ହରିୟାଣାରେ ଏଥର କିଏ ଗଢ଼ିବ ସରକାର: ଛୋଟ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ବଢ଼ାଇବେ ବିଜେପି ଓ କଂଗ୍ରେସର ଚିନ୍ତା

ନୂଆଦିଲ୍ଳୀ: ଅକ୍ଟୋବର ମାସ ୫ ତାରିଖରେ ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନର ମତଦାନ ଗ୍ରହଣ କରାଯିବ । ଏହାପରେ ୮ ତାରିଖରେ ଫଳାଫଳ ଘୋଷଣା କରାଯିବ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ କଂଗ୍ରେସ କଡ଼ା…

କେନ୍ଦ୍ର ସରକାରଙ୍କ ଘୋଷଣା: ମିଥୁନ ଚକ୍ରବର୍ତ୍ତୀ ପାଇବେ ଦାଦା ସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପାଇବେ ଦାଦା ସାହେବ ଫାଲକେ ପୁରସ୍କାର । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ବାବଦରେ ସୂଚନା ଦେଇଛନ୍ତି । ଭାରତୀୟ ସିନେମା…

ଦେଶରେ ପ୍ରଥମ: ମହାରାଷ୍ଟ୍ରରେ ଆରମ୍ଭ ହେଲା ନୂଆ ଟେମ୍ପଲ ମ୍ୟାନେଜମେଣ୍ଟ କୋର୍ସ, ଖୁବଶୀଘ୍ର ଅନ୍ୟ ରାଜ୍ୟରେ ଆରମ୍ଭ ହେବ

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଟେମ୍ପଲ ଡିପ୍ଲୋମା କୋର୍ସ । ଏହା ଏକ ପିଜି ଡିପ୍ଲୋମା କୋର୍ସ ହୋଇଥିବା ବେଳେ ଏହି କୋର୍ସରେ ମନ୍ଦିରର କାର୍ଯ୍ୟ ବିଷୟରେ ପାଠ ପଢ଼ାଯିବ । ଦେଶରେ ବିଭିନ୍ନ…

SDIPRO ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କଲା OPSC: ଆଜିଠାରୁ ଆବେଦନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମ୍ବାଦିକତା ଡିଗ୍ରୀଧାରୀ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଉପ-ବିଭାଗୀୟ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (ଏସଡିଆଇପିଆରଓ) ପଦ ପୂରଣ ନେଇ ଓଡ଼ିଶା ଲୋକସେବା ଆୟୋଗ…

WTC 2023-25: ୫ଟି ମ୍ୟାଚରେ ଜିତିଲେ ଫାଇନାଲ ଖେଳିବ ଟିମ୍ ଇଣ୍ଡିଆ, ସବୁ ଅଙ୍କ ବିଗାଡ଼ିଦେଲେ ବର୍ଷା ଓ ଶ୍ରୀଲଙ୍କା ଟିମ୍

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ ବର୍ତ୍ତମାନ ଟିମ୍ ଇଣ୍ଡିଆ ପ୍ରଥମ ସ୍ଥାନରେ ରହିଥିଲେ ହେଁ ତାହା ବିଗିଡ଼ିବାର…

ପଶ୍ଚିମବଙ୍ଗ ବିଧାନସଭାରେ ଆଗତ ହେଲା ‘Anti Rape Bill: ଦୋଷୀକୁ ୧୦ ଦିନ ଭିତରେ ଫାଶୀ ମିଳିବା ନେଇ ରହିଛି ବ୍ୟବସ୍ଥା

ନୂଆଦିଲ୍ଲୀ: କୋଲକତାର ଆର.ଜି କର ହସ୍ପିଟାଲରେ ଘଟିଥିବା ଟ୍ରେନିଂ ମହିଳା ଡାକ୍ତରଙ୍କ ହତ୍ୟା ଓ ଦୁଷ୍କର୍ମ ମାମଲାକୁ ନେଇ ଆଜି ବି ସାରା ଦେଶରେ ବିବାଦ ଥମିନାହିଁ । ଏହା ମଧ୍ୟରେ ଆଜି ପଶ୍ଚିମବଙ୍ଗ ବିଧାନସଭାରେ ‘ଆଣ୍ଟି…

ମେଡିକାଲ ଶିକ୍ଷାରେ ଲାଗୁ ହେବ ‘CBME କରିକୁଲମ୍’ ପାଠ୍ୟକ୍ରମ! MBBS ସିଲାବସ୍ ପରିବର୍ତ୍ତନ ନେଇ ଗାଇଡଲାଇନ୍ସ ଜାରି କଲା NMC

ନୂଆଦିଲ୍ଲୀ: ମେଡିକାଲ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଭାରତୀୟ ମେଡିକାଲ ଆୟୋଗ (ଏନଏମସି) ଏନେଇ ଏକ ବଡ଼ ପ୍ରସ୍ତୁତି କରୁଛି । ମେଡିକାଲ ଶିକ୍ଷାର ପ୍ୟାଟର୍ଣ୍ଣ…

NCTE ସ୍ପଷ୍ଟ କଲା: କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଯୋଗ୍ୟ ହେବେ ସ୍ୱତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ B.Ed କରିଥିବା ପ୍ରାର୍ଥୀ, ସମସ୍ତ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ ବି.ଏଡ୍ କରିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ସ୍ୱତନ୍ତ୍ର ଶିକ୍ଷାରେ ଦୁଇ ବର୍ଷିଆ ବି.ଏଡ୍ ଡିଗ୍ରୀଧାରୀ କନିଷ୍ଠ ଶିକ୍ଷକ ପାଇଁ…

ବଡ଼ ଅଘଟଣ: ବିଧାୟକଙ୍କ ସରକାରୀ ବାସଭବନରୁ ଲୁଟ୍, ଚୋର ନେଇଗଲା ଅନେକ ସମଗ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ଚୋରଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ବିଶେଷ କରି ଗତ କିଛି ବର୍ଷ ମଧ୍ୟରେ ଚୋରମାନେ ଆପାର୍ଟମେଣ୍ଟକୁ ଟାର୍ଗେଟ୍ କରୁଥିବା ଦେଖାଯାଉଛି । ଚାରି ଗ୍ୟାଙ୍ଗର…

(Video) ଓଡ଼ିଶା: ସମୁଦ୍ର ବେଳାଭୂମିରେ ଲାଗିଲା ଦୁଇଟି ଅଜଣା କଣ୍ଟେନର, ଲୋକମାନେ ବୋହି ନେଇଗଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରୁ ଆସିଛି ଏକ ବଡ଼ ଖବର । ରାଜନଗର ବ୍ଲକର ସାତଭାୟା ମା’ ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିର ନିକଟରେ ବଙ୍ଗୋପସାଗରରେ ବହୁ ସାମଗ୍ରୀ ବୋଝେଇ ହୋଇଥିବା ଦୁଇଟି ଅଜଣା…