ବରର ଉଚ୍ଚତା ୩୬ ଇଞ୍ଚ, କନ୍ୟାର ଉଚ୍ଚତା ୩୪ ଇଞ୍ଚ: ବିନା ନିମନ୍ତ୍ରଣରେ ବିବାହ ମଣ୍ଡପରେ ରୁଣ୍ଡ ହେଲେ ହଜାର ହଜାର ଲୋକ

ନୂଆଦିଲ୍ଲୀ: ବାହାଘର ଉତ୍ସବମାନଙ୍କରେ ନିମନ୍ତ୍ରଣ ପାଇ ଅନେକ ଲୋକ ଯୋଗ ଦେଇଥାନ୍ତି । ମାତ୍ର ବିନା ନିମନ୍ତ୍ରଣରେ ହଜାର ହଜାର ଲୋକ ଯୋଗଦେବା ନିହାତି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ନିକଟରେ ମଧ୍ୟପ୍ରଦେଶର ଭାଗଲପୁରରେ ଏପରି…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ପାଇଲେ ଗୀତାଞ୍ଜଳି ଦାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ଗୀତାଞ୍ଜଳି ଦାସ ନିଯୁକ୍ତ ହୋଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୀତାଞ୍ଜଳୀଙ୍କୁ ଏହି ପଦରେ ନିଯୁକ୍ତ ଦେଇଛନ୍ତି ।…

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ପ୍ରଶାସନିକ ନିୟନ୍ତ୍ରଣ କାହା ପାଖରେ ରହିବ: ସୁପ୍ରିମକୋର୍ଟର ୫ ଜଣିଆ ଜଜଙ୍କ ସମ୍ବିଧାନ ପୀଠ କରିବ ନିଷ୍ପତ୍ତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୫ ଜଣିଆ ଜଜଙ୍କୁ ନେଇ ଗଠିତ ସମ୍ବିଧାନ ବେଞ୍ଚ ଦିଲ୍ଲୀର ଅଧିକାରୀଙ୍କର ଟ୍ରାନ୍ସଫର ଓ ପୋଷ୍ଟିଂ ମାମଲାର ବିଚାର କରିବେ । ଦିଲ୍ଲୀର ପ୍ରଶାସନିକ ସେବାକୁ କିଏ ନିୟନ୍ତ୍ରଣ କରିବ ତାହାର…

କୋଭିଡ୍-୧୯ କାରଣରୁ ସ୍ଥଗିତ ହେଲା Asian Games 2022

ନୂଆଦିଲ୍ଲୀ: ଚଳିତ ବର୍ଷର ଏସିଆନ୍ ଗେମ୍ସ ସ୍ଥଗିତ ହୋଇଛି । ଅଲିମ୍ପିକ୍ କାଉନସିଲ ଅଫ୍ ଏସିଆ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ୨୦୨୨ର ଏସିଆନ୍ ଗେମ୍ସ ଆସନ୍ତା ସେପ୍ଟେମ୍ବର ୧୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଚୀନର…

୪.୮ ଲକ୍ଷ ନୁହେଁ, କୋଭିଡରେ ୪୭ ଲକ୍ଷ ଭାରତୀୟ ମରିଛନ୍ତି: ରାହୁଲ

ନୂଆଦିଲ୍ଲୀ: କରୋନା ଭାରଇସ୍ ପ୍ରଭାବରେ ଭାରତରେ ମୋଟ ୪୭ ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି । ତେବେ ହୁ’ର ଏହି ମନ୍ତବ୍ୟ ପରେ ଭାରତ ସରକାରଙ୍କ ପକ୍ଷରୁ କଡ଼ା ବିରୋଧ…

ଦିଲ୍ଲୀ BJP ମୁଖପାତ୍ର ତେଜିନ୍ଦର ବଗା ଗିରଫ, ସିଏମ୍ କେଜ୍ରିୱାଲଙ୍କ ବିରୋଧରେ ମନ୍ତ୍ରବ୍ୟ ଦେବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଦିଲ୍ଲୀ ବିଜେପି ମୁଖପାତ୍ର ତେଜିନ୍ଦର ବଗାଙ୍କୁ ପଞ୍ଜାବ ପୋଲିସ ଗିରଫ କରିନେଇଛି । ତେଜିନ୍ଦରଙ୍କ ବିରୋଧରେ ସାଇବର ସେଲରେ ଅଭିଯୋଗ ଦାୟର ହୋଇଥିଲା । ଏହି ଘଟଣାକୁ ନେଇ ଏବେ ଦିଲ୍ଲୀ ରାଜନୀତି ସରଗରମ୍ ହୋଇ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୪ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ବିବାହ ପୂର୍ବରୁ ମଙ୍ଗେତରଙ୍କୁ ହାତକଡ଼ି ପିନ୍ଧାଇଲେ ଲେଡି SI, ଜାଣନ୍ତୁ କ’ଣ ରହିଥିଲା ମାମଲା

ନୂଆଦିଲ୍ଲୀ: ଆମ ଭାରତୀୟ ସମାଜରେ ବିବାହ ପରି ଏକ ପବିତ୍ର କାର୍ଯ୍ୟକୁ ନେଇ ଉଭୟ ବରପକ୍ଷ ଓ କନ୍ୟାପକ୍ଷ ଉତ୍ସୁକ ରହିଥାନ୍ତି । ତେବେ ଅନେକ କ୍ଷେତ୍ରରେ ଏହି ସାମାଜିକ ଉତ୍ସବ ପୂର୍ବରୁ ଓ ପରେ ନାନା ପ୍ରକାରର ଅଘଟଣ, ଠକାମି…

ବଢ଼ିବ ବିଧାୟକମାନଙ୍କର ମାସିକ ଦରମା, ଜାଣନ୍ତୁ କେଉଁ ରାଜ୍ୟରେ ମିଳିଲା ନୂଆ ପ୍ରସ୍ତାବକୁ ମଞ୍ଜୁରୀ

ନୂଆଦିଲ୍ଲୀ: ବିଧାୟକଙ୍କ ପାଇଁ ଏକ ଖୁସି ଖବର । ଖୁବଶୀଘ୍ର ବିଧାୟକମାନଙ୍କର ଦରମା ବୃଦ୍ଧି ହେବାକୁ ଯାଉଛି । କେନ୍ଦ୍ର ସରକାର ଦିଲ୍ଲୀର ବିଧାୟକଙ୍କ ଦରମା ବୃଦ୍ଧି ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । ବର୍ତ୍ତମାନ…

ପ୍ରାଥମିକ ଶିକ୍ଷକ ବଦଳି ପାଇଁ ଆରମ୍ଭ ହେଲା ପ୍ରକ୍ରିୟା: ମେ ୩୧ରୁ ଅନଲାଇନ୍ ଆବେଦନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷକଙ୍କ ବଦଳି ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଚଳିତ ମାସ ୩୧ ତାରିଖରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପୋର୍ଟାଲରେ…