ବଜାରରେ ବୁଲୁଛି ଦୁଇ ପ୍ରକାର ୧୦ ଟଙ୍କିଆ କଏନ୍! କେଉଁଟି ଅସଲି ଆଉ କେଉଁଟି ନକଲି ବୋଲି ଜାଣିବେ କିପରି, କେନ୍ଦ୍ରୀୟ ବ୍ୟାଙ୍କର ନିୟମ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଜାରରେ ଏବେ ଦୁଇ ପ୍ରକାର ୧୦ ଟଙ୍କିଆ କଏନ୍ ଦେଖିବାକୁ ମିଳୁଛି । ଗୋଟିଏ ହେଉଛି ଅସଲି ଆଉ ଅନ୍ୟଟି ହେଉଛି ନକଲି । ତେବେ କେଉଁଟି ଅସଲି ଆଉ କେଉଁଟି ନକଲି ତାହା ଜାଣିବା ସମସ୍ତଙ୍କ ପାଇଁ…

ବିଶିଷ୍ଟ ଲୋକ ଗାୟିକା ଶାରଦା ସିହ୍ନାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଥିବା ବିଶିଷ୍ଟ ଲୋକ ଗାୟିକା ଶାରଦା ସିହ୍ନାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ତେଣୁ ଚିକିତ୍ସା ନିମନ୍ତେ ଶାରଦାଙ୍କୁ ଦିଲ୍ଲୀ ଏମ୍ସର…

DA ପରେ ଏବେ HRA ବଢ଼ିବ! ଏକସଙ୍ଗେ ତିନୋଟି ଭତ୍ତା ବୃଦ୍ଧି କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ଘୋଷଣା କରିଥିଲେ । ୩ ପ୍ରତିଶତ ଡିଏ ବଢ଼ିବା ପରେ କେନ୍ଦ୍ର କର୍ମଚାରୀଙ୍କ ମୋଟ ଡିଏ ୫୩ ପ୍ରତିଶତରେ ପହଞ୍ଚି ଯାଇଛି । ତେବେ ଡିଏ ବୃଦ୍ଧି ପରେ ଏବେ…

OJEE ପକ୍ଷରୁ ସୂଚନା: ମେଡିକାଲ କାଉନସେଲିଂ ତାରିଖରେ ପରିବର୍ତ୍ତନ, ଘୋଷଣା ହେଲା ନୂଆ ତାରିଖ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ମେଡିକାଲ ନାମଲେଖା କାଉନସେଲିଂରେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖ ବଦଳିଯାଇଛି । ଅକ୍ଟୋବର ୨୬ ତାରିଖ…

ନଭେମ୍ବର ୮ରୁ ଆରମ୍ଭ ହେବ ୨୭ତମ କଳିଙ୍ଗ ପୁସ୍ତକ ମେଳା: ଯୋଗଦେବେ ଦୁଇ ଶହରୁ ଅଧିକ ପ୍ରକାଶନୀ ସଂସ୍ଥା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ପୁସ୍ତକପ୍ରେମୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଆସନ୍ତାମାସ ୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୨୭ତମ କଳିଙ୍ଗ ପୁସ୍ତକ ମେଳା । ଏହି ଅବସରରେ ଦୁଇ ଶହରୁ ଅଧିକ ପ୍ରକାଶନୀ ସଂସ୍ଥା…

(Video) ଭାଇରାଲ ହେଉଛି ‘ବିହାରର Eiffel Tower’! ୫ ଫୁଟ ଜାଗାରେ ନିର୍ମାଣ ହୋଇଛି ୬ ମହଲା ବିଲଡିଂ

ନୂଆଦିଲ୍ଲୀ: ଆମ ସମାଜରେ ଅନେକ ସମୟରେ କିଛି ଲୋକ କିଛି ନିଆରା କାମ କରି ସଭିଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସକ୍ଷମ ହୋଇଥାନ୍ତି । ତେବେ ଏହା ମଧ୍ୟରେ ସୋସିଆଲ ମିଡ଼ିଆରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ‘ବିହାରର…

ଜ୍ୟୋତିର୍ବିଜ୍ଞାନୀଙ୍କ ବଡ଼ ଆବିଷ୍କାର: ମହାକାଶରେ ଜଟିଳ କାର୍ବନ ଅଣୁର ସନ୍ଧାନ, ବ୍ରହ୍ମାଣ୍ଡରେ ଜୀବନ ସୃଷ୍ଟିର ରହସ୍ୟ ଖୋଜିବା ସହଜ ହେବ

ନୂଆଦିଲ୍ଲୀ: ଜୀବନ ସୃଷ୍ଟିର ରହସ୍ୟ ଉନ୍ମୋଚନ ନେଇ ମିଳିଛି ଏକ ବଡ଼ ସଫଳତା । ମହାକାଶରେ ଜଟିଳ କାର୍ବନ ଅଣୁର ସନ୍ଧାନ ମିଳିଛି । ଜୀବନ ସୃଷ୍ଟିର ରହସ୍ୟ ଖୋଜିବାରେ ଏହା ବେଶ୍ ସହାୟତା କରିବ । ଆମେରିକାର ମାସାଚୁସେଟସ…

OPSCର ଘୋଷଣା: ନଭେମ୍ବର ୮ରେ ହେବ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ସିଭିଲ) ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା

ଓପିଏସସିର ଘୋଷଣା: ନଭେମ୍ବର ୮ରେ ହେବ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ସିଭିଲ) ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ସହକାରୀ…

ବାତ୍ୟାକୁ ଶାନ୍ତ କରିଥିଲା ଶ୍ରୀମନ୍ଦିରର ‘ଧବଳ ବାନା’: ଶୂନ୍ୟ ଗଣ୍ଠିର ମହିମା ଦେଖିଲେ ଓଡ଼ିଶାବାସୀ, ସାମ୍ନାକୁ ଆସିଲା ବଡ଼ ପ୍ରମାଣ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୪ ତାରିଖ ରାତି ୧୨ଟା ସମୟରେ ରାଜ୍ୟର ଭିତରକନିକା ଅନ୍ତର୍ଗତ ହବାଳିଖଟି ନେଚର କ୍ୟାମ୍ପ ନିକଟରେ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁଥିଲା । ୨୫ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ମଧ୍ୟ ବାତ୍ୟାର…

ଜମ୍ମୁ କଶ୍ମୀରରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଜଣେ ଯବାନ ସହିଦ, ୧୩ ଜଣ ଆହତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଆସିଛି ପୁଣି ଏକ ବଡ଼ ଖବର । କୁଲଗାମରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ଯବାନ ସହିଦ ହୋଇଛନ୍ତି । ଏଥିସହିତ ଅନ୍ୟ ୧୩ ଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା…