ଚଳିତ ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀଙ୍କୁ ମିଳିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ । ଚଳିତ ଶିକ୍ଷାବର୍ଷରୁ ଏହି ପୁରସ୍କାର ପ୍ରଦାନ ଆରମ୍ଭ ହେବ ।…

କୁକୁରମାନଙ୍କୁ ଖୋଲାରେ ଖାଦ୍ୟ ଖାଇବାକୁ ଦେଇ ହେବ: ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟଙ୍କ ରୋକ

ନୂଆଦିଲ୍ଲୀ: ଡଗ୍ ଲଭର୍ସଙ୍କ ପାଇଁ ଏକ ଖୁସି ଖବର । ଖୋଲାରେ କୁକୁରମାନଙ୍କୁ ଖାଇବାକୁ ଦେବା ନେଇ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ରୋକ ଲଗାଇଥିଲେ । ତେବେ ହାଇକୋର୍ଟଙ୍କ ଉକ୍ତ ନିଷ୍ପତ୍ତିର କିଛି ଅଂଶକୁ ନେଇ…

ରାସ୍ତା କଡ଼ରେ ଥିବା ଗଛରେ କାହିଁକି ଧଳା ରଙ୍ଗ ଦିଆଯାଏ, ଜାଣନ୍ତୁ ଏନେଇ କ’ଣ ରହିଛି ବୈଜ୍ଞାନିକ କାରଣ

ଦୈନନ୍ଦିନ ଜୀବନରେ ଆମେ ଏପରି ଅନେକ ଦୃଶ୍ୟ ଦେଖିବାକୁ ପାଇଥାଉ, ଯାହା ପଛରେ ନିହାତି କିଛି କାରଣ ରହିଥାଏ । ଆମେମାନେ ଯାତାୟାତ କରୁଥିବା ସମୟରେ ରାସ୍ତାକଡ଼ରେ ଥିବା ଗଛମାନଙ୍କରେ ଧଳା ରଙ୍ଗ ମରାଯାଇଥିବା ଦେଖିବାକୁ…

Jio, Airtel ଓ Vodafone-Idea ଗ୍ରାହକଙ୍କ ପାଇଁ ବଡ଼ ଖବର: ଦୂରସଞ୍ଚାର ବିଭାଗ ଜାରିକଲା ନୂଆ SMS ନିୟମ

ନୂଆଦିଲ୍ଲୀ: ଟେଲିକମ କମ୍ପାନୀଙ୍କ ପାଇଁ ଏକ ବଡ଼ ଖବର । କେନ୍ଦ୍ର ଦୂରସଞ୍ଚାର ବିଭାଗ ପକ୍ଷରୁ ନୂଆ ଏସଏମଏସ ନିୟମ ଲାଗୁ କରାଯାଇଛି । ତେବେ ଏହି ନିୟମ ଦ୍ୱାରା ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଡ଼ାଫୋନ-ଆଇଡିଆ କମ୍ପାନୀର…

Facial Reconstruction କ’ଣ: ଏହି ଖାସ୍ ଟେକନିକର ପ୍ରୟୋଗ କରି ଦୋଷୀ ଅଫତାବ ବିରୋଧରେ ସଂଗ୍ରହ ହେବ ପ୍ରମାଣ

ନୂଆଦିଲ୍ଲୀ: ଦିଲ୍ଲୀରେ ଘଟିଯାଇଥିବା ବର୍ବରୋଚିତ ଘଟଣା ଆଜି ସାରା ଦେଶର କେନ୍ଦ୍ରବିନ୍ଦୁ ପାଲଟିଛି । ୨୮ ବର୍ଷୀୟ ଯୁବକ ଅଫତାବ ପୁନାୱାଲା ତାଙ୍କର ୨୬ ବର୍ଷୀୟ ପ୍ରେମିକା ଶ୍ରଦ୍ଧା ୱାଲକରଙ୍କୁ ୩୫ ଖଣ୍ଡ କରି କାଟି…

PGCIL ପକ୍ଷରୁ ବାହାରିଲା ୮୦୦ ପଦବୀ: ଶୀଘ୍ର ଅନଲାଇନରେ ଆବେଦନ କରନ୍ତୁ

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭଲ ଖବର ଆସିଛି । ପାୱାର ଗ୍ରୀଡ୍ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (ପିଜିସିଆଇଏଲ) ପକ୍ଷରୁ ୮୦୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ…

ଡବଲ ଇଞ୍ଜିନରେ କୋଇଲା ଥିଲା, ତେଣୁ ଜଙ୍କ ଖାଇଗଲା: ଆମେ ନୂଆ ବିଜୁଳି ଇଞ୍ଜିନ୍ ଆଣିବୁ-କେଜ୍ରିୱାଲ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟରେ ନିର୍ବାଚନୀ ଉଷ୍ଣତା ସେତିକି ବଢ଼ିବାରେ ଲାଗିଛି । ତେବେ ଏହା ମଧ୍ୟରେ ଆମ୍ ଆଦମୀ ପାର୍ଟି (ଆପ) ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ବିଜେପି ଉପରେ…

ପ୍ରେମ କରିବା ପାପ ନୁହେଁ: ଖରାପ ଲୋକକୁ ବାଛିବା ହିଁ ମହାପାପ, ଏଥିପାଇଁ କାହାକୁ ଦୋଷ ଦେବା

ନୂଆଦିଲ୍ଲୀ: ଦିଲ୍ଲୀରେ ଘଟିଯାଇଥିବା ଭୟଙ୍କର ଘଟଣା ପାଇଁ ଆଜି ଆମ ସମାଜ କେତେ ତଳକୁ ଖସିଯାଇଛି ତାହା ପ୍ରମାଣିତ ହୋଇଛି । ୨୬ ବର୍ଷୀୟା ଯୁବତୀ ଶ୍ରଦ୍ଧା ୱାଲକର ଓ ୨୮ ବର୍ଷୀୟ ଯୁବକ ଅଫତାବ ପୁନାୱାଲାଙ୍କୁ ନେଇ ଆଜି ସାରା…

ଭାରତରେ ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ‘ହିନ୍ଦୁ’, ପ୍ରତି ଭାରତୀୟଙ୍କ DNA ସମାନ: RSS ମୁଖ୍ୟ

ନୂଆଦିଲ୍ଲୀ: ଭାରତ ହେଉଛି ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଏଠାରେ ହିନ୍ଦୁ, ମୁସଲମାନ, ବୌଦ୍ଧ, ଜୈନ, ଖ୍ରୀଷ୍ଟିଆନ ଆଦି ବିଭିନ୍ନ ଧର୍ମର ଲୋକେ ବସବାସ କରିଥାନ୍ତି । ଅନେକ ସମୟରେ ବିଭିନ୍ନ ଧର୍ମକୁ ନେଇ କିଛି…

ଏଣିକି ପ୍ରତ୍ୟେକ ଘର ଆଗରେ ଲାଗିବ QR Code: ଅଳିଆ ସଫେଇକୁ ନେଇ BMCର ନୂଆ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ କିଛି ଲୋକଙ୍କ ଘରୁ ଅଳିଆ ଠିକଭାବେ ନ ଉଠିବା ନେଇ ଅଭିଯୋଗ ହୋଇଥାଏ । ତେବେ ଏହି ସମସ୍ୟା ଉପରୁ ଏବେ ଉଠିବ ପରଦା । ସଫେଇକୁ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏକ ନୂଆ…