Odisha High Courtରେ ବାହାରିଲା ଚାକିରି, ଗ୍ରାଜୁଏଟମାନେ ଶୀଘ୍ର କରନ୍ତୁ ଆବେଦନ
ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ହାଇକୋର୍ଟରେ ଜୁନିୟର ଷ୍ଟେନୋଗ୍ରାଫର ପଦବୀ ନିମନ୍ତେ ଅନେକ ପଦବୀ ବାହାରିଛି । ଚାକିରି କରିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀମାନେ ନୋଟିଫିକେସନକୁ ଭଲ…