XBB Sub-Variant ପାଇଁ ପୁଣି ଆସିପାରେ କରୋନାର ଏକ ନୂଆ ଲହର: ଚେତାବନୀ ଦେଲା WHO

ନୂଆଦିଲ୍ଲୀ: ଗତ ଦୁଇବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱକୁ କରୋନା ଭାଇରସ୍ ନିଜ କବଳରେ ରଖିଆସିଛି । ନିକଟରେ ଭାଇରସର ପ୍ରକୋପ ହ୍ରାସ ପାଇଥିବା ବେଳେ ଏବେ ପୁଣି ଥରେ ଉପରମୁହାଁ ହୋଇ ଉଠିଛି । ବିଭିନ୍ନ ଦେଶରେ ନୂଆ ନୂଆ…

ଗାଈ ହାକୁଟି ମାରିଲେ ଟ୍ୟାକ୍ସ ଭରିବେ କୃଷକ: ସରକାର କାହିଁକି ଲାଗୁ କଲେ ଏହି ନିୟମ, କ’ଣ ରହିଛି କାରଣ

ନୂଆଦିଲ୍ଲୀ: ସାଧାରଣ ଭାବେ ଖାଇ ସାରିବା ପରେ ହାକୁଟି ମାରିବା ଅଧିକାଂଶ ଲୋକଙ୍କର ଅଭ୍ୟାସ ରହିଥାଏ । ତେବେ ଆପଣମାନେ କେବେ ଗାଈ ହାକୁଟି ମାରିବା ଦେଖିଛନ୍ତି କି? ଆପଣଙ୍କ ଗାଈ ଯଦି ହାକୁଟି ମାରିବ ତେବେ ଏଥିପାଇଁ…

Mission 2024: ଆସନ୍ତା ନିର୍ବାଚନରେ ବିଜେପି କେମିତି ପାୱାର ହାତେଇବ, ଚାଣକ୍ୟ ପ୍ରସ୍ତୁତ କରିଛନ୍ତି ଏକ ସ୍ପେଶାଲ ରୋଡମ୍ୟାପ୍

ନୂଆଦିଲ୍ଲୀ: ମିଶନ ୨୦୨୪ ପାଇଁ ବିଜେପି ନିଜର କସରତ ଆରମ୍ଭ କରିଦେଇଛି । ଏହି ନିର୍ବାଚନୀ ଅଭିଯାନ ପାଇଁ ରଣନୀତି ପ୍ରସ୍ତୁତ କରିବାର ଦାୟିତ୍ୱ ନେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଅମିତ ଶାହ । ତୃଣମୂଳ…

Microsoft CEOଙ୍କୁ ପ୍ରଦାନ କରାଗଲା ପଦ୍ମ ଭୂଷଣ ପୁରସ୍କାର

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସତ୍ୟ ନାଡେଲାଙ୍କୁ ପ୍ରଦାନ କରାଯାଇଛି ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ଭୂଷଣ । ଏହି ସମ୍ମାନ ମିଳିବା ସତ୍ୟଙ୍କ ପାଇଁ ଏକ…

Cyclone ‘Sitrang’ ଭୟ ହଟିଲା! ଓଡ଼ିଶା ଛୁଇଁବନି, ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼େ ମୁହାଁଇବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ସିତ୍ରାଙ୍ଗ’କୁ ନେଇ ରାଜ୍ୟବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇ ସାରିଥିବା ବେଳେ ଏହା ୨୨ ତାରିଖ ସୁଦ୍ଧା…

ପ୍ରଫିଟ୍ ଉଦ୍ଦେଶ୍ୟରେ ପରିଚାଳିତ ଶିକ୍ଷାନୁଷ୍ଠାନର ଆୟକର ଛାଡ଼ ହୋଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶିକ୍ଷାନୁଷ୍ଠାନ ଉପରେ ଆୟକର ଛାଡ଼କୁ ନେଇ ଭାରତର ସର୍ବୋଚ୍ଚ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ଯେଉଁ କ୍ଷେତ୍ରରେ ଶିକ୍ଷାନୁଷ୍ଠାନଗୁଡ଼ିକ ଲାଭଜନକ ଉଦ୍ଦେଶ୍ୟରେ ପରିଚାଳିତ ହେଉଥିବ, ସେ…

OPTCLରେ ବାହାରିଲା ୫୩୦ଟି ପଦବୀ, ଲିଙ୍କକୁ ଯାଇ ଶୀଘ୍ର କରନ୍ତୁ ଆବେଦନ

ଚାକରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ…

ପୁଣି କଡ଼ ଲେଉଟାଇଲା କରୋନା! ଭାରତରୁ ଚିହ୍ନଟ ହେଲା ଦୁଇଟି ନୂଆ ଭାରିଆଣ୍ଟ: କ’ଣ ରହିଛି ଏହାର ଲକ୍ଷଣ

ନୂଆଦିଲ୍ଲୀ: କରୋନା ଭାଇରସ ପୁଣି ଥରେ ସାରା ଦୁନିଆରେ ଆତଙ୍କ ଖେଳାଇଛି । ଭାଇରସ ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇଗଲା ବୋଲି କିଛି ଲୋକଙ୍କର ଧାରଣା ରହିଥିଲା । ମାତ୍ର ତାହା ଏବେ ଭୁଲ୍ ସାବ୍ୟସ୍ତ ହୋଇଛି । ତେବେ ନିକଟରେ…

ଆମେରିକା ଲ୍ୟାବରେ ପ୍ରସ୍ତୁତ ହେଲା କରୋନାର ଘାତକ ରୂପ: ଚୀନର ଭୁଲକୁ ଭୁଲିଗଲା କି ବିଶ୍ୱ, ପ୍ରଶ୍ନ କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଆଣ୍ଟ ପୁଣି ଥରେ ସାରା ବିଶ୍ୱରେ ଆତଙ୍କ ଖେଳାଇବା ଆରମ୍ଭ କରିଦେଲାଣି । ଗୋଟିଏ ପଟେ ଓମିକ୍ରନର ଭାରିଆଣ୍ଟ କାୟା ବିସ୍ତାର କରି ଚାଲିଥିବା ବେଳେ ଅନ୍ୟପକ୍ଷରେ ଆମେରିକାରେ କୋଭିଡ-୧୯ର…

Kashmir is a Country: ସପ୍ତମ ଶ୍ରେଣୀ ପରୀକ୍ଷାରେ ଆସିଛି ଏଭଳି ପ୍ରଶ୍ନ, ଆରମ୍ଭ ହେଲା ବିବାଦ

ନୂଆଦିଲ୍ଲୀ: ଅନେକ ସମୟରେ ପରୀକ୍ଷା ପ୍ରଶ୍ନପତ୍ରରେ କିଛି ତ୍ରୁଟି ଦେଖିବାକୁ ମିଳିଥାଏ । ହଜାର ହଜାର, ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତର ପ୍ରଶ୍ନ ହୋଇଥିବାରୁ ଏଥିପ୍ରତି ବେଶ୍ ଯତ୍ନବାନ ହେବା ଜରୁରୀ । ତେବେ ନିକଟରେ ଏଭଳି…