙ୍କ ପତ୍ନୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ଭଉଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଖବର । ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ପତ୍ନୀଙ୍କ ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଶ୍ମଶାନରୁ ଜବତ କରାଯାଇଛି । ଶ୍ରୀ ଜେନାଙ୍କ ପତ୍ନୀଙ୍କର କୌଣସି କାରଣରୁ…

କଙ୍ଗନା ରଣାୱତଙ୍କ ଆଈଙ୍କ ପରଲୋକ: ଦୁଃଖରେ ଭାଙ୍ଗି ପଡ଼ିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ପାଇଁ ଆସିଛି ଏକ ଦୁଃଖ ଖବର । ଅଭିନେତ୍ରୀଙ୍କ ଆଈ ଆଉ ନାହାନ୍ତି । କିଛିଦିନ ତଳେ ଆଈଙ୍କୁ ଷ୍ଟ୍ରୋକ ଆସିଥିବା ବେଳେ ଏବେ ସେ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଛନ୍ତି ।…

ନଭେମ୍ବର ୧୭ରେ ଟ୍ରାଫିକ କନଷ୍ଟେବଳ ପ୍ରିଲିମିନାରୀ ପରୀକ୍ଷା: ପ୍ରୋଗ୍ରାମ ଜାରି କଲା OSSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ଟ୍ରାଫିକ କନଷ୍ଟେବଳ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଖବର । ଏହି ପଦର ପ୍ରିଲିମିନାରୀ ପରୀକ୍ଷା ତାରିଖ ଘୋଷଣା କରିଛି ଓଏସଏସସି…

ଅଁଳା ନବମୀ ପୂର୍ବରୁ ପୁରୀରେ ମାରପିଟ୍: ବଙ୍ଗୀୟ ପର୍ଯ୍ୟଟକଙ୍କ ଆକ୍ରମଣରେ ଜେଟିପିଙ୍କ ମୁଣ୍ଡ ଫାଟିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀରେ ଘଟିଯାଇଛି ଏକ ବଡ଼ ଅଘଟଣ । ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କ ଆକ୍ରମଣରେ ଜଣେ ଜଗନ୍ନାଥ ଟେମ୍ପଲ ପୋଲିସ (ଜେଟିପି)ଙ୍କ ମୁଣ୍ଡ ଫାଟିଯାଇଛି । ଏନେଇ ସିଂହଦ୍ୱାର ଥାନାରେ ଉଭୟ ଜେଟିପି ଓ…