ସମୟ ଭୋର ୩ଟା: ସେକ୍ସ ଆଳ ଦେଖାଇ ଯୁବକଙ୍କୁ ଡାକିଲେ, ତା’ପରେ ଟଙ୍କା ଓ ମୋବାଇଲ ଲୁଟିନେଲେ ଦୁଇ ଲେଡି ଲୁଟେରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଅନେକ ସମୟରେ ନୂଆ ନୂଆ ଧରଣର ଅପରାଧ ଦେଖିବାକୁ ମିଳିଥାଏ । ରାଜଧାନୀରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଯେତେ କଠୋର ବ୍ୟବସ୍ଥା…

ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପୁଣି ନିଯୁକ୍ତି: ଜୁନିୟର ଅଫିସର ଓ ଟ୍ରେନିଂ ଆସୋସିଏଟ ପଦ ପୂରଣ ହେବ

ନୂଆଦିଲ୍ଲୀ: ନିକଟରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି), ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ପକ୍ଷରୁ ଏକାଧିକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏହା ମଧ୍ୟରେ ପୁଣି…

ଅକ୍ଟୋବର ମାସରେ ସବୁବେଳେ ବାତ୍ୟା କ’ଣ ପାଇଁ ଆସେ: ୧୯୯୯ରେ ମହାବାତ୍ୟା, ୨୦୧୩ରେ ‘ଫାଇଲିନ୍’, ୨୦୧୪ରେ ‘ହୁଡହୁଡ’ ସବୁ ବିପଦ ଗୋଟିଏ ମାସରେ କ’ଣ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରି-ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବାତ୍ୟାର ସ୍ଥିତି ଓ ମୁକାବିଲା ପାଇଁ ଆଜି ଅପରାହ୍ଣରେ ଲୋକସେବା…

OCS-2023 ପ୍ରିଲିମିନାରୀ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କଲା OPSC: ଅକ୍ଟୋବର ୨୭ରେ ହେବ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସିଭିଲ ସର୍ଭିସ୍ (ଓସିଏସ)-୨୦୨୩ ପାଇଁ ଆଡମିଟ୍ କାର୍ଡ ଜାରି କରିଛି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) । ଆସନ୍ତା ୨୭ ତାରିଖରେ ଓସିଏସ-୨୦୨୩ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ…

ମହିଳା ଟି-୨୦ ବିଶ୍ୱକପ: ଦକ୍ଷିଣ ଆଫ୍ରିକାକୁ ହରାଇ ନ୍ୟୁଜିଲାଣ୍ଡ ବିଶ୍ୱ ଚାମ୍ପିୟନ

ନୂଆଦିଲ୍ଲୀ: ଆଜି ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ । ତେବେ ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ନ୍ୟୁଜିଲାଣ୍ଡ ମହିଳା ଟି-୨୦ ବିଶ୍ୱକପରେ…

ଅଧିକ ସନ୍ତାନ ଜନ୍ମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଅଧିକ ସନ୍ତାନ ଥିବା ପରିବାରକୁ ଦିଆଯିବ ଆର୍ଥିକ ସହାୟତା

ନୂଆଦିଲ୍ଲୀ: ସାଧାରଣ ଭାବେ ଜନସାଧାରଣଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଓ ବିଭିନ୍ନ ରାଜ୍ୟ ସରକାରଙ୍କ ତରଫରୁ ଅନେକ ସମୟରେ ନୂଆ ନୂଆ ଯୋଜନା କାର୍ଯ୍ୟକାରୀ ହୋଇଥାଏ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର…

ଓଡ଼ିଶା ଜାତୀୟସ୍ତରୀୟ ଖୋ ଖୋ ଚାମ୍ପିୟନ: ଫାଇନାଲ ମ୍ୟାଚରେ ହାରିଲା ଗୁଜରାଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ କ୍ରୀଡ଼ା ଜଗତରୁ ଆସିଛି ଏକ ଖୁସି ଖବର । ଗୁଜରାଟକୁ ହରାଇ ଓଡ଼ିଶା ଜାତୀୟସ୍ତରୀୟ ଖୋ ଖୋ ଚାମ୍ପିୟନ ହୋଇଛି । କଣ୍ଟାବାଞ୍ଜିର ରେଳବାଇ ଖେଳ ପଡ଼ିଆରେ ଚାଲିଥିବା ଜାତୀୟସ୍ତରୀୟ ୭ ବ୍ଲକ ଖୋ…

ଅଜବ ଘଟଣା! ଝିଅକୁ କାମୁଡ଼ିଲା ଏକ କଙ୍କଡ଼ା, ପ୍ରତିଶୋଧ ପରାୟଣ ହୋଇ କଙ୍କଡ଼ାକୁ ଜୀଅନ୍ତା ଗିଳିଦେଲେ ବାପା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଅନେକ ସମୟରେ କିଛି ଅଜବ ଘଟଣା ଭାଇରାଲ ହୋଇଥାଏ । ଅନେକ ସମୟରେ କିଛି ଭିତ୍ତିହୀନ ତଥା ଭୁଲ୍ ତଥ୍ୟ ମଧ୍ୟ ସାମ୍ନାକୁ ଆସିଥାଏ । ଏପରି କିଛି ଖବର ଶୁଣିବା ପରେ ଲୋକମାନେ…

SRCଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା: ବାତ୍ୟା ପାଇଁ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍, ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରି-ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଜ୍ୟ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି । ସେନେଇ…

ପୁରୀରେ ହବିଷ୍ୟାଳୀ ମା’ମାନଙ୍କୁ ବ୍ରତ ସରଞ୍ଜାମ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ: ମା’ମାନଙ୍କ ପ୍ରତି ଯତ୍ନବାନ ହେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଆସିଥିବା ହବିଷ୍ୟାଳୀ ମା’ ମାନଙ୍କୁ ବ୍ରତ ସରଞ୍ଜାମ ପ୍ରଦାନ କରିଛନ୍ତି । ଏଥିରେ…