କିଛି ସିନିୟର ଖେଳାଳିଙ୍କୁ ଦଳରୁ ବିଦା କରିବା ଠିକ୍ ହେବ କି: ଏହି ପଦକ୍ଷେପ ଦ୍ୱାରା ଟେଷ୍ଟରେ ଭାରତକୁ ଫାଇଦା ମିଳିବ କି?

ନୂଆଦିଲ୍ଲୀ: ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଅତ୍ୟନ୍ତ ଲଜ୍ଜାଜନକ ଭାବେ ୩-୦ରେ ଟେଷ୍ଟ ସିରିଜରେ ପରାଜୟ ବରଣ କରିବା ପରେ ଏବେ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ । ଏହି ସିରିଜରେ ଟିମ୍ ଇଣ୍ଡିଆର ଅଧିକାଂଶ…

ଗବେଷଣା ରିପୋର୍ଟ: ମଣିଷର ସ୍ମରଣଶକ୍ତିକୁ ପ୍ରଭାବିତ କରୁଛି ଖାଦ୍ୟପେୟ, ମାଂସ-ଫାଷ୍ଟ ଫୁଡ୍ ସେବନ କଲେ ମୋଟାପା, ଡାଇବେଟିସ, କୋଲେଷ୍ଟେରଲ ସହ…

ନୂଆଦିଲ୍ଲୀ: ଆଜିକାଲି ଯୁବପୀଢ଼ିଙ୍କ ମଧ୍ୟରେ ନନ ଭେଜ୍ ଖାଦ୍ୟ ପ୍ରତି ଆକର୍ଷଣ ବଢ଼ିବାରେ ଲାଗିଛି । ତେବେ ଖାଦ୍ୟକୁ ନେଇ ଆମ ସମାଜରେ ଦେଖାଦେଇଥିବା ଏହି ପରିବର୍ତ୍ତିକ ଜୀବନଶୈଳୀ ଆମକୁ ଏକ ବଡ଼ ବିପଦ ଆଡ଼କୁ ନେଇଯାଉଛି ।…

IBPS ନେଲା ବଡ଼ ନିଷ୍ପତ୍ତି: କ୍ଲର୍କ ପଦର ନାମ ବଦଳିଲା, ଗତ ଏପ୍ରିଲ ପହିଲାରୁ ଲାଗୁ

ନୂଆଦିଲ୍ଲୀ: ଇନଷ୍ଟିଚ୍ୟୁଟ ଅଫ୍ ବ୍ୟାଙ୍କିଂ ପର୍ସନେଲ ସିଲେକ୍ସନ (ଆଇବିପିଏସ) ପକ୍ଷରୁ ଆସିଛି ଏକ ବଡ଼ ଖବର । କ୍ଲର୍କ ପଦର ନାମ ବଦଳିଛି । କ୍ଲରିକାଲ କ୍ୟାଡର ନାମ ‘କଷ୍ଟମର ସର୍ଭିସ ଆସୋସିଏଟ’ (ସିଏସଏ)କୁ ପରିବର୍ତ୍ତନ…

IOCL ପକ୍ଷରୁ ନିଯୁକ୍ତି: ୨୪୦ଟି ପଦ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ) ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ମୋଟ ୨୪୦ଟି ପଦ ପୂରଣ ପାଇଁ ଆରମ୍ଭ ହୋଇଛି ଅନଲାଇନ୍ ଆବେଦନ ପ୍ରକ୍ରିୟା । ନଭେମ୍ବର ୪ରୁ ଏଥିପାଇଁ ଆବେଦନ…

(Video) ମ୍ୟାଟ୍ ପକାଇ ଚଟାଣରେ ଶୋଇଥିଲେ ମହିଳା: ଅଚାନକ ଶରୀରରେ ଗୁଡ଼େଇ ହୋଇଗଲା ଏକ ବିରାଟ ନାଗ

ନୂଆଦିଲ୍ଲୀ: ଆଜିକାଲି ଜୀବଜନ୍ତୁ, ପଶୁ, ପକ୍ଷୀଙ୍କୁ ନେଇ ଅନେକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଅନେକ ସମୟରେ କିଛି ଲୋକଙ୍କ ପ୍ୟାଣ୍ଟ, ଶାର୍ଟ ଭିତରେ ଓ ଘର ଭିତରେ ମଧ୍ୟ ସାପ ପ୍ରବେଶ କରିଥିବାର ଭିଡିଓ…

OSSC ନିଯୁକ୍ତି: ANM, ଫାର୍ମାସିଷ୍ଟ ଓ ଷ୍ଟାଫ୍ ନର୍ସ ପଦ ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ନିକଟରେ କିଛି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ପୁଣି ଆସିଛି ନିଯୁକ୍ତି ସୁଯୋଗ । ଏଏନଏମ (କେବଳ ମହିଳା), ଜୁନିୟର…

୧୪ଟି ଆସନର ଉପନିର୍ବାଚନ ତାରିଖ ବଦଳିଲା: ନଭେମ୍ବର ୧୩ ବଦଳରେ ୨୦ରେ ହେବ ଭୋଟ

ନୂଆଦିଲ୍ଲୀ: ୩ଟି ରାଜ୍ୟର ୧୪ଟି ଆସନର ଉପନିର୍ବାଚନ ତାରିଖ ବଦଳିଛି । ଏହି ସବୁ ଆସନରେ ନଭେମ୍ବର ୧୩ରେ ମତଦାନ ହେବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇଥିବା ବେଳେ ଏବେ ନଭେମ୍ବର ୨୦ରେ ମତଦାନ ଗ୍ରହଣ କରାଯିବ । ଭାରତୀୟ…

ନଭେମ୍ବର ୪ ଓ ୧୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି: ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ମାସରେ ଦୁଇଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଜାରି କରାଯାଇଛି । ଆସନ୍ତା…

ବାଏ-ବାଏ ସିଗାରେଟ୍: ଦିନକୁ ୧୦୦ଟି ସିଗାରେଟ୍ ସେବନ କରୁଥିବା ଶାହରୁଖ ଜନ୍ମଦିନରେ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ବଲିଉଡ୍ କିଙ୍ଗ ଖାନ୍ ଶାହରୁଖ ଖାନ୍ ସର୍ବଦା କିଛି ନା କିଛି ନୂଆ କରି ତାଙ୍କର ଅଗଣିତ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଥାନ୍ତି । ତେବେ ନଭେମ୍ବର ୨ ତାରିଖରେ ଶାହରୁଖ ବଡ଼ ଧୁମଧାମରେ ନିଜର ୫୯ତମ…

(Video) କାହାର ସର୍ବନାଶ, କାହାର ପୁଷମାସ! ମିନିଟ୍ରକ ଓଲଟିଲା, ସାହାଯ୍ୟ କରିବା ବଦଳରେ ବୋତଲ ବୋତଲ ମଦ ବୋହିନେଲେ ଲୋକେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଭଲ ସମୟ ଥିବା ସମୟରେ ଯିଏ ଯେତେ ଭାଷଣ ଦେଲେ ବି ତା’ର କିଛି ମୂଲ୍ୟ ନଥାଏ । ବିପଦ, ଦୁଃଖ ସମୟରେ ସାମାନ୍ୟ ସାହାଯ୍ୟର ହାତ ବଢ଼ାଉଥିବା…