ଓଡ଼ିଶାକୁ ମିଳିଲା ‘ଜାତୀୟ ଜଳଶକ୍ତି ପୁରସ୍କାର-୨୦୨୨’: ଦେଶର ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ହାସଲ କଲା ଓଡ଼ିଶା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶା ବିକାଶ ଆଡ଼କୁ ଅଗ୍ରଗତି କରି ଚାଲିଛି । ସେଥିପାଇଁ ବିଭିନ୍ନ ସମୟରେ ରାଜ୍ୟକୁ କେନ୍ଦ୍ର ସରକାର ଓ ଅନ୍ତର୍ଜାତୀୟ ସ୍ତରରୁ ଅନେକ…