୮ ବର୍ଷ ଧରି ୟୁରିନ୍ ମିଶା ରୁଟି ଖାଇବାକୁ ଦେଉଥିଲା ଚାକରାଣୀ! ଏହି ରୁଟି ଖାଇ ଲିଭର ଓ ପେଟରୋଗରେ ଆକ୍ରାନ୍ତ ହେଲେ ସାରା ପରିବାର

ନୂଆଦିଲ୍ଲୀ: ମଣିଷ ଯେ କେତେ ତଳକୁ ଯାଇପାରେ ତା’ର ଏକ ନଗ୍ନ ନମୂନା ସାମ୍ନାକୁ ଆସିଛି । ସାଧାରଣ ଭାବେ ଆମେ ଖାଉଥିବା ସମୟରେ ଖାଦ୍ୟରେ କୌଣସି ମାଛି ବସିଲେ ବା ମଇଳା ଦେଖିଲେ ତାହାକୁ ଆମେ ବର୍ଜନ କରିଦେଇଥାଏ । ତେବେ…

ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓମର ଅବଦୁଲ୍ଲା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଓମର ଅବଦୁଲ୍ଲା । ଏହି ଶପଥ ଗ୍ରହଣ ଉତ୍ସବରେ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ମେଣ୍ଟର ଅନେକ ବରିଷ୍ଠ ନେତା ଯୋଗଦେଇଥିଲେ ।…

Android 15ର ଷ୍ଟେବଲ ଭର୍ସନ ଲଞ୍ଚ କଲା Google: ୭ରୁ ଅଧିକ ବ୍ରାଣ୍ଡର ଫୋନକୁ ମିଳିବ ଅପଡେଟ୍

ନୂଆଦିଲ୍ଲୀ: ଆଣ୍ଡ୍ରଏଡ ୧୫ର ଷ୍ଟେବଲ ଭର୍ସନକୁ ଗୁଗଲ ଲଞ୍ଚ କରିଛି । ପ୍ରତି ଥର ଭଳି ଏହି ଅପଡେଟକୁ ପ୍ରଥମେ ପିକ୍ସେଲ ଡିଭାଇସ ପାଇଁ ରିଲିଜ୍ କରାଯାଇଛି । ଚଳିତ ବର୍ଷ ଶେଷ ଆଡ଼କୁ ଅନ୍ୟ ବ୍ରାଣ୍ଡର ଫୋନରେ ଲାଟେଷ୍ଟ…

କେନ୍ଦ୍ର କର୍ମଚାରୀଙ୍କ DA ୩ ପ୍ରତିଶତ ବଢ଼ିବ: ଆଜି କ୍ୟାବିନେଟ ବୈଠକରେ ହେବ ବଡ଼ ଘୋଷଣା- ସୂତ୍ର

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ସରକାରୀ କର୍ମଚାରୀ ଓ ପେନସନଧାରୀଙ୍କୁ ଦେଇ ପାରନ୍ତି ଦିପାବଳୀ ଉପହାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା କ୍ୟାବିନେଟ ବୈଠକରେ ଏନେଇ ଆଜି…

ଅକ୍ଟୋବର ୨୩ରେ ହେବ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା (ଏନଆରଟିଏସ) ୨୦୨୪କୁ ନେଇ ଆସିଛି ଏକ ବଡ଼ ଖବର । କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ପରୀକ୍ଷା…

ଗୋଟିଏ ପ୍ଲାନରେ ୫ଟି ଫାଇଦା ଦେଉଛି ଜିଓ: ଲଞ୍ଚ ହେଲା ଦିପାବଳୀ ଅଫର

ନୂଆଦିଲ୍ଳୀ: ଦେଶର ଅଗ୍ରଣୀ ଟେଲିକମ୍ ସେବାପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ତା’ର ଗ୍ରାହକଙ୍କ ପାଇଁ ସର୍ବଦା ନୂଆ ନୂଆ ଅଫର ଲଞ୍ଚ କରିଥାଏ । ତେବେ ଆଗକୁ ଦିପାବଳୀ ଆସୁଥିବା ବେଳେ ଗ୍ରାହକଙ୍କ ପାଇଁ ଆସିଯାଇଛି ଏକ…

RBI ଆଣିବ ନୂଆ ଯୋଜନା: ଖୁବଶୀଘ୍ର ଡଲାର, ପାଉଣ୍ଡ ଓ ୟୁରୋରେ ଆରମ୍ଭ ହେବ RTGS ଟ୍ରାଞ୍ଜାକସନ୍

ନୂଆଦିଲ୍ଲୀ: ଡିଜିଟାଲ କାରବାରକୁ ଆଗକୁ ନେବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନିୟମିତ ଭାବେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଆରବିଆଇ ରିୟଲ ଟାଇମ୍ ଗ୍ରସ ସେଟଲମେଣ୍ଟ (ଆରଟିଜିଏସ)କୁ ନେଇ ଏକ…

ନବୀନଙ୍କୁ ଜନ୍ମଦିନର ଅଭିନନ୍ଦନ: ୭୮ ବର୍ଷରେ ପଦାର୍ପଣ କଲେ ଓଡ଼ିଶା ରାଜନୀତିର ମହାନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହେଉଛି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ଜନ୍ମଦିନ । ଏହି ଅବସରରେ ନବୀନଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ…

ଅକ୍ଟୋବର ୨୬ରେ ହେବ ରିସର୍ଚ୍ଚ ଆସିଷ୍ଟାଣ୍ଟ ଇଣ୍ଟରଭ୍ୟୁ: ଓଡ଼ିଶା ହାଇକୋର୍ଟ ତରଫରୁ ୯୦ ଜଣ ପ୍ରାର୍ଥୀ ଶର୍ଟଲିଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟର ରିସର୍ଚ୍ଚ ଆସିଷ୍ଟାଣ୍ଟ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଗତ ଅଗଷ୍ଟ ମାସରେ ମୋଟ ୨୦ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସାକ୍ଷାତକାର ମାଧ୍ୟମରେ…

ଓଡ଼ିଶାରେ ବୃହତ୍ ନିଯୁକ୍ତି: ୯୦୦୦ ପଦ ପୂରଣ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ତରଫରୁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ୩୫୦୦ରୁ ଅଧିକ ପ୍ରାର୍ଥୀଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯିବ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ…