SEBI କଲା ବଡ଼ ଘୋଷଣା: ନଭେମ୍ବର ମାସରୁ ମ୍ୟୁଚୁଆଲ ଫଣ୍ଡ ପାଇଁ ଇନସାଇଡର ଟ୍ରେଡିଂ ନିୟମ ଲାଗୁ ହେବ
ନୂଆଦିଲ୍ଲୀ: ଭାରତୀୟ ସୁରକ୍ଷା ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ଅନେକ ସମୟରେ ନିୟମରେ ପରିବର୍ତ୍ତନ କରାଯାଇଥାଏ । ଏହା ମଧ୍ୟରେ ମ୍ୟୁଚୁଆଲ ଫଣ୍ଡକୁ ନେଇ ସେବି ନୂଆ ନିୟମ ଲାଗୁ କରିଛି । ମ୍ୟୁଚୁଆଲ ଫଣ୍ଡ ପାଇଁ ଇନସାଇଡର…