ICC Hall of Fameରେ ସାମିଲ ହେଲେ ନୀତୁ ଡେଭିଡ: ଦ୍ୱିତୀୟ ଭାରତୀୟ ମହିଳା କ୍ରିକେଟର ଭାବେ ମିଳିଲା ସମ୍ମାନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ହଲ୍ ଅଫ୍ ଫେମରେ ସାମିଲ ହୋଇଛନ୍ତି ପୂର୍ବତନ ଭାରତୀୟ ମହିଳା କ୍ରିକେଟର ନୀତି ଡେଭିଡ୍ । ଦ୍ୱିତୀୟ ଭାରତୀୟ ମହିଳା କ୍ରିକେଟର ଭାବେ ନୀତି ଏହି ସମ୍ମାନ ପାଇଛନ୍ତି…

ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା: ଟିମରେ ସ୍ଥାନ ପାଇଲେ ୱାଶିଂଟନ ସୁନ୍ଦର

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଶୋଚନୀୟ ଭାବେ ୮ ୱିକେଟରେ ପରାସ୍ତ ହୋଇଛି । ଏହା ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ପାଇଁ ଭାରତୀୟ…

ଅନଲିମିଟେଡ୍ କଲିଂ ପ୍ଲାନର ଦାମ୍ ହ୍ରାସ କଲା Jio: ୧୬୦ ଟଙ୍କାରେ ଅସୀମିତ କଲ୍ କରିପାରିବେ ଗ୍ରାହକ

ନୂଆଦିଲ୍ଲୀ: ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଟେଲିକମ୍ କମ୍ପାନୀମାନେ ସର୍ବଦା ନୂଆ ନୂଆ ଅଫର ଲଞ୍ଚ କରିଥାନ୍ତି । ବିଶେଷ କରି ଦେଶର ସର୍ବବୃହତ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଏ ଏ କ୍ଷେତ୍ରରେ…

(Video) ସାମ୍ନାକୁ ଆସିଲା ଦିଲ୍ଲୀ ସିଆରପିଏଫ ସ୍କୁଲ ନିକଟରେ ଘଟିଥିବା ବିସ୍ଫୋରଣର ପ୍ରଥମ ସିସିଟିଭି ଫୁଟେଜ୍

ନୂଆଦିଲ୍ଲୀ: ଆଜି ସକାଳୁ ସକାଳୁ ଦିଲ୍ଲୀର ରୋହିଣୀ ଜିଲ୍ଲାର ପ୍ରଶାନ୍ତ ବିହାର ଅଞ୍ଚଳରେ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା । ସିଆରପିଏଫ ସ୍କୁଲ ନିକଟରେ ଘଟିଥିବା ଉକ୍ତ ବିସ୍ଫୋରଣର ଶବ୍ଦରେ ଆଖପାଖରେ ଥିବା କିଛି ଯାନ…

୩୦୦୯ ପଦରେ ଏକ୍ସ-ସର୍ଭିସ ମ୍ୟାନଙ୍କୁ ଦିଆଯିବ ନିଯୁକ୍ତି: ପୋଲିସ ବିଭାଗର ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଭିନ୍ନ ପଦରୁ ଅବସର ନେଇଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ରାଜ୍ୟରେ ନିଯୁକ୍ତି ପାଇବେ ଏକ୍ସ-ସର୍ଭିସ ମ୍ୟାନ । ୩୦୦୯ଟି ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ପୋଷ୍ଟରେ…

ଦୀପାବଳି ପୂର୍ବରୁ ବଜାରରେ ବିକ୍ରି ହେଉଛି ନକଲି କାଜୁ! ଅସଲି ଓ ନକଲି କାଜୁକୁ ଚିହ୍ନିବେ କିପରି, ଜାଣନ୍ତୁ ୫ଟି ଉପାୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ବଜାରରେ ବିକ୍ରି ହେଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀରେ ନାନା ପ୍ରକାରର କେମିକାଲ ମୁଶୁଛି । ଏନେଇ ଅନେକ ସମୟରେ ଖାଦ୍ୟ ସୁରକ୍ଷା ବିଭାଗର ଯାଞ୍ଚରୁ ପ୍ରମାଣିତ ହୋଇଛି ।…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି: ଡାଟା ଏଣ୍ଟ୍ରି ଅପରେଟର ଓ ଷ୍ଟୋରକିପର ପଦରେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଲାବୋରେଟୋରୀ ଆସିଷ୍ଟାଣ୍ଟ-କମ-ଷ୍ଟୋରକିପର ଓ ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ପଦ ପୂରଣ ପାଇଁ…

BMCର ସବୁ ଅଧିକାରୀଙ୍କ ଛୁଟି ବାତିଲ୍: ସମ୍ଭାବ୍ୟ ବାତ୍ୟା ପାଇଁ ବୈଠକରେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୩ ତାରିଖରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ୧୯ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ୨୧ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।…

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୯୯ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ନଭେମ୍ବର ମାସ ୨୦ ତାରିଖରେ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଏହାପରେ ନଭେମ୍ବର ୨୩ ତାରିଖରେ ଭୋଣ ଗଣତି କରାଯିବ । ତେବେ ବିଧାନସଭା ନିର୍ବାଚନ ପାଇଁ ଆଜି…

ଇମର୍ଜିଂ ଟି-୨୦ ଏସିଆ କପ୍: ୭ ରନରେ ଜିତିଲା ଭାରତ, ଲଢ଼େଇ କରି ହାରିଲା ପାକିସ୍ତାନ

ନୂଆଦିଲ୍ଲୀ: ଇମର୍ଜି- ଟି-୨୦ ଏସିଆ କପରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୮ ୱିକେଟ ହରାଇ ୧୮୩ ରନ୍ ସଂଗ୍ରହ କରିଥିଲା । ଅଧିନାୟକ ତିଲକ ବର୍ମା…