ରାବଣକୁ ଯିଏ ପୋଡ଼ିବ ତା’ର ମୃତ୍ୟୁ ଘଟିବ! ପୁରାଣ ଯୁଗରୁ ରହି ଆସିଛି ବଡ଼ ରହସ୍ୟ, ଭାରତର ଏହି ସ୍ଥାନରେ ହୁଏ ନାହିଁ ରାବଣ ପୋଡ଼ି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏବେ ସାରା ଭାରତବର୍ଷରେ ପାର୍ବଣ ଋତୁ ବଡ଼ ଧୁମଧାମରେ ପାଳିତ ହେଉଛି । ମା’ଙ୍କ ଆଗମନ ପରେ ସତେ ଯେମିତି ଧରିତ୍ରୀ କୋଟି ପୂଣ୍ୟରୁ ମୁକ୍ତି ପାଇଯାଇଛି । ତେବେ ଆଜି ଦେଶର କିଛି ସ୍ଥାନରେ ରାବଣ…

Dussehra 2024: କୁଣ୍ଡଳୀରେ ଏହି ଗ୍ରହ ରହିଥିବା କାରଣରୁ ଘଟିଥିଲା ରାବଣର ପରାଜୟ ଆଉ ଅଧର୍ମ ଉପରେ ବିଜୟ ପ୍ରାପ୍ତ କରିଥିଲେ ପ୍ରଭୁ ଶ୍ରୀରାମ

ନୂଆଦିଲ୍ଲୀ: ସନାତନ ଧର୍ମରେ ବିଜୟାଦଶମୀ ବା ଦଶହରା ପର୍ବକୁ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ । ଏହି ଉତ୍ସବ ବିଶେଷ ରୂପେ ଭଗବାନ ରାମଙ୍କ ଦ୍ୱାରା ରାମଣର ବଧ କାହାଣୀ ସହିତ ଯୋଡ଼ି ହୋଇ ରହିଛି…

ବୈଜ୍ଞାନିକମାନେ ପ୍ରସ୍ତୁତ କଲେ ‘Exercise Pill’: ଏଣିକି ବିନା ପରିଶ୍ରମରେ ଜଣେ ବ୍ୟକ୍ତି ବ୍ୟାୟାମର ସୁଫଳ ପାଇପାରିବେ!

ନୂଆଦିଲ୍ଳୀ: ଦିନକୁ ଦିନ ବିଜ୍ଞାନ ଅଗ୍ରଗତି କରିବାରେ ଲାଗିଛି । ଅନେକ ଅସମ୍ଭବ କାମକୁ ମଧ୍ୟ ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ରିସର୍ଚ୍ଚ କରିବା ପରେ ସମ୍ଭବ କରିବାକୁ ସଫଳ ହୋଇପାରୁଛନ୍ତି । ତେବେ ଏହା ମଧ୍ୟରେ…

ବାଂଲାଦେଶ ବିପକ୍ଷ ଅନ୍ତିମ ଟି-୨୦ରେ ଭାରତୀୟ କ୍ରିକେଟଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା: ପଡ଼ିଆକୁ ଆସିପାରିଲେନି

ନୂଆଦିଲ୍ଲୀ: ଆଜି ହାଇଦ୍ରାବାଦ ଠାରେ ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆ ତା’ର ଅନ୍ତିମ ତଥା ତୃତୀୟ ଟି-୨୦ ମ୍ୟାଚ ଖେଳୁଛନ୍ତି । ଟି-୨୦ ସିରିଜରେ ପୂର୍ବରୁ ଭାରତ ୨-୦ରେ ଆଗୁଆ ରହିବା ସହ ସିରିଜକୁ କବଜା କରିନେଇଛି ।…

ଖୁବଶୀଘ୍ର ହ୍ରାସ ପାଇବ ପିଆଜ ଦର: ପୂଜାରେ ଗ୍ରାହକଙ୍କୁ ଆଶ୍ୱସ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ମହଙ୍ଗା ମାଡ଼ ଚାଲିଛି । ଆଳୁ, ପିଆଜ ଠାରୁ ଆରମ୍ଭ କରି କାଙ୍କଡ଼, ବିନ ଆଦି ବିଭିନ୍ନ ପନିପରିବାରେ ହାତ ମାରି ହେଉନାହିଁ । ପରିବା ଦର ଦେଖି ସାଧାରଣ ଜନତା ମୁଣ୍ଡରେ ହାତ ଦେଇ…

ଶିକ୍ଷକଙ୍କ ବିଚିତ୍ର ନୀତି! କ୍ଲାସ୍ ଚାଲିଥିବା ବେଳେ ଶୌଚାଳୟ ନଗଲେ ମିଳୁଛି ଅତିରିକ୍ତ ମାର୍କ, ସପ୍ତାହକୁ ଥରେ ଟଏଲେଟ୍ ଅନୁମତି

ନୂଆଦିଲ୍ଲୀ: ବିଭିନ୍ନ ଦେଶର ବିଭିନ୍ନ ରାଜ୍ୟରେ ସ୍କୁଲମାନଙ୍କରେ ଭିନ୍ନ ଭିନ୍ନ ନିୟମ ରହିଛି । ଅନେକ ସମୟରେ ସ୍କୁଲମାନଙ୍କରେ ଛାତ୍ରଛାତ୍ରୀଙ୍କ ୟୁନିଫର୍ମକୁ ନେଇ କିଛି କଠୋର ନିୟମ ଲାଗୁ ହୋଇଥାଏ । ତେବେ ଏହା ମଧ୍ୟରେ…

ଅର୍ଥ ମନ୍ତ୍ରଣାଳୟ ଦେଲା ମଞ୍ଜୁରୀ: ‘HAL’କୁ ମିଳିଲା ଭାରତର ୧୪ତମ ‘ମହାରତ୍ନ’ କମ୍ପାନୀର ମାନ୍ୟତା

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା କ୍ଷେତ୍ରର ସର୍ବବୃହତ କମ୍ପାନୀ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ)କୁ ମିଳିଛି ‘ମହାରତ୍ନ’ କମ୍ପାନୀର ମାନ୍ୟତା । ଏହାଫଳରେ ହାଲ ଭାରତର ୧୪ତମ କମ୍ପାନୀ ଭାବେ ମହାରତ୍ନ ବର୍ଗରେ…

ଅନେକ ପଦ ପୂରଣ ପାଇଁ ଧରଣୀଧର ବିଶ୍ୱବିଦ୍ୟାଳୟ ତରଫରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ତରଫରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । କେନ୍ଦୁଝର ଜିଲ୍ଲା ସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟରେ ଅନେକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଶ୍ୱବିଦ୍ୟାଳୟରେ…

(Video) ଆମେରିକା ରାଷ୍ଟ୍ରପତି ନିର୍ବାଚନ: କମଲା ହ୍ୟାରିସଙ୍କ ପାଇଁ ଗୀତ ରେକର୍ଡ କଲେ ଏ.ଆର ରେହମାନ୍

ନୂଆଦିଲ୍ଲୀ: ଆସନ୍ତା ମାସ ୫ ତାରିଖରେ ଆମେରିକାରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ । ଏଥର ନିର୍ବାଚନରେ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ବିଜୟୀ ହେବା ନେଇ ସମସ୍ତ ପ୍ରସ୍ତୁତି…

UGCର ବଡ଼ ପଦକ୍ଷେପ: ବିଶ୍ୱବିଦ୍ୟାଳୟ ଓ କଲେଜରେ ଆରମ୍ଭ ହେବ ‘AEDP’ କୋର୍ସ, ନିଯୁକ୍ତିକ୍ଷମ ହେବେ ଶିକ୍ଷାର୍ଥୀ

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିକ୍ଷମ କରାଇବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଏଣିକି ବିଶ୍ୱବିଦ୍ୟାଳୟ ଓ କଲେଜମାନଙ୍କରେ ଆପ୍ରେଣ୍ଟିସିପ୍ ଏମ୍ବେଡ୍ ଡିଗ୍ରୀ…