SIDBI ବ୍ୟାଙ୍କରେ ଅଫିସର ଗ୍ରେଡ ପଦ ଖାଲି: ଓଡ଼ିଶାରେ ହେବ ପରୀକ୍ଷା, ଆବେଦନ ଆରମ୍ଭ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ୟାଙ୍କିଂ କ୍ଷେତ୍ରରୁ ଆସିଛି ପୁଣି ଏକ ନିଯୁକ୍ତି ସୁଯୋଗ । ସ୍ମଲ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସଆଇଡିବିଆଇ) ପକ୍ଷରୁ ଅନେକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ…