‘ଆସୋଜ ଅମାବାସ୍ୟା’ ପାଇଁ ବଦଳିଲା ହରିୟାଣା ବିଧାନସଭା ନିର୍ବାଚନର ମତଦାନ ତାରିଖ: କ’ଣ ଏହି ପରମ୍ପରା, କାହିଁକି ଏଭଳି ନିଷ୍ପତ୍ତି ନେଲେ EC

ନୂଆଦିଲ୍ଲୀ: ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନର ମତଦାନ ଅକ୍ଟୋବର ୧ ତାରିଖ ବଦଳରେ ୫ରେ ହେବ । ମତଦାନ ତାରିଖ ବଦଳିବା ଫଳରେ ମତଗଣନା ତାରିଖ ମଧ୍ୟ ବଦଳିଛି । ହରିୟାଣା ଓ ଜମ୍ମୁ କଶ୍ମୀରରେ ଅକ୍ଟୋବର ୮ରେ…

ଲଞ୍ଚ ହେଲା ଦେଶର ପ୍ରଥମ ଆଣ୍ଡ୍ରଏଡ ବେସଡ୍ କ୍ୟାଶ୍ ରିସାଇକ୍ଲିଂ ମେଶିନ: ଗୋଟିଏ ମେଶିନରୁ ୧୦ରୁ ଅଧିକ ପ୍ରକାରର ସର୍ଭିସ୍ ପାଇବେ ଗ୍ରାହକ

ନୂଆଦିଲ୍ଲୀ: ଏଟିଏମ୍ ପରି ଏପରି ଏକ ମେଶିନ୍ ଖୁବଶୀଘ୍ର ଗ୍ରାହକଙ୍କ ପାଖକୁ ଆସୁଛି । ଏହି ମେଶିନ ମାର୍କେଟକୁ ଆସିଗଲା ପରେ ଗ୍ରାହକଙ୍କୁ ଆଉ ଏଣିକି ବ୍ୟାଙ୍କରେ ଲମ୍ବାଲାଇନ୍ ଲଗାଇବାକୁ ପଡ଼ିବ ନାହିଁ । କାରଣ ଏହି ମେଶିନ…

ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାର ନବୀକରଣ: ଅବଧିକୁ ୧ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର

ନୂଆଦିଲ୍ଲୀ: ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ନବୀକରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା ସ୍ୱାସ୍ଥ୍ୟବୀମା ଯୋଜନାର…

ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତକୁ ପଞ୍ଚମ ପଦକ: ମହିଳା ଶୁଟିଂରେ ପଦକ ଆଣିଲେ ରୁବିନା ଫ୍ରାନସିସ୍

ନୂଆଦିଲ୍ଲୀ: ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତ ଜିତିଛି ପଞ୍ଚମ ପଦକ । ମହିଳା ଶୁଟିଂରେ ଭାରତ ପାଇଁ ରୁବିନା ଫ୍ରାନସିସ୍ ଏହି ଗୌରବ ଆଣିଦେଇଛନ୍ତି । ମହିଳା ୧୦ ମିଟର ଏୟାର ପିସ୍ତଲ (ଏସଏଚ୧)ରେ ରୁବିନା ବ୍ରୋଞ୍ଜ…

ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ତାରିଖ ବଦଳିଲା: ଅକ୍ଟୋବର ୮ରେ ପ୍ରକାଶ ପାଇବ ରେଜଲ୍ଟ

ନୂଆଦିଲ୍ଲୀ: ୩ଟି ପର୍ଯ୍ୟାୟରେ ୯୦ ଆସନ ବିଶିଷ୍ଟ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ମତଦାନ ଗ୍ରହଣ କରାଯିବ । ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ମତଦାନ, ସେପ୍ଟେମ୍ବର ୨୫ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଓ ଅକ୍ଟୋବର…

ହରିୟାଣା ବିଧାନସଭା ମତଦାନ ତାରିଖ ବଦଳିଲା: ନୂଆ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ତାରିଖ ପରିବର୍ତ୍ତନ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ପୂର୍ବରୁ ଅକ୍ଟୋବର ୧ରେ ରାଜ୍ୟରେ ବିଧାନସଭା ନିର୍ବାଚନର ମତଦାନ ହେବା ନେଇ ସ୍ଥିରୀକୃତ ହୋଇଥିବା ବେଳେ ଏବେ…

ଆସୋସିଏଟ୍ ପ୍ରଫେସର ପଦ ପୂରଣ ପାଇଁ ବିଜ୍ଞପ୍ତି ଜାରି କଲା OPSC: ସରକାରୀ ଇଞ୍ଜିନିୟରିଂ କଲେଜରେ ପ୍ରାର୍ଥୀଙ୍କୁ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଆସୋସିଏଟ୍ ପ୍ରଫେସର ପଦ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ସେପ୍ଟେମ୍ବର ୪ରୁ…

(Video) ବିହାରରେ ଗିରିରାଜ ସିଂହଙ୍କ ଉପରେ ଆକ୍ରମଣ: ପୋଷ୍ଟ ଶେୟାର କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଉପରେ ହୋଇଛି ଆକ୍ରମଣ । ବିହାରର ବେଗୁସରାଇରେ ଗିରିରାଜଙ୍କ ଉପରକୁ ଜଣେ ଯୁବକ ଆକ୍ରମଣ ଉଦ୍ୟମ କରିଥିବା ଜଣାପଡ଼ିଛି । ଏନେଇ ଗିରିରାଜ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ…

CBSE ପରୀକ୍ଷା ପ୍ୟାଟର୍ଣ୍ଣରେ ବଡ଼ ପରିବର୍ତ୍ତନ! ଖୁବଶୀଘ୍ର ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ୨୦୨୪-୨୫ ପାଇଁ ଜାରି ହେବ ସାମ୍ପୂଲ ପେପର

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ପରୀକ୍ଷା ପ୍ୟାଟର୍ଣ୍ଣରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି । ଖୁବଶୀଘ୍ର ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ୨୦୨୪-୨୫ ପାଇଁ ସାମ୍ପୂଲ…

ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ ହେବା ଜରୁରୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତାରେ ରହିବା ପରେ ପ୍ରଥମ ଥର ବିଜେଡି କ୍ଷମତାଚ୍ୟୁତ ହୋଇଥିଲା ବିଜେପି । ଅନ୍ୟପକ୍ଷରେ ରାଜ୍ୟରେ ପ୍ରଥମ ଥର ବିଜେପି ଏକାକୀ ସରକାର ଗଠନ କରିଥିଲା ଓ…