ଜଳ ସଂରକ୍ଷଣରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟର ମାନ୍ୟତା: ପଞ୍ଚମ ଜାତୀୟ ଜଳ ପୁରସ୍କାର ଘୋଷଣା କଲେ କେନ୍ଦ୍ର ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ସାରା ଦେଶରେ ଚମକିଛି ଓଡ଼ିଶା । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ତରଫରୁ ପଞ୍ଚମ ଜାତୀୟ ଜଳ ପୁରସ୍କାର-୨୦୨୩ ଘୋଷଣା କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି, ଓଡ଼ିଶାକୁ ଏଥିରେ ସାରା…

ଧରାପଡ଼ିଲା ପାକିସ୍ତାନର ବଡ଼ ଚାଲ୍! ଭାରତକୁ ସେମିରୁ ବିଦା କରିବା ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଜାଣିଶୁଣି ହାରିଥିଲା ପାକିସ୍ତାନ

ନୂଆଦିଲ୍ଳୀ: ଅକ୍ଟୋବର ୧୪ ତାରିଖରେ ଆଇସିସି ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନ ଯେପରି ଦୟନୀୟ ପ୍ରଦର୍ଶନ କଲା ତାହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଭାରତୀୟ କ୍ରୀଡ଼ାପ୍ରେମୀ ।…

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଲା କଂଗ୍ରେସ

ନୂଆଦିଲ୍ଲୀ: ନିକଟରେ ହରିୟାଣା ଓ ଓ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ସମାପ୍ତ ହୋଇ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି । ତେବେ ଏହା ମଧ୍ୟରେ ଆଜି ପୁଣି ଦୁଇ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା…

୨୯ ହଜାର ଟଙ୍କାର ଦିପାବଳୀ ବୋନସ୍ ପାଇବେ BMC କର୍ମଚାରୀ: ସରକାରୀ କର୍ମଚାରୀଙ୍କୁ ଉପହାର ଦେଲେ ଶିନ୍ଦେ ସରକାର

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ତେବେ ମହାରାଷ୍ଟ୍ରରେ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ…

ବୈଜୟନ୍ତ ପଣ୍ଡା ଦିଲ୍ଲୀର ନିର୍ବାଚନ ପ୍ରଭାରୀ ନିଯୁକ୍ତ: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦୁଇ ନେତାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଳୀ: ନିକଟରେ ହରିୟାଣା ଓ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷିତ ହେବା ସହ ଚଳିତ ସପ୍ତାହରେ ଏହି ଦୁଇ ରାଜ୍ୟରେ ନୂଆ ସରକାର ଗଠନ ହେବ । ଆଗକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ…

OCS-2023 ପ୍ରିଲିମିନାରୀ ପରୀକ୍ଷା ପାଇଁ ଜାରି ହେଲା ଟାଇମ୍ ଟେବୁଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓସିଏସ)- ୨୦୨୩ର ପ୍ରିଲିମିନାରୀ ପରୀକ୍ଷାକୁ ନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଆସନ୍ତା ୨୭ ତାରିଖରେ ଓସିଏସ-୨୦୨୩ ପ୍ରିଲିମ୍ସ ପରୀକ୍ଷା ଅନୁଷ୍ଠିତ ହେବାକୁ…

BCCI କଲା ବଡ଼ ଘୋଷଣା: ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଲାଗୁ ହେବ ନାହିଁ ଇମ୍ପ୍ୟାକ୍ଟ ପ୍ଲେୟାର ନିୟମ

ନୂଆଦିଲ୍ଲୀ: ସୟଦ ମୁସ୍ତାକ ଅଲୀ ଟ୍ରଫି ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ ବଡ଼ ଘୋଷଣା କରିଛି । ସୟଦ ମୁସ୍ତାକ ଅଲୀ ଟ୍ରଫି ଟ୍ରଫି ଆରମ୍ଭ ହେବା ପୂର୍ବରୁ ବିସିସିଆଇ ଏହା ସ୍ପଷ୍ଟ କରିଛି ଯେ,…

ଇଏ କେମିତି କଥା! ଜଣେ ବ୍ୟକ୍ତିଙ୍କୁ ଚତୁର୍ଥ ମହଲାରୁ ତଳକୁ ଆଣି ପାରିଲେ ନାହିଁ ୧୧ ଜଣ ଯବାନ, ଶେଷରେ ଆସିଲା ଦମକଳ ଗାଡ଼ି

ନୂଆଦିଲ୍ଳୀ: ଆମ ସମାଜରେ ବିଭିନ୍ନ ପ୍ରକାରର ଲୋକ ବସବାସ କରିଥାନ୍ତି । କିଏ ଡେଙ୍ଗା ତ କିଏ ଗେଡ଼ା, କିଏ ମୋଟା ତ କିଏ ପତଳା । ସେହିପରି କିଏ ବଳଶାଳୀ ତ କିଏ ଦୁର୍ବଳ । ତେବେ ଅନେକ ସମୟରେ ମାର୍ଶଲ ଆର୍ଟ୍ସ, କୁମ୍ଫୁ ପରି…

ଟିମ୍ ଇଣ୍ଡିଆ ନିରାଶ: ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିଲା ଭାରତୀୟ ମହିଳା ଟିମ୍, ନ୍ୟୁଜିଲାଣ୍ଡ ସେମିରେ

ନୂଆଦିଲ୍ଲୀ: ଆଇସିସି ମହିଳା ଟି-୨୦ ବିଶ୍ୱକପରୁ ଆସିଛି ଏକ ନୈରାଶ୍ୟଜନକ ଖବର । ଗତକାଲି ଅଷ୍ଟ୍ରେଲିଆଠାରୁ ପରାସ୍ତ ହେବା ପରେ ଭାରତର ସେମି ଖେଳିବା ଆଶା ମଉଳି ଯାଇଥିବା ବେଳେ ଆଜି ଭାରତ ବିଶ୍ୱକପରୁ ବାଦ୍ ପଡ଼ିଛି । ଆଜିର…

(Video) ମାଡ଼ି ଆସୁଛି ଆଉ ଏକ ‘ବାତ୍ୟା’! ଓଡ଼ିଶା ଉପରେ ଏମିତି ପ୍ରଭାବ ରହିବ, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ମାନ ପାର୍ବଣ ଋତୁର ଆଗମନ ହୋଇ ସାରିଥିବା ବେଳେ ଲୋକମାନେ ହସଖୁସିରେ ମା’ଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ତେବେ ଏପରି ସ୍ଥିତିରେ ଆସିଛି ଏକ ବଡ଼ ଖବର । ପୁଣି ଏକ ‘ବାତ୍ୟା’…