OSSC CGLRE-2023 ନିଯୁକ୍ତି: ନଭେମ୍ବର ୨୭ରୁ ଆରମ୍ଭ ହେବ ଗ୍ରୁପ-ବି ଓ ଗ୍ରୁପ-ସି ମୁଖ୍ୟ ଲିଖିତ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ମିଳିତ ସ୍ନାତକ ସ୍ତରୀୟ ପରୀକ୍ଷା (ସିଜିଏଲଆରଇ)-୨୦୨୩କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଗ୍ରୁପ-ବି ଓ ଗ୍ରୁପ-ସି ପଦର ମୁଖ୍ୟ…

ଭଉଣୀ ଶିବାନୀଙ୍କ ସାହସ ଆଗରେ ହାର ମାନିଲା ବାତ୍ୟା ‘ଦାନା’: ପ୍ରେରଣାଦାୟୀ ଆଶା କର୍ମୀଙ୍କୁ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଲେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଭିତରକନିକା ଅନ୍ତର୍ଗତ ହବାଳିଖଟି ନେଚର କ୍ୟାମ୍ପ ନିକଟରେ ଗତକାଲି ରାତି ୧୨ଟା ସମୟରେ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁଥିଲା । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ମଧ୍ୟ ବାତ୍ୟାର ଲ୍ୟାଣ୍ଡଫଲ…

ପୁରୁଷମାନେ ମଧ୍ୟ ହୋଇଥାନ୍ତି Breast Cancerର ଶିକାର: ଏହି ଭୟଙ୍କର ରୋଗର ଲକ୍ଷଣ ଓ ସମାଧାନ ବିଷୟରେ ସୂଚନା ଦେଲେ ଡାକ୍ତର

ନୂଆଦିଲ୍ଲୀ: ସ୍ତନ କର୍କଟ ରୋଗ କାରଣରୁ ପ୍ରତିବର୍ଷ ଭାରତରେ ହଜାର ହଜାର ମହିଳାଙ୍କ ଜୀବନ ଯାଉଛି । ଭାରତୀୟ ମହିଳାଙ୍କ ଠାରେ ସ୍ତନ କର୍କଟ ଏକ ଭୟଙ୍କର ରୋଗ ହୋଇଥିବା ବେଳେ ମହିଳାଙ୍କ ଠାରେ କ୍ୟାନସର ମାମଲାର ଏହା ହେଉଛି…

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୩ ଓ ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ମଧ୍ୟରେ ବିଜେପି ପ୍ରଥମ ପର୍ଯ୍ୟାୟରେ ୬୬ ଜଣ ପ୍ରାର୍ଥୀଙ୍କ…

ଟିମ୍ ଇଣ୍ଡିଆର ଲଜ୍ଜାଜନକ ରେକର୍ଡ! ୨୩ ବର୍ଷ ପରେ ଟେଷ୍ଟ ଇତିହାସରେ ପ୍ରଥମ ଘଟଣା, ଦ୍ୱିତୀୟ ଟେଷ୍ଟ ବି ହାତଛଡ଼ା କରିପାରେ ଭାରତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଘରୋଇ ଟିମ୍ ପ୍ରଥମ ଟେଷ୍ଟର ପ୍ରଥମ ଇନିଂରେ ମାତ୍ର ୪୬ ରନରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡ ୮ ୱିକେଟରେ ବିଜୟୀ ହୋଇଥିଲା । ତେବେ ପ୍ରଥମ…

ନଭେମ୍ବର ୧୧ରେ ହେବ ଅନୁବାଦକ ପଦର ପ୍ରିଲିମିନାରୀ ପରୀକ୍ଷା: ଓଡ଼ିଶା ହାଇକୋର୍ଟ ତରଫରୁ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟର ଅନୁବାଦକ ପଦର ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଗତ ଅଗଷ୍ଟ ମାସରେ ଅନୁବାଦକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସେପ୍ଟେମ୍ବର ୨ରୁ ୧୭ ତାରିଖ…

(Video) ବେଙ୍ଗାଲୁରୁରେ ଟ୍ରାଫିକ୍ ଜାମ୍ ଅସମ୍ଭାଳ! ୨ କିମି ରାସ୍ତା ଯିବାକୁ ଲାଗିଲା ୩ ଘଣ୍ଟା, ଲୋକମାନେ କାର ଛାଡ଼ି ଚାଲିଚାଲି ଘରକୁ ଗଲେ

ନୂଆଦିଲ୍ଲୀ: ଆପଣମାନେ କୌଣସି ଜରୁରୀ କାମରେ ଗାଡ଼ିରେ ଯାଉଥିବା ସମୟରେ ଯଦି ଦୁର୍ଭାଗ୍ୟବଶତଃ ଟ୍ରାଫିକ୍ ଜାମ୍ ହୁଏ, ତେବେ କଥା ସରିଲା । ଆପଣମାନେ ଯେତେ ପ୍ରୟାସ କଲେ ବି ଟ୍ରାଫିକ୍ ସମସ୍ୟାରୁ ମୁକୁଳି ପାରିବେ ନାହିଁ ।…

ବିଜେପି ଛାଡ଼ି ଏନସିପିରେ ସାମିଲ ହେଲେ ଦୁଇ ବଡ଼ ନେତା: ମହାରାଷ୍ଟ୍ରର ମେଣ୍ଟ ରାଜନୀତିରେ ଚାଲିଛି କ’ଣ…

ନୂଆଦିଲ୍ଲୀ: ଆସନ୍ତା ମାସ ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ୨୮୮ ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ତା’ପରେ ନଭେମ୍ବର ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ । ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଏହା ମଧ୍ୟରେ ବିଜେପି…

ଯୁକ୍ତଦୁଇ ପ୍ରାକ୍ଟିକାଲ ଓ ଇଣ୍ଟରନାଲ ପରୀକ୍ଷା ତାରିଖ ଘୋଷଣା କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯୁକ୍ତଦୁଇ ପ୍ରାକ୍ଟିକାଲ ଓ ଇଣ୍ଟରନାଲ ପରୀକ୍ଷା ତାରିଖ ଘୋଷଣା କରିଛି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) । ଡିସେମ୍ବର ୨୩ରୁ ଯୁକ୍ତଦୁଇ ଇଣ୍ଟରନାଲ ପରୀକ୍ଷା ଆରମ୍ଭ ହେବ ।…

ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ: ୟୁନିୟନ ବ୍ୟାଙ୍କରେ ୧୫୦୦ ଚାକିରି, ଓଡ଼ିଶାର ୭ଟି କେନ୍ଦ୍ରରେ ହେବ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ୟାଙ୍କ କ୍ଷେତ୍ରରେ ଚାକିରି କରିବାକୁ ଇଚ୍ଛୁକ ଥିବା ଓଡ଼ିଶାର ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ୟୁନିୟନ ବ୍ୟାଙ୍କ ପକ୍ଷରୁ ମୋଟ ୧୫୦୦ଟି ପଦ ଖାଲି ରହିଛି । ସେଥିମଧ୍ୟରୁ…