ହରିୟାଣାରେ ଚାଞ୍ଚଲ୍ୟ! ଗୋ-ମାଂସ ସେବନ ସନ୍ଦେହରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ପିଟିପିଟି ହତ୍ୟା, ୫ ଜଣ ଗିରଫ

ନୂଆଦିଲ୍ଲୀ: ହରିୟାଣାରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ଗୋ-ମାଂସ (ବିଫ) ସେବନ ସନ୍ଦେହରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ପିଟିପିଟି ହତ୍ୟା କରିଛନ୍ତି ଗୋ-ସୁରକ୍ଷା ଗୋଷ୍ଠୀର କିଛି ବ୍ୟକ୍ତି । ଏହି ଘଟଣାରେ ପୋଲିସ ୫ ଜଣ…

ଗ୍ରାହକଙ୍କୁ ବଡ଼ ଉପହାର ଦେବ SBI: ନଭେମ୍ବରରେ ଲଞ୍ଚ ହେବ YONO 2.0, ଡିଜିଟାଲରେ ହାସଲ ହେବ ୯୦ ପ୍ରତିଶତ ଲୋନ୍!

ନୂଆଦିଲ୍ଲୀ: ସରକାରୀ କ୍ଷେତ୍ରରେ ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ତା’ର ଅଗଣିତ ଗ୍ରାହକଙ୍କୁ ଏକ ବଡ଼ ଉପହାର ଦେବା ପାଇଁ ଯୋଜନା କରୁଛି । ଏହାଦ୍ୱାରା ଗ୍ରାହକମାନେ ବିଶେଷ ଭାବେ ଉପକୃତ ହେବେ ।…

ସେପ୍ଟେମ୍ବର ୨, ୯ ଓ ୧୬ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେପ୍ଟେମ୍ବର ମାସରେ ୩ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ମାସରେ ୨, ୯ ଓ ୧୬…

୫ OAS ଅଧିକାରୀଙ୍କ ଟ୍ରାନ୍ସଫର: ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ୫ ଜଣ ଓଏଏସ ଅଧିକାରୀଙ୍କୁ ଟ୍ରାନ୍ସଫର କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ…

ସିଭିଲ ଇଞ୍ଜିନିୟରିଂ ଅଧ୍ୟାପକ ପଦର ଲିଖିତ ପରୀକ୍ଷାର ରେଜଲ୍ଟ ଘୋଷଣା କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସିଭିଲ ଇଞ୍ଜିନିୟରିଂ ଅଧ୍ୟାପକ ପଦର ଲିଖିତ ପରୀକ୍ଷାର ରେଜଲ୍ଟ ଘୋଷଣା କରିଛି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) । ଗତ ଜାନୁଆରୀ ମାସ ୨୧ ଓ ୨୮ ତାରିଖରେ ଏନେଇ ପରୀକ୍ଷା ଅନୁଷ୍ଠିତ ହୋଇଥିବା…

ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଲାଗି ରହିବ ବର୍ଷା! ପାଣିପାଗ ବିଜ୍ଞାନୀଙ୍କ ରିପୋର୍ଟ ବଢ଼ାଇଲା ଚାଷୀଙ୍କ ଚିନ୍ତା, ନଷ୍ଟ ହେବ ଅନେକ ଫସଲ

ନୂଆଦିଲ୍ଲୀ: ଚଳିତ ଅଗଷ୍ଟ ମାସରେ ବର୍ଷା ଲାଗି ରହିବା ଫଳରେ ଚାଷୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଏତିକିରେ ଚାଷୀଭାଇଙ୍କର ଦୁଃଖ ସରିନାହିଁ । ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ମଧ୍ୟ ଏହି…

୭୫ ଜଣ ନୂଆ ନେତାଙ୍କୁ ଦାୟିତ୍ୱ ଦେଲା କଂଗ୍ରେସ: ଓଡ଼ିଶା ସମେତ ୨୫ଟି ରାଜ୍ୟରେ ସମ୍ପାଦକ ଓ ଯୁଗ୍ମ ସମ୍ପାଦକଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସମେତ ଦେଶର ୨୫ଟି ରାଜ୍ୟ ପାଇଁ କଂଗ୍ରେସ ଅନେକ ନୂଆ ନେତାଙ୍କୁ ଦାୟିତ୍ୱ ଦେଇଛି । କଂଗ୍ରେସ ସଂଗଠନରେ ସମ୍ପାଦକ ଓ ଯୁଗ୍ମ ସମ୍ପାଦକଙ୍କୁ ଦାୟିତ୍ୱ ମିଳିଛି । କଂଗ୍ରେସ ଅଧ୍ୟକ୍ଷ…

ମହାରାଷ୍ଟ୍ର: କଂଗ୍ରେସରୁ ବହିଷ୍କୃତ ହେଲେ ଦୁଇଜଣ ବିଧାୟକ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରୁ ଆସିଛି ଦୁଇଟି ବଡ଼ ଖବର । ବାନ୍ଦ୍ରା ବିଧାୟକ ଜିଶାନ ସିଦ୍ଦିକୀ ଓ ନନ୍ଦେଦ ବିଧାୟକ ଜିତେଶ ଅନ୍ତାପୁରକରଙ୍କୁ କଂଗ୍ରେସ ବହିଷ୍କୃତ କରିଛି । ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନ…

ପରିଚାଳନା କମିଟି ବୈଠକରେ ବଡ଼ ନିଷ୍ପତ୍ତି: ଶ୍ରୀମନ୍ଦିର ପକ୍ଷରୁ ଆରମ୍ଭ ହେବ ନିଜସ୍ୱ FM ଚ୍ୟାନେଲ, ମହାପ୍ରଭୁଙ୍କ ଜମି ରେକର୍ଡର ଡିଜିଟାଇଜେସନ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏକ ବଡ଼ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ପକ୍ଷରୁ ନିଜସ୍ୱ ଏଫଏମ ରେଡିଓ ଚ୍ୟାନେଲ ଆରମ୍ଭ ହେବ । ଏ ବାବଦରେ ବିସ୍ତୃତ ଆଲୋଚନା ପରେ ପଦକ୍ଷେପ ଗ୍ରହଣ…

୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ରୌପ୍ୟ ଜିତିଲେ ମନୀଷ ନରୱାଲ: ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୪ରେ ପହଞ୍ଚିଲା

ନୂଆଦିଲ୍ଲୀ: ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତକୁ ମିଳିଛି ପୁଣି ଏକ ବଡ଼ ସଫଳତା । ଭାରତ ଜିତିଛି ଚତୁର୍ଥ ପଦକ । ପୂର୍ବରୁ ଭାରତ ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂରେ ଦୁଇଟି ପଦକ ଜିତିଥିବା ବେଳେ ୧୦୦ ମିଟର ଟି୩୫…