fbpx

ଗିରଫ ହେଲେ ରାୟଗଡ଼ା ଅବକାରୀ ଅଧିକ୍ଷକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗିରଫ ହୋଇଛନ୍ତି ରାୟଗଡ଼ା ଅବକାରୀ ଅଧିକ୍ଷକ । ଅବକାରୀ ଅଧିକ୍ଷକ ନିନା ବେଉରାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାପଡ଼ିଛି । ନିନାଙ୍କ ଗାଡ଼ିକୁ ପିଛା କରି ଭିଜିଲାନ୍ସ ଟିମ୍ ତାଙ୍କୁ ଖୋର୍ଦ୍ଧ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୮ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ଆଜିଠାରୁ ଲଗାତର ୩ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ଶାଖାକୁ ଯିବା ପୂର୍ବରୁ ଚେକ୍ କରି ନିଅନ୍ତୁ ଛୁଟି ଲିଷ୍ଟ

ନୂଆଦିଲ୍ଲୀ: ଯଦି ଚଳିତ ସପ୍ତାହରେ ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ଜରୁରୀ କାର୍ଯ୍ୟ ରହିଛି, ତେବେ ପ୍ରଥମେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଜାଣିନିଅନ୍ତୁ । ଚଳିତ ମାସରେ ଅନେକ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ ।…

ଜବତ ହେଲା ୩ କୋଟିର ବ୍ରାଉନସୁଗର: ଜଣେ ଗିରଫ, ୨ ଅଟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଶାସନ ପକ୍ଷରୁ ଯେତେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ମଧ୍ୟରେ ରାଜ୍ୟରେ ଧଳା ଜହରର କାରବାର ବଢ଼ିବାରେ ଲାଗିଛି । ଇତିମଧ୍ୟରେ ପୁରୀରୁ ୩ କୋଟି ଟଙ୍କା ମୂଲ୍ୟର ବ୍ରାଉନସୁଗର ଜବତ…

ବିଭିନ୍ନ ରାଜ୍ୟରେ ବଢ଼ିବ ଗ୍ରୀଷ୍ମର ପ୍ରକୋପ: ହିଟୱେଭ ଆଲର୍ଟ ଜାରି କଲା IMD

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମର ପ୍ରବଳ ପ୍ରକୋପ ଦେଖିବାକୁ ମିଳିଛି । ବିଶେଷ କରି ଉତ୍ତର ଭାରତରେ ଗରମର କହର ସୃଷ୍ଟି ହୋଇଛି । ରାଜଧାନୀ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ବୃଦ୍ଧି ହୋଇଥିବା ଜଣାପଡ଼ିଛି…

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିଥିବା ଆସନ ପାଇଁ ଉପନିର୍ବାଚନ ହେବ । ଉପନିର୍ବାଚନ ପାଇଁ ଆସନ୍ତା ୨୬ ତାରିଖରୁ ଜୁନ୍ ୨ ତାରିଖ…

ଆସନ୍ତା ୨୧ରେ ହେବ NEET PG 2022: ପରୀକ୍ଷା ଘୁଞ୍ଚାଇବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆସନ୍ତା ୨୧ ତାରିଖରେ ନିଟ-୨୦୨୨ ପିଜି ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାକୁ ସ୍ଥଗିତ କରିବାକୁ ଆଗତ କରାଯାଇଥିବା ୟାଚିକାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ପରୀକ୍ଷା ସ୍ଥଗିତ ହେବା ଫଳରେ ୨ ଲକ୍ଷରୁ…

ଆରମ୍ଭ ହେଲା ବିଜେପିର କୋର କମିଟି ବୈଠକ, ୨୦୨୪ ପାଇଁ ପ୍ରସ୍ତୁତ ହେବ ରୋଡ଼ମ୍ୟାପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ରାଜ୍ୟ ବିଜେପିର ଦୁଇଦିନିଆ କୋର କମିଟି ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ରାଜ୍ୟ ସଭାପତି ସମିର ମହାନ୍ତି, ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ସହ ଅନ୍ୟ ନେତାମାନେ ଉପସ୍ଥିତ…

‘ଅସାନୀ’ ଯାଉ ଯାଉ ପୁଣି ଆସୁଛି ଏକ ବାତ୍ୟା! ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ: IMD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା, ଏଇ ଦୁଇଟି ଅକ୍ଷର ଯେମିତି ଓଡ଼ିଶାବାସୀଙ୍କ ପାଇଁ ଏକ ଚିର ସହଚର ପାଲଟି ଗଲାଣି । ବାତ୍ୟା ‘ଅସାନୀ’କୁ ନେଇ ରାଜ୍ୟବାସୀ ଭୟଭୀତ ରହିଥିବା ବେଳେ ତାହା ସେତେଟା ପ୍ରଭାବ ପକାଇ ପାରି…

ଜଣଙ୍କୁ ଆତ୍ମହତ୍ୟା ପାଇଁ ସାହାଯ୍ୟ କରିବା ଏକ ଅପରାଧ ନୁହେଁ, ବିଶ୍ୱକୁ ଚକିତ କଲା ଭଳି ନିଷ୍ପତ୍ତି ଶୁଣାଇଲେ କୋର୍ଟ, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: କୁହାଯାଇ, ଆତ୍ମହତ୍ୟା କରିବା ଏକ ମହାପାପ । ସୁଇସାଇଡ୍ କରୁଥିବା ଲୋକଙ୍କୁ ଏ ସମାଜ ଦୁର୍ବଳମନା ବୋଲି ଗ୍ରହଣ କରିଥାଏ । ତେବେ ଜଣେ ବ୍ୟକ୍ତି ଏବେ ନିଜ ଇଚ୍ଛାକୁ ପାଥେୟ କରି ଆତ୍ମହତ୍ୟା କରିପାରିବ । ଜଣେ…