Waqf Boardକୁ ଭଙ୍ଗ କଲେ ଆନ୍ଧ୍ର ସରକାର: YSR କଂଗ୍ରେସ ଅମଳରେ ହୋଇଥିଲା ଗଠନ

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶରେ ଜଗନମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ସରକାର ଅମଳରେ ଗଠନ ହୋଇଥିବା ୱାକଫ ବୋର୍ଡକୁ ଭଙ୍ଗ କରିଛନ୍ତି ଏନ. ଚନ୍ଦ୍ରବାବୁ ନାଇଡ଼ୁଙ୍କ ନେତୃତ୍ୱାଧୀନ ଟିଡିପି ସରକାର । ୱାକଫ ବୋର୍ଡକୁ ନେଇ…

(Video) ବ୍ୟାଟ୍ ଓ ପଡ଼ିଆ ଦେଲେ ‘ଧୋକ୍କା! ଡାଇମଣ୍ଡ ଡକର ଶିକାର ହେଲେ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: ସାଧାରଣ ଭାବେ କ୍ରିକେଟକୁ ଏକ ଅନିଶ୍ଚିତତାର ଖେଳ ବୋଲି କୁହାଯାଇଥାଏ । ତେବେ ଅନେକ ସମୟରେ କ୍ରିକେଟ ପଡ଼ିଆରେ ଖେଳାଳିଙ୍କ ସହ ଏପରି କିଛି ଅଘଟଣ ଘଟିଥାଏ, ଯେଉଁ ସମୟରେ କେବଳ ଭାଗ୍ୟକୁ ଦୋଷ ଦେବା ଛଡ଼ା ଅନ୍ୟ…

OSSC: ଡିସେମ୍ବର ୧୩ରେ ହେବ IGITର ନିର୍ଦ୍ଦେଶକ ପଦ ପାଇଁ ଡକ୍ୟୁମେଣ୍ଟ ଭେରିଫିକେସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଜିଆଇଟି)ର ନିର୍ଦ୍ଦେଶକ ପଦର ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ୧୩ ତାରିଖରେ ଆଇଜିଆଇଟିରେ ପୂରଣ…

‘Pushpa-2’ ଫିଲ୍ମର ଟିକେଟ୍ ହୋଇଗଲା ଶସ୍ତା! ମାତ୍ର ୯୫ ଟଙ୍କାରେ ବୁକିଂ କରିପାରିବେ ଦର୍ଶକ

ନୂଆଦିଲ୍ଲୀ: ଅଲ୍ଲ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’ ଆସନ୍ତା ୫ ତାରିଖରେ ପ୍ରେକ୍ଷାଳୟକୁ ଆସୁଛି । ଏହା ମଧ୍ୟରେ ଫିଲ୍ମର ଆଡଭାନ୍ସ ଟିକେଟ୍ ବୁକିଂ ପାଇଁ ଦର୍ଶକଙ୍କ ମଧ୍ୟରେ…

କଳାରେ ଲାଗିଲା ନୃଶଂସତାର କଳଙ୍କ! ଅସୁର ଭୂମିକାରେ ଅଭିନୟ କରୁଥିବା ଅଭିନେତା ମଞ୍ଚ ଉପରେ ଜୀବନ୍ତ ଘୁଷୁରୀକୁ ମାରି ଖାଇଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ମଞ୍ଚରେ, ଚଳଚ୍ଚିତ୍ରରେ ଅଭିନେତାମାନଙ୍କୁ ବିଭିନ୍ନ ଭୂମିକାରେ ଅଭିନୟ କରିବାକୁ ପଡ଼ିଥାଏ । କଳାକାରମାନେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ ହସାଇଥାନ୍ତି ଓ…

ଭୁବନେଶ୍ୱର ପ୍ରଧାନ ହେବେ ବରଗଡ଼ ଧନୁଯାତ୍ରାର ନୂଆ କଂସ: ଚୟନ ପ୍ରକ୍ରିୟା ପରେ ନାମ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ଚୟନକୁ ନେଇ ଲାଗି ରହିଥିବା ପ୍ରତୀକ୍ଷାର ଅନ୍ତ ଘଟିଛି । କଂସ ଚୟନ ପ୍ରକ୍ରିୟାରେ ୪ ଜଣ କଳାକାର ଅଂଶଗ୍ରହଣ କରିଥିବା ବେଳେ ୩ ଜଣ ବିଚାରକ…

OPTCL ନିଯୁକ୍ତି: ଡିସେମ୍ବର ୧୦ ପର୍ଯ୍ୟନ୍ତ ବଢ଼ିଲା ଅନଲାଇନ୍ ଆବେଦନ ଅବଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାକିରି ସନ୍ଧାନରେ ରହିଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଓଡ଼ିଶା ପାୱର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ଅନେକ ପଦ ପୂରଣ ପାଇଁ…

ଡିସେମ୍ବର ୭ରୁ ଆରମ୍ଭ ହେବ କନଷ୍ଟେବଳ / ସିପାହୀ ଅନଲାଇନ୍ ପରୀକ୍ଷା: ଓଡ଼ିଶା ପୋଲିସ ପକ୍ଷରୁ ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପୋଲିସ ପକ୍ଷରୁ ପ୍ରକାଶ ପାଇଥିବା କନଷ୍ଟେବଳ / ସିପାହୀ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଅକ୍ଟୋବର ୩୦ ଆବେଦନର ଅନ୍ତିମ ତାରିଖ ରହିଥିବା ବେଳେ ପରବର୍ତ୍ତୀ ସମୟରେ ନଭେମ୍ବର…

ନୂଆବର୍ଷରେ ଲାଗୁ ହେବ ଅଷ୍ଟମ ବେତନ କମିଶନ! ୧ କୋଟି କର୍ମଚାରୀଙ୍କ ବେତନ ୩ ଗୁଣ ବୃଦ୍ଧି ହେବ

ନୂଆଦିଲ୍ଲୀ: ନୂଆ ବର୍ଷରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି । ବର୍ତ୍ତମାନ ସରକାରୀ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଅନୁସାରେ କେନ୍ଦ୍ର କର୍ମଚାରୀଙ୍କ ବେସିକ ସାଲାରୀ ୧୮,୦୦୦…

ପୁଣି ଡିସେମ୍ବର ୫ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତଦୁଇ ଫର୍ମ ପୂରଣ ଅବଧି: CHSE ପକ୍ଷରୁ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଫେବୃଆରୀ ମାସ ୧୮ ତାରିଖରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା, ପତ୍ର ବିନିମୟ ପାଠ୍ୟକ୍ରମର ନିୟମିତ ଓ…