ATMରୁ ବାହାରିବ ସୁନା କଏନ୍! ଭାରତରେ ପ୍ରଥମ ଥର ଏକ କୋ-ଅପରେଟିଭ୍ ସୋସାଇଟି ସ୍ଥାପନ କଲା ଗୋଲ୍ଡ କଏନ୍ ଏଟିଏମ୍

ନୂଆଦିଲ୍ଲୀ: ଏଣିକି ଏଟିଏମରୁ ବାହାରିବ ସୁନା କଏନ୍ । ଭାରତରେ ପ୍ରଥମ ଥର ପାଇଁ ଏକ କୋ-ଅପରେଟିଭ୍ ସୋସାଇଟି ଗୋଲ୍ଡ କଏନ୍ ଏଟିଏମ ସ୍ଥାପନ କରିଛି । ଏହି ଏଟିଏମରୁ ଗ୍ରାହକମାନେ ୦.୫, ୧, ୨, ୫ ଓ ୧୦ ଗ୍ରାମ (୨୪…

ଦିଲ୍ଲୀରେ ହାଇ ଡ୍ରାମା: ଜଣେ ବିଧାୟକଙ୍କ ପାଦ ଧରିଲେ ଜଣେ ମନ୍ତ୍ରୀ, କାହିଁକି ଘଟିଲା ଏପରି….

ନୂଆଦିଲ୍ଲୀ: ଦିଲ୍ଲୀରେ ବସ୍ ମାର୍ଶାଲଙ୍କୁ ପୁନଃ ନିଯୁକ୍ତି ପ୍ରସଙ୍ଗରେ ହାଇ ଡ୍ରାମା ଦେଖିବାକୁ ମିଳିଛି । ସାର୍ବଜନିକ ପରିବହନ ବସ ସେବାରେ ମାର୍ଶଲ ଭାବେ ୧୦ ହଜାରରୁ ଅଧିକ ନାଗରିକ ସୁରକ୍ଷା ସ୍ୱୟଂସେବକଙ୍କୁ ଗତ ବର୍ଷ…

ଆଉ କେତେ ଲଜ୍ଜାର ଭାର ସହିବ କୋଲକତା! ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ନୂଆଦିଲ୍ଳୀ: କୋଲକତାର ଆର.ଜି କର ହସ୍ପିଟାଲରେ ଜଣେ ଟ୍ରେନିଂ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣା ଆଜି ମନରୁ ଲିଭି ନଥିବା ପୁଣି ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ପୁଣି ଥରେ କୋଲକତା ଲଜ୍ଜାରେ ମଥା ତଳକୁ…

Irani Cup 2024: ୨୭ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ପ୍ରଥମ ଥର ଇରାନୀ କପ୍ ଚାମ୍ପିୟନ ହେଲା ମୁମ୍ବାଇ

ନୂଆଦିଲ୍ଲୀ: ପାଖାପାଖି ୩ ଦଶନ୍ଧିର ଦୀର୍ଘ ପ୍ରତୀକ୍ଷା ପରେ ମୁମ୍ବାଇର ସ୍ୱପ୍ନ ପୂରଣ ହୋଇଛି । ଗତ ସିଜିନରେ ମୁମ୍ବାଇ ରଣଜୀ ଟ୍ରଫି ଚାମ୍ପିୟନ ହୋଇଥିବା ବେଳେ ଚଳିତ ଥର ଇରାନୀ କପ୍ ଜିତିଛି । ଅଜିଙ୍କ୍ୟ ରାହାଣେଙ୍କ…

ହେଲଥ ଇନସ୍ୟୁରାନ୍ସ କ୍ଲେମ୍ ରିଜେକ୍ଟ ହୁଏ କାହିଁକି: ଜାଣନ୍ତୁ ଏହା ପଛର ୧୦ଟି ବଡ଼ କାରଣ

ନୂଆଦିଲ୍ଲୀ: ଆପଣମାନେ ଯଦି ହେଲଥ ଇନସ୍ୟୁରାନ୍ସ କି ପଲିସୀ ନେବାକୁ ଯାଉଛନ୍ତି ତେବେ ତା’ ପୂର୍ବରୁ ଏଥିସହ ଜଡ଼ିତ କିଛି ଜରୁରୀ ଖବର ଜାଣିବା ନିହାତି ଆବଶ୍ୟକ । ଏନେଇ ଆପଣମାନେ ଯଦି ପୂର୍ବରୁ ସତର୍କ ନରହିବେ ତେବେ ଆଗାମୀ…

ଜନତାଙ୍କ ହିଁ ପ୍ରକୃତ କିଙ୍ଗ: ଆପଣମାନଙ୍କୁ କାହା ଶାସନ ଭଲ ଲାଗୁଛି, କାହା ଅମଳରେ ରାଜ୍ୟର ବିକାଶ ହେଉଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗଣତନ୍ତ୍ରରେ ଜନତା ହିଁ ପ୍ରକୃତ କିଙ୍ଗ । ଜନତା ଚାହିଁଲେ ଗୋଟିଏ ଦଳକୁ ଦୀର୍ଘ ବର୍ଷ ଧରି ଶାସନ ଗାଦିରେ ବସାଇବେ ଓ ଜନତା ଚାହିଁଲେ ଗୋଟିଏ ଦଳକୁ କ୍ଷଣିକ ମଧ୍ୟରେ କ୍ଷମତାଚ୍ୟୁତ କରିପାରିବେ…

ପ୍ରେମରେ କିଏ ବେଶି ଧୋକ୍କା ଦେଇଥାଏ ଆଉ କାହିଁକି: ଆପଣଙ୍କ ଉତ୍ତର ମିଛ…..

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ସମୟରେ ଅବିବାହିତ ଯୁବକ, ଯୁବତୀ ପ୍ରେମରେ ପଡ଼ୁଥିବା ଦେଖାଯାଉଛି । ତେବେ ପ୍ରେମ ଯେମିତି ବଢ଼ୁଛି ସେହି ଅନୁପାତରେ ବ୍ରେକଅପ୍ ମଧ୍ୟ ବଢ଼ିବାରେ ଲାଗିଛି । ଆଜି ପ୍ରେମ ଏକ ଟାଇମ୍…

କନଷ୍ଟେବଳ ନିଯୁକ୍ତି: ସର୍ବାଧିକ ବୟସସୀମା କୋହଳ ନେଇ ଆଶାୟୀଙ୍କୁ ଆଶ୍ୱସ୍ତି ଦେଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଅଧିନରେ ସମସ୍ତ ପୋଲିସ ବାଟାଲିୟମରେ କନଷ୍ଟେବଳ ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । କନଷ୍ଟେବଳ ନିଯୁକ୍ତି ପାଇଁ ସର୍ବାଧିକ ବୟସସୀମା କୋହଳ…

OCA ଘୋଷଣା କଲା ୧୭ ଜଣିଆ ଓଡ଼ିଶା ରଣଜୀ ଟିମ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ତରଫରୁ ୧୭ ଜଣିଆ ରଣଜୀ ଟିମ୍ ଘୋଷଣା କରାଯାଇଛି । ଗୋବିନ୍ଦ ପୋଦ୍ଦାରଙ୍କ ନେତୃତ୍ୱରେ ଏହି ଟିମ୍ ରଣଜୀ ଟ୍ରଫି ଖେଳିବ । ପ୍ରଥମ ଦୁଇଟି ମ୍ୟାଚ ପାଇଁ ଚୟନ…

Office Politics ସବୁବେଳେ ଖରାପ ନୁହେଁ! ଅନ୍ୟର ସମସ୍ୟା ବିଷୟରେ ସବୁବେଳେ ଭାବିବା ଆମର କାମ ନୁହେଁ….

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ କୌଣସି ସ୍ଥାନରେ ଏକାଧିକ ବ୍ୟକ୍ତିବିଶେଷ ପରସ୍ପର ସଂସ୍ପର୍ଶରେ ଆସିଲେ ଦିନେ ନା ଦିନେ ସେମାନଙ୍କ ମଧ୍ୟରେ ଛୋଟବଡ଼ ବିବାଦ ସୃଷ୍ଟି ହେବା ଅବଶ୍ୟମ୍ଭାବୀ । ତେବେ ଅନେକ ସମୟରେ…