କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟପାଳ ରଘୁବର ଦାସଙ୍କ ଅସ୍ତ୍ରୋପଚାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟପାଳ ରଘୁବର ଦାସଙ୍କୁ ନେଇ ଆସିଛି ଏକ ବଡ଼ ଖବର । ରାଜଧାନୀ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟପାଳ ଶ୍ରୀ ଦାସଙ୍କ ଅସ୍ତ୍ରୋପଚାର କରାଯାଇଛି । ରାଜ୍ୟପାଳଙ୍କ ଅର୍ଶ…

(Video) ହୋଟେଲରେ ପ୍ରବଳ ଭିଡ଼! ୩୦ ମିନିଟରେ ଶେଷ କରନ୍ତୁ ୬ ପ୍ଲେଟ୍ ଚିକେନ୍ ବିରିୟାନୀ, ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର

ନୂଆଦିଲ୍ଲୀ: ଗ୍ରାହକଙ୍କ ମନ ଜିଣିବା ପାଇଁ ଅନେକ ସମୟରେ କିଛି ରେଷ୍ଟୁରାଣ୍ଟ ଓ ହୋଟେଲମାନେ ଆକର୍ଷଣୀୟ ଅଫର ଘୋଷଣା କରିଥାନ୍ତି । ତେବେ ଏହା ମଧ୍ୟରେ ଏକ ହୋଟେଲରେ ଲୋକଙ୍କର ପ୍ରବଳ ଭିଡ଼ ଜମିବାରେ ଲାଗିଛି । ହୋଟେଲ…

OSSC ତରଫରୁ ଜରୁରୀ ସୂଚନା: ଯୁକ୍ତଦୁଇ ଧନ୍ଦାମୂଳକ (ମତ୍ସ୍ୟ) ଡିଗ୍ରୀ ଥିବା ପ୍ରାର୍ଥୀମାନେ ସିଧାସଳଖ JFTA ମୁଖ୍ୟ ପରୀକ୍ଷା ପାଇଁ ଯୋଗ୍ୟତା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ (ଜେଏଫଟିଏ) ପଦକୁ ନେଇ ଆସିଛି ଏକ ବଡ଼ ଖବର । ସିଏଚଏସଏଲ (ଯୁକ୍ତଦୁଇ) ନିଯୁକ୍ତି ପରୀକ୍ଷା ୨୦୨୪…

ଗିରଫ ହେଲେ AAP ବିଧାୟକ ଅମାନତୁଲ୍ଲା ଖାନ୍

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହେବାରେ ଲାଗିଛି ଆମ୍ ଆଦମୀ ପାର୍ଟି (ଆପ) । ଗୋଟିଏ ପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜେଲରେ ରହିଥିବା ବେଳେ ତାଙ୍କ ମାମଲା ହାଇକୋର୍ଟ, ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି…

ଜୁନିୟର ଗ୍ରେଡ ଟାଇପିଷ୍ଟ ପଦ ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ: ଓଡ଼ିଶା ହାଇକୋର୍ଟରେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ପୁଣି ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଜୁନିୟର ଗ୍ରେଡ ଟାଇପିଷ୍ଟ / ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ପଦ ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି ।…

ପ୍ୟାରିସ ପାରାଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତ: ଜାଭେଲିନ୍ ଥ୍ରୋ’ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଲେ ସୁମିତ ଅନ୍ତିଲ

ନୂଆଦିଲ୍ଲୀ: ପ୍ୟାରିସ୍ ପାରାଅଲିମ୍ପିକ୍ସରେ ଭାରତ ପୁଣି ଏକ ସ୍ୱର୍ଣ୍ଣ ଜିତିଛି । ଜାଭେଲିନ୍ ଥ୍ରୋ’ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ସୁମିତ ଅନ୍ତିଲ । ନିଜର ଦ୍ୱିତୀୟ ପ୍ରୟାସରେ ରେକର୍ଡ ଥ୍ରୋ କରି ସୁମିତ ଏହି…

ପଙ୍କରୁ ଫୁଟିଲା ପଦ୍ମ!: ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ ୨୦୨୪ରେ ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ପୁଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପାଇଁ ଆସିଛି ଏକ ଖୁସି ଖବର । ରାଜ୍ୟବାସୀଙ୍କ ପାଇଁ ସୁନାମ ଆଣିଛନ୍ତି ଜଣେ ଓଡ଼ିଆ ପୁଅ । କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ର ଲାଲୁ ପ୍ରସାଦ ଭୋଇ ୬୩ତମ ଜାତୀୟ ଓପନ ଆଥଲେଟିକ୍ସ…

(Video) ଏ କି ଦୃଶ୍ୟ! ଏଟିଏମ୍ ଭିତରେ ଶୋଇ ରହିଛି ଗାଈ, ସତେ ଯେମିତି ଗାଈ ଗୁହାଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ଆଖପାଖରେ ଅନେକ ସମୟରେ କିଛି ଅସାଧାରଣ ଘଟଣା ଘଟିଥାଏ । ବେଳେବେଳେ ପ୍ରଶାସନ ବା କୌଣସି ସଂସ୍ଥାର ଦାୟିତ୍ୱହୀନତା କାରଣରୁ କିଛି ଆଶ୍ଚର୍ଯ୍ୟଜନକ ଘଟଣା ମଧ୍ୟ ଦେଖିବାକୁ ମିଳିଥାଏ । ତେବେ…

ସେପ୍ଟେମ୍ବର ୨ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ଅର୍ଥାତ ସୋମବାର ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରି…

ସେପ୍ଟେମ୍ବର ୨ରେ ସମସ୍ତ ସ୍କୁଲ-କଲେଜ ବନ୍ଦ: ବର୍ଷା ପାଇଁ ବଡ଼ ନିଷ୍ପତ୍ତି ନେଲେ ୨ ରାଜ୍ୟ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୨ ତାରିଖ (ସୋମବାର) ଦିନ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବ । ପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ସୋମବାର ଦିନ ସମସ୍ତ ସ୍କୁଲ ଓ କଲେଜ ଛୁଟି…