(Video) ବଡ଼ ଅଜବ ଲୋକ! ମାତ୍ର ୨୫୦ ଗ୍ରାମ ଆଳୁ ଚୋରି ଅଭିଯୋଗ କରି ପୋଲିସକୁ କଲ୍ କଲେ ଜଣେ ବ୍ୟକ୍ତି
ନୂଆଦିଲ୍ଲୀ: ଅନେକ ସମୟରେ ଆମ ପାଖପାଖରେ କିଛି ଲୋକଙ୍କର ଅଜବ କାରନାମା ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଉତ୍ତରପ୍ରଦେଶର ହରଦୋଇରୁ ଆସିଛି ଏକ ଅଜବ ମାମଲା । ମାତ୍ର ୨୫୦ ଗ୍ରାମର ଆଳୁ ଚୋରି ହୋଇଯାଇଥିବା…