ଅବଦୁଲ ରହିମ ରାଥର ହେବେ ଜମ୍ମୁ କଶ୍ମୀର ବିଧାନସଭାର ପରବର୍ତ୍ତୀ ବାଚସ୍ପତି
ନୂଆଦିଲ୍ଲୀ: ନ୍ୟାସନାଲ କନଫରେନ୍ସ (ଏନସି)ର ବରିଷ୍ଠ ନେତା ତଥା ଚରାର-ଏ-ଶରିଫ ବିଧାନସଭା ଆସନରୁ ୭ ଥର ବିଧାୟକ ଭାବେ ଜିତିଥିବା ଅବଦୁଲ ରହିମ ରାଥର ଜମ୍ମୁ କଶ୍ମୀର ବିଧାନସଭାର ପରବର୍ତ୍ତୀ ବାଚସ୍ପତି ହେବେ । କେନ୍ଦ୍ର…