ହରିୟାଣା: ବିଧାନସଭାରେ ବିଜେପି ସଦସ୍ୟ ସଂଖ୍ୟା ୫୧କୁ ବୃଦ୍ଧି ପାଇବ, ୩ ସ୍ୱାଧିନ ବିଧାୟକ ଧରିବେ ପଦ୍ମ!
ନୂଆଦିଲ୍ଲୀ: ହରିୟାଣାରେ ବିଧାନସଭା ନିର୍ବାଚନରେ କ୍ରମାଗତ ତୃତୀୟ ଥର ବିଜୟ ସହ ବିଜେପି ହ୍ୟାଟ୍ରିକ୍ କରିଛି । ମୋଟ ୯୦ଟି ଆସନ ମଧ୍ୟରୁ ବିଜେପି ଏକାକୀ ୪୮ଟି ଆସନ ପାଇଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ୩୭ଟି…