fbpx

ସତ୍ୟନାରାୟଣଙ୍କ ପ୍ରସାଦ ପାଲଟିଲା ବିଷ: ଝାଡ଼ା ଓ ବାନ୍ତିରେ ଆକ୍ରାନ୍ତ ହେଲେ ୩୦ରୁ ଅଧିକ ଲୋକ

ନୂଆଦିଲ୍ଲୀ: ଆମେମାନେ ଦୈନନ୍ଦିନ ଜୀବନରେ ସେବନକୁ କରୁଥିବା ଖାଦ୍ୟକୁ ନେଇ ଅଧିକ ସତର୍କ ରହିବା ଜରୁରୀ । ବିଭିନ୍ନ ଛକ, ବଜାରମାନଙ୍କରେ ଥିବା ଅନେକ ହୋଟଲରେ ବଳକା ଖାଦ୍ୟ, ଦୂଷିତ ତେଲରେ ମିଲ୍ସ ପ୍ରସ୍ତୁତ ହୋଇଥାଏ ।…

ରିଲେସନସିପ୍ ଏଣ୍ଡ କହିବାରୁ ହୋଇଗଲା ଲାଇଫ୍ ଏଣ୍ଡ: ପରକୀୟା ପ୍ରୀତି ନେଲା ମହିଳାଙ୍କ ଜୀବନ

ନୂଆଦିଲ୍ଲୀ: ଦିନକୁ ଆମ ସମାଜରେ ପ୍ରେମଜନିତ ହତ୍ୟାକାଣ୍ଡ ବଢ଼ିବାରେ ଲାଗିଛି । ଏପରି ଏକ ପରକୀୟା ପ୍ରୀତି ପାଇଁ ପ୍ରେମିକାଙ୍କୁ ଜଣେ ପ୍ରେମିକ ଛୁରାମାଡ଼ କରି ହତ୍ୟା କରିଛନ୍ତି । ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ…

ଖୋଲିଲା ଗୁମର: ପୂର୍ବ ଶତ୍ରୁତା କାରଣରୁ ହୋଇଥିଲା ପିଏମଜି ହତ୍ୟାକାଣ୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୦ ତାରିଖ ବିଳମ୍ବିତ ରାତ୍ରିରେ ରାଜଧାନୀ ଭୁବନେଶ୍ୱରର ପିଏମଜିରେ ଘଟିଥିବା ହତ୍ୟା ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି । ସନ୍ଦେହରେ ପୋଲିସ ଏମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ।…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୬ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

୨୦୧୪ରେ ପେଟ୍ରୋଲ ଲିଟର ୭୨ ଓ ଡିଜେଲ ଲିଟର ୫୫ ଟଙ୍କା ଥିଲା: ୨୦୨୨ରେ ପେଟ୍ରୋଲ ଲିଟର ୧୦୫ ଓ ଡିଜେଲ ଲିଟର ୯୬ ଟଙ୍କା

ନୂଆଦିଲ୍ଲୀ: ୨୦୦୯ରେ ଅମିର ଖାନଙ୍କ ଫିଲ୍ମ ଥ୍ରି ଇଡିଅଟସ୍ ପରଦାକୁ ଆସିଥିଲା । ଉକ୍ତ ଫିଲ୍ମରେ ଶରମନ ଯୋଶୀଙ୍କ ମାଆଙ୍କର ଏକ ଡାଇଲଗ୍ ଥିଲା- ‘ପନୀର ତୋ ଏକ ଦିନ ସୁନାର କୀ ଦୁକାନ ପର ଇତ୍ତି ସୀ ଥୈଲୀ ମେଁ ମିଲା କରେଗା’…

ରୁଷରୁ ତୈଳ ଆମଦାନୀ ପ୍ରସଙ୍ଗ: ନରମିଲା ଆମେରିକା, କଠୋର ହେଲା ଭାରତ

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଦ୍ୱିପାକ୍ଷିକ ମନ୍ତ୍ରୀସ୍ତରୀୟ ଆଲୋଚନା ପାଇଁ ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି । ରୁଷରୁ ତୈଳ ଆମଦାନୀ କରିବାକୁ ନେଇ କିଛିଦିନ ଧରି ଆମେରିକା ଭାରତକୁ ଏକ…

ମହାନଦୀ ନିଖୋଜ ଘଟଣା: ମିଳିଲା ଆଉ ଜଣେ ନାବାଳକଙ୍କ ମୃତଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାନଦୀରୁ ଉଦ୍ଧାର ହେଲା ଆଉ ଜଣେ ନାବାଳକଙ୍କ ମୃତଦେହ । ଉଦ୍ଧାର ହୋଇଥିବା ନାବାଳକଙ୍କ ନାମ ହେଉଛି ଏମ.ଡି ସାଦ୍ଦିକ । ଗୁରୁଦ୍ୱାର ନିକଟରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଗତ ୧୦ ତାରିଖ…

ଦେଶରେ ଖୋଲିବାକୁ ଯାଉଛି ନୂଆ ପ୍ରକାରର ବ୍ୟାଙ୍କ, ଏହା ୨୪ ଘଣ୍ଟା କାମ କରିବ ଓ ୭ ଦିନ ଖୋଲା ରହିବ: RBI

ନୂଆଦିଲ୍ଲୀ: ଆଗାମୀ ଦିନମାନଙ୍କରେ ବ୍ୟାଙ୍କିଂ ସେକ୍ଟରକୁ ନେଇ କେନ୍ଦ୍ର ସରକାର କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଜନ ଧନ ଆକାଉଣ୍ଟ ପରେ ଏବେ ୨୪ ଘଣ୍ଟିଆ ଓ ସାତ ଦିନିଆ ବ୍ୟାଙ୍କିଂ ସେବା ଲୋକଙ୍କ ନିକଟରେ…

ବଡ଼ଧରଣର ରୋପୱେ ଦୁର୍ଘଟଣାରେ ଦୁଇ ମୃତ: ଏକ ହଜାର ଫୁଟ ଉଚ୍ଚତାରେ ଝୁଲି ରହିଛନ୍ତି ୩୦ ଜଣ, ଚାଲିଛି ଯବାନ, ITBP ଓ NDRFର ରେସ୍କ୍ୟୁ ଅପରେସନ୍

ନୂଆଦିଲ୍ଲୀ: ବିପଦ କେତେବେଳେ ଆସିବ, ଦୁର୍ଘଟଣା କେତେବେଳେ ଘଟିବ ତାହା କେହି କହି ପାରିବେ ନାହିଁ । ଏକ ରୋପୱେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଅନ୍ୟ ୪୮ ଜଣ ଲୋକ ଘଣ୍ଟା ଘଣ୍ଟା ଧରି ଶୂନ୍ୟରେ ଝୁଲି…

କାହାକୁ ୫ ହଜାର ଟଙ୍କାର ଚାକିରି ମିଳୁନି ତ କାହା ଉପରେ ଟଙ୍କା ବର୍ଷା: IIIT-Lucknowର ଛାତ୍ରଙ୍କୁ ମିଳିଲା ୧.୨ କୋଟିର ପ୍ୟାକେଜ୍

ନୂଆଦିଲ୍ଲୀ: ଆଜିକାଲିର ଜମାନାରେ କାହାକୁ ୫ ହଜାର ଟଙ୍କାର ଚାକିରିଟିଏ ମିଳୁନାହିଁ ତ କାହା ମୁଣ୍ଡରେ କୋଟି କୋଟି ଟଙ୍କା ବର୍ଷା ହେଉଛି । ଅନେକ କମ୍ପାନୀରେ କର୍ମଚାରୀମାନେ ମାସ ମାସ ଧରି ଦରମା ବୃଦ୍ଧିକୁ ନେଇ ଚାତକ ଭଳି…