ନଗର ଉନ୍ନୟନ ବିଭାଗ ଜାରି କଲା ବିଜ୍ଞପ୍ତି: ପଦୋନ୍ନତି ସହ ନୂଆ ସ୍ଥାନରେ ନିଯୁକ୍ତି ପାଇଲେ ୪୮ ଜଣ କନିଷ୍ଠ ଯନ୍ତ୍ରୀ (ସିଭିଲ)
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ଥିବା ୪୮ ଜଣ କନିଷ୍ଠ ଯନ୍ତ୍ରୀ (ସିଭିଲ) ସହକାରୀ ଯନ୍ତ୍ରୀ (ସିଭିଲ) ପଦକୁ ପଦୋନ୍ନତି ପାଇଛନ୍ତି । ପ୍ରମୋସନ କମିଟି ବିଭାଗର ସୁପାରିଶ ଆଧାରରେ ଏହି…