(Video) ଭାରତ-ପାକିସ୍ତାନ ମ୍ୟାଚ ବେଳେ ମୁହାଁମୁହିଁ ହେଲେ ଦୁଇ ଦେଶର ଖେଳାଳି

ନୂଆଦିଲ୍ଲୀ: ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଇମର୍ଜିଂ ଏସିଆ କପ ମୁକାବିଲା ଚାଲିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୮ ୱିକେଟ ହରାଇ ୧୮୩ ରନ୍ ସଂଗ୍ରହ କରିଛି । ଅଧିନାୟକ ତିଲକ ବର୍ମା ସର୍ବାଧିକ ୪୪ ରନ୍…

(Video) ‘ଆରସିବି ଆ ଜାଓ ୟାର…’: ମୁମ୍ବାଇ ଛାଡ଼ି କୋହଲିଙ୍କ ଟିମରେ ସାମିଲ ହେବାକୁ ରୋହିତଙ୍କୁ ନିବେଦନ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଟିମ୍ ଇଣ୍ଡିଆର ଦିନିକିଆ ଓ ଟେଷ୍ଟ ଟିମର ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ରୋହିତ ମୁମ୍ବାଇ ଛାଡ଼ି ଆରସିବିରେ ସାମିଲ ହୋଇପାରନ୍ତି ବୋଲି ନିକଟରେ ଷ୍ଟାର ସ୍ପିନର…

କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଶୀଙ୍କ ଭାଇ ଗିରଫ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଶୀଙ୍କ ଭାଇ ଗୋପାଲ ଜୋଶୀଙ୍କୁ ଗିରଫ କରାଯାଇଛି । ଜଣେ ମହିଳାଙ୍କ ଠାରୁ ୨ କୋଟି ଠକେଇ ଅଭିଯୋଗରେ ଗୋପାଲଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଲୋକସଭା…

(Video) ସାଧୁତାର ଫଳ କ’ଣ ଏଇଆ! ୫୦୦ ଲାଞ୍ଚ ନ ଦେବାରୁ ପାସପୋର୍ଟର ବାରକୋଡ୍ ପେଜ୍ ଫାଡ଼ିଦେଲେ ପୋଷ୍ଟମ୍ୟାନ

ନୂଆଦିଲ୍ଲୀ: ଆଜିର ସୋସିଆଲ ମିଡ଼ିଆରେ ଛୋଟ ବଡ଼ ଅନେକ ଘଟଣା କ୍ଷଣିକ ମଧ୍ୟରେ ଭାଇରାଲ ହୋଇଯାଉଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ଲାଞ୍ଚକୁ ନେଇ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ପାସପୋର୍ଟ ଦେବା ପାଇଁ ଜଣେ ପୋଷ୍ଟମ୍ୟାନ…

ୱାୟନାଡ ଆସନରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ନାଭ୍ୟା ହରିଦାସ: ୮ଟି ରାଜ୍ୟର ଉପନିର୍ବାଚନ ପାଇଁ ୨୪ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: କେରଳର ୱାୟନାଡ ଆସନରେ ପୂର୍ବରୁ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏବେ ବିଜେପି ଏହି ଆସନ ପାଇଁ ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ୱାୟନାଡ ଆସନ ପାଇଁ ନାଭ୍ୟା…

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ବିଜେପି ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ନଭେମ୍ବର ମାସ ୧୩ ଓ ୨୦ ତାରିଖରେ ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟିଂ ଅନୁଷ୍ଠିତ ହେବ । ଏହାପରେ ୨୩ ତାରିଖରେ ଫଳାଫଳ ଘୋଷଣା କରାଯିବ । ତେବେ ଏହା ମଧ୍ୟରେ ରାଜ୍ୟ ବିଧାନସଭା ନିର୍ବାଚନ…

୭୫୧ଟି DEO, ଜୁନିୟର ଆସିଷ୍ଟାଣ୍ଟ ପଦ ପାଇଁ ନୋଟିଫିକେସନ: ମାସିକ ବେତନ ୯୨ ହଜାର ପର୍ଯ୍ୟନ୍ତ

ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଚଳାଇଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଯୁକ୍ତଦୁଇ ପାସ୍ କରିଥିବା ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ । ଏହି ପଦରେ ଚୟନ ହେବା ପରେ…

କରବା ଚୌଥ ପରେ ୫ଟି ରାଶିଙ୍କର ଭାଗ୍ୟ ବଦଳିବ: ଅକ୍ଟୋବର ୨୦ ପରେ ଆରମ୍ଭ ହେବ ଗୋଲ୍ଡେନ୍ ଟାଇମ୍

କରବା ଚୌଥ ପରେ ୫ଟି ରାଶିଙ୍କର ଭାଗ୍ୟ ବଦଳିଯିବ । ଅକ୍ଟୋବର ୨୦ରେ କରବା ଚୌଥ ପଡ଼ୁଥିବା ବେଳେ ୨୧ ଠାରୁ ମାସର ନୂଆ ସପ୍ତାହ ଆରମ୍ଭ ହେବ । ଅକ୍ଟୋବର ୨୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ଚାଲିବ । ଏହାପରେ କିଛି…

ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୨ର ରେଜଲ୍ଟ ପ୍ରକାଶ: ୬୮୩ ଜଣ ପ୍ରାର୍ଥୀ କୃତକାର୍ଯ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷା-୨୦୨୨ର ଫଳାଫଳ ପ୍ରକାଶ ପାଇଛି । ମୋଟ ୬୮୩ ଜଣ ପ୍ରାର୍ଥୀ ଏଥିରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୫୮ ଜଣ ମହିଳା…

ଲଞ୍ଚ ହେଲା ନୂଆ ସ୍କିମ୍: FDରେ ମିଳିବ ୮.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ, ବଡ଼ ଘୋଷଣା କଲେ ଏକାଧିକ ବଡ଼ ବ୍ୟାଙ୍କ

ନୂଆଦିଲ୍ଲୀ: ଆଜିର ସମୟରେ ଅର୍ଥ ସମସ୍ତଙ୍କ ପାଇଁ ନିହାତି ଅତ୍ୟାବଶ୍ୟକ ଜିନିଷ । ତେଣୁ ଗ୍ରାହକମାନେ ସର୍ବଦା ଅଧିକ ରିଟର୍ଣ୍ଣ ମିଳୁଥିବା ସ୍କିମ ସନ୍ଧାନରେ ରହିଥାନ୍ତି । ତେବେ ବର୍ତ୍ତମାନ ମାର୍କେଟରେ ଷ୍ଟକ୍ସ,…