ରାଷ୍ଟ୍ରୀୟ ମହିଳା ଆୟୋଗର ନୂଆ ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଲେ ବିଜୟା କିଶୋର ରହାଟକର

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ)ର ନୂଆ ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଛନ୍ତି ବିଜୟା କିଶୋର ରହାଟକର । ରେଖା ଶର୍ମାଙ୍କ ସ୍ଥାନରେ ବିଜୟୀ ଏହି ଦାୟିତ୍ୱ ସମ୍ଭାଳିବେ । ଏହି ସମ୍ବନ୍ଧରେ କେନ୍ଦ୍ର…

୨୦୨୫ ପାଇଁ ସରକାରୀ ଛୁଟିଦିନର ଲିଷ୍ଟ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ୨୦୨୫ ବର୍ଷ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ସରକାରୀ ଛୁଟିଦିନର ଏକ ଲିଷ୍ଟ ଜାରି କରିଛନ୍ତି । ଏହି ପ୍ରତିବନ୍ଧିତ ଛୁଟିଦିନର ଲିଷ୍ଟ ମଧ୍ୟରୁ ପ୍ରତ୍ୟେକ କର୍ମଚାରୀ ଯେ କୌଣସି ଦୁଇଦିନର…

UPSC ଇଞ୍ଜିନିୟରିଂ ସର୍ଭିସ୍ ୨୦୨୫: ସ୍ଥଗିତ ହେଲା ପ୍ରିଲିମ୍ସ ଓ ମୁଖ୍ୟ ପରୀକ୍ଷା

ନୂଆଦିଲ୍ଲୀ: ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଇଞ୍ଜିନିୟରିଂ ସର୍ଭିସ୍ ପରୀକ୍ଷା ୨୦୨୫ ସ୍ଥଗିତ ହୋଇଛି । ୟୁପିଏସସି ଇଞ୍ଜିନିୟରିଂ ସେବା ପରୀକ୍ଷା (ଇଏସଇ) ପାଇଁ ପୁଣି ଥରେ ୱିଣ୍ଡୋ ଓପନ ପାଇଁ ଆୟୋଗ ନିଷ୍ପତ୍ତି…

ପ୍ରଚଣ୍ଡ ଶବ୍ଦରେ ଥରିଲା ମୟୂରଭଞ୍ଜ: ୭ ମିନିଟରେ ମାରିଲା ୪୪୧୫ ଥର ବଜ୍ରପାତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ସନ୍ଧ୍ୟାରେ ମୟୂରଭଞ୍ଜ ଦେଖିବାକୁ ମିଳିଥିଲା ଏକ ବଡ଼ ଅଘଟଣ । ସନ୍ଧ୍ୟା ସମୟରେ ପାଖାପାଖି ଦୁଇଘଣ୍ଟା ଧରି ଭୟଙ୍କର ଭାବେ ବଜ୍ରପାତ ଦେଖିବାକୁ ମିଳିଥିଲା । ଏହି ବଜ୍ରପାତର ଶବ୍ଦ ଏତେ…

ଏକ ଅସହ୍ୟ ଦୁଃଖ କାହାଣୀ! ୧୦ ବର୍ଷୀୟ ବାଳକ ଶରୀରରେ ଗୋଟିଏ କିଡନୀ, ଦୁଇଟି ଗୁପ୍ତାଙ୍ଗ, ଚିକିତ୍ସା ପାଇଁ ଅର୍ଥ ନାହିଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ । ଜଣଙ୍କ ପାଖରେ ଟଙ୍କା, ପଇସା ନଥିଲେ ବି ଯଦି ସ୍ୱାସ୍ଥ୍ୟ ଭଲ ରହୁଥିବ ତେବେ ସେ ସବୁବେଳେ ଖୁସିରେ ରହିପାରିବ । ମାତ୍ର ଯେତେ ଟଙ୍କା ଥିଲେ ବି…

ବିଜେଡି ଛାଡ଼ିଲେ ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୀତିରୁ ଆସିଛି ଏକ ବଡ଼ ଖବର । ଭୁବନେଶ୍ୱର ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟତାରୁ ବିଜୟଲକ୍ଷ୍ମୀ…

(Video) ଦାୟିତ୍ୱହୀନତାର ନଗ୍ନ ନମୂନା! ମେସ୍ ଖାଦ୍ୟରୁ ବାହାରିଲା ମୂଷା, ଉପାସରେ ରହିଲେ ୪୦୦ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଆମକୁ ପ୍ରତ୍ୟେକ କ୍ଷେତ୍ରରେ ନିଜର ଦାୟିତ୍ୱ ସୁଚାରୁରୂପେ ପ୍ରତିପାଦନ କରିବା ନିହାତି ଆବଶ୍ୟକ । ଅନେକ ସମୟରେ ଜଣଙ୍କର ସାମାନ୍ୟ ଭୁଲ୍ ପାଇଁ ଅନ୍ୟମାନେ ବିଶେଷ ଭାବେ ପ୍ରଭାବିତ ହୋଇଥାନ୍ତି । ବିଶେଷ କରି…

ଘରୋଇ ପିଚରେ ଭାରତର ଅବସ୍ଥା ଅସମ୍ଭାଳ, ବିଦେଶରେ କ’ଣ ହେବ: ଖେଳ ଆଉ ଦୁଇଦିନ ବାକି, ହାତରେ ଅଛି ୭ଟି ୱିକେଟ୍

ନୂଆଦିଲ୍ଲୀ: ରୋଚକମୋଡ଼ରେ ପହଞ୍ଚିଛି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ । ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଟେଷ୍ଟର ପ୍ରଥମ ଦିନ ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଥିଲା । ଏହାପରେ ଦ୍ୱିତୀୟ ଦିନ…

ଖୁବଶୀଘ୍ର ଓଡ଼ିଶାରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପକ୍ଷରୁ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବିଜେପି ସରକାର ପ୍ରଥମ ଥର କ୍ଷମତାକୁ ଆସିବା ପରେ ରାଜ୍ୟ ସରକାର ଅନେକ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଶେଷ କରି ଶିକ୍ଷା କ୍ଷେତ୍ରକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରୁ ହ୍ରାସ ପାଇବ GST! ବଡ଼ ପ୍ରସଙ୍ଗକୁ ନେଇ କେନ୍ଦ୍ରୀୟ ବୈଠକରେ ହେବ ଚର୍ଚ୍ଚା

ନୂଆଦିଲ୍ଲୀ: ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମା ପ୍ରିମିୟମକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇ ପାରନ୍ତି । ଦ୍ରବ୍ୟ ଓ ସେବା କର (ଜିଏସଟି) ରେଟକୁ ଯୁକ୍ତିସଙ୍ଗତ କରିବା ଓ ଉପରୋକ୍ତ ଦୁଇ ବୀମା ଉପରୁ ଜିଏସଟି…