ଭୁବନେଶ୍ୱର ବିମାନବନ୍ଦର ପରେ ଏବେ ୧୦ଟି ବଡ଼ ହୋଟେଲକୁ ବୋମା ଧମକ: ୪୬ ଲକ୍ଷ ନଦେଲେ ଉଡ଼ାଦେବାକୁ ଆସିଲା ଇ-ମେଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୪ ତାରିଖରେ ବାତ୍ୟା ‘ଦାନା’କୁ ନେଇ ସାରା ରାଜ୍ୟବାସୀ ବିବ୍ରତ ଅବସ୍ଥାରେ ରହିଥିବା ବେଳେ ସେହି ସମୟରେ ଆସିଥିଲା ଏକ ବଡ଼ ଧମକ । ଭୁବନେଶ୍ୱର ବିମାନବନ୍ଦର ଓ ଝାରସୁଗୁଡ଼ା ବିମାନବନ୍ଦରକୁ…

‘Free Cylinder Scheme’ର ଶୁଭାରମ୍ଭ: ଦୀପାବଳୀରେ ୧ ଲକ୍ଷ ୮୪ ହଜାର ଲୋକଙ୍କୁ ବଣ୍ଟାଯିବ ମାଗଣା ଏଲପିଜି ଗ୍ୟାସ୍ ସିଲିଣ୍ଡର

ନୂଆଦିଲ୍ଲୀ: ଆଗକୁ ଦୀପାବଳୀ ଆସୁଥିବା ବେଳେ ତା’ ପୂର୍ବରୁ ଆସିଛି ଏକ ଖୁସି ଖବର । ଲକ୍ଷାଧିକ ଲୋକଙ୍କୁ ମାଗଣାରେ ଏଲପିଜି ଗ୍ୟାସ୍ ସିଲିଣ୍ଡର ବଣ୍ଟନ କରାଯିବ । ଦୀପାବଳୀ ପୂର୍ବରୁ ‘ଫ୍ରି ସିଲିଣ୍ଡର ଯୋଜନା’ର ଶୁଭାରମ୍ଭ…

ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ: ୪୪ ଜଣ BDO ନୂଆ ସ୍ଥାନକୁ ଟ୍ରାନ୍ସଫର ହେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ୪୪ ଜଣ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ରାଜ୍ୟ ସରକାର ବଦଳି କରିବା ସହ ନୂଆ ସ୍ଥାନରେ ନିଯୁକ୍ତି ଦେଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କ…

ଗୁଜରାଟରେ ଭୂକମ୍ପ: ୩.୭ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ଥରିଲା ରାଜ୍ୟ

ନୂଆଦିଲ୍ଲୀ: ପୁଣି ଦେଶରେ ଦେଖିବାକୁ ଭୂକମ୍ପ । ଭୂକମ୍ପରେ ଅଚାନକ ଥରି ଉଠିଛି ଗୁଜରାଟ । ରାଜ୍ୟର ଅମରେଲୀରେ ଭୂକମ୍ପ ଝଟକା ଅନୁଭୂତ ହେବା ସହ ଏହି ସମୟରେ ରିକ୍ଟର ସ୍କେଲରେ ତୀବ୍ରତା ୩.୭ ରହିଥିଲା । ଏହା ପୂର୍ବରୁ…

ଇସ୍ତଫା ଦେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ! କେଉଁ ପଦ ଛାଡ଼ିବେ ଓ କାହିଁକି, ସୁପ୍ରିମୋଙ୍କ ନିକଟରେ ସ୍ପଷ୍ଟ କଲେ

ନୂଆଦିଲ୍ଲୀ: ଆସନ୍ତା ମାସରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ ଆସିଛି ଏକ ବଡ଼ ଖବର । ଏକ ବଡ଼ ପଦରୁ ଇସ୍ତଫା ଦେବା ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ…

ଦୀପାବଳି ପୂର୍ବରୁ ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା: ସରକାରୀ କର୍ମଚାରୀଙ୍କୁ ବଡ଼ ଗିଫ୍ଟ ଦେଲେ ଆସାମ ସରକାର

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ଦେଇଥିଲେ ବଡ଼ ଉପହାର । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୩ ପ୍ରତିଶତ ବଢ଼ିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର…

RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଲା ‘ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କର’ ପୁରସ୍କାର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ପୁଣି ମିଳିଛି ଏକ ବଡ଼ ପୁରସ୍କାର । ‘ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କର’ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ଶ୍ରୀ ଦାସ । ତିନି କେନ୍ଦ୍ରୀୟ…

ISRO-VSSC ନିଯୁକ୍ତି ୨୦୨୪: ୫୮୫ଟି ପଦ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା- ବିକ୍ରମ ସରାଭାଇ ମହାକାଶ କେନ୍ଦ୍ର (ଭିଏସଏସସି) ପକ୍ଷରୁ ଅନେକ ପଦ ପୂରଣ ପାଇଁ ନୋଟିଫିକେସନ ଜାରି କରାଯାଇଛି । ମୋଟ ୫୮୫ଟି ପଦ ପୂରଣ ହେବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ…

ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୨ର କଟ୍ ଅଫ୍ ମାର୍କ ଘୋଷଣା କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷା-୨୦୨୨ର କଟ୍ ଅଫ୍ ମାର୍କ ଘୋଷଣା କରାଯାଇଛି । ଓସିଏସ-୨୦୨୨ରେ ଚୟନ ହୋଇଥିବା ବିଭିନ୍ନ କ୍ୟାଟେଗୋରୀ ଓ ସବ-କ୍ୟାଟୋଗୋରୀ ପାଇଁ କଟ୍ ଅଫ୍ ମାର୍କ…

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: କଂଗ୍ରେସ ଜାରି କଲା ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ଆସନ୍ତା ମାସ ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ସଭାର ୨୮୮ ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ତା’ପରେ ୨୩ ତାରିଖରେ ଫଳାଫଳ ଘୋଷଣା କରାଯିବ । ପୂର୍ବରୁ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୨ଟି…