ଏ କେମିତିକି ନିର୍ଦ୍ଧୟତା: ଗଛ ସହ ନେଇଗଲେ ବସା କରିଥିବା ପକ୍ଷୀଙ୍କ ଜୀବନ…
ମଣିଷ ନିଜର ସୁବିଧା ପାଇଁ ଆଜିକା ସମୟରେ କିଛି ବି କରିବାକୁ ପ୍ରସ୍ତୁତ । ରହିବା ପାଇଁ ଅଟ୍ଟାଳିକା ହେଉ କିମ୍ବା ରାସ୍ତା ନିର୍ମାଣ । ନିଜର ସୁବିଧା ପାଇଁ ଗଛକାଟି ଚାଲିଛି ମନୁଷ୍ୟ । ବର୍ତ୍ତମାନ ଏଭଳି ଏକ ଭିଡିଓ ସୋସିଆଲ…