ବିଶ୍ୱରେ ଏକଘରିକିଆ ହୋଇଯିବ ରୁଷ, ଏହି ୮ଟି ଘାତକ ବ୍ରହ୍ମାସ୍ତ୍ରରେ ଆଗାମୀ ଦିନରେ ଛଟପଟ ହେବେ ପୁଟିନ୍

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ନଜର ବର୍ତ୍ତମାନ ରୁଷିଆ-ୟୁକ୍ରେନ ଉପରେ ରହିଥିବା ବେଳେ ମୁଖ୍ୟ ଟାର୍ଗେଟରେ ରହିଛି ରୁଷ୍ । ଇତିମଧ୍ୟର ବିଭିନ୍ନ ରାଷ୍ଟ୍ର ରୁଷର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଏକଛତ୍ରବାଦ, ଜିଦଖୋର…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୪୩ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

ବିପଦରେ ୨୦ ଓଡ଼ିଆ ଡାକ୍ତରୀ ଛାତ୍ରଙ୍କ ଜୀବନ: ଖାଇବାକୁ ମିଳୁନି କି ଯୋଗାଯୋଗ ସମ୍ଭବ ହେଉନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରୁଷିଆ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ କାରଣରୁ ଗତକାଲି ଜଣେ ଭାରତୀୟ ଛାତ୍ର ମୃତ୍ୟୁବରଣ କରିଥିଲେ । ଖାରକିଭ ନ୍ୟାସନାଲ ମେଡିକାଲ ୟୁନିଭରସିଟିରେ ପାଠ ପଢ଼ୁଥିବା ନବୀନ ଶେଖାରପ୍ପା…

ମୋ ପୁଅ ୯୭ ପ୍ରତିଶତ ମାର୍କ ରଖିଥିଲା, ତଥାପି ମେଡିକାଲରେ ସିଟ୍ ମିଳିନଥିଲା: ନବୀନଙ୍କ ପିତା

ନୂଆଦିଲ୍ଲୀ: ୟୁକ୍ରେନକୁ ମେଡିକାଲ ପାଠ ପଢ଼ିବାକୁ ଯାଇ ମୃତ୍ୟୁବରଣ କରିଥିବା ୨୧ ବର୍ଷୀୟ ଛାତ୍ର ନବୀନ ଶେଖାରପ୍ପା ଜ୍ଞାନଗୌଡରଙ୍କୁ ଝୁରୁଛନ୍ତି ତାଙ୍କର ପିତାମାତା । ୟୁକ୍ରେନ-ରୁଷିଆ ମଧ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇରେ…

IPLକୁ ଏଣ୍ଟ୍ରି ମାରିବେ କି ରୈନା, ଏହି ଫ୍ରାଞ୍ଚାଇଜରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ: ଚଳିତ ଆଇପିଏଲ ପାଇଁ ଖେଳାଳିଙ୍କ ନିଲାମୀ ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ଅନେକ ଖେଳାଳିଙ୍କୁ କୌଣସି ଫ୍ରାଞ୍ଚାଇଜ୍ କିଣିବାକୁ ମନ ବଳାଇନଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଅନସୋଲ୍ଡର ହେଉଛନ୍ତି ସୁରେଶ…

ପରମାଣୁ ଆଟାକ୍ ଆଉ ବିଳମ୍ବ ନୁହେଁ: ସୁରକ୍ଷା ପାଇଁ ନିଜ ପରିବାର ବର୍ଗଙ୍କୁ ଅଣ୍ଡରଗ୍ରାଉଣ୍ଡ କଲେ ପୁଟିନ୍

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି । ବିଭିନ୍ନ ବିଭିନ୍ନ ରାଷ୍ଟ୍ରଙ୍କ ତାଗିଦ ପରେ ମଧ୍ୟ ରୁଷିଆ ୟୁକ୍ରେନ ଉପରେ ହମଲା ଜାରି ରଖିଛି । ତେବେ ଏହା ମଧ୍ୟରେ ରୁଷ…

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ଇତିମଧ୍ୟରେ ଏକ ଦୁଃଖଦ ଖବର ଆସିଛି । ୟୁକ୍ରେନର ଖାରକିଭରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବୋମାମାଡ଼ ଯୋଗୁଁ ଉକ୍ତ ଛାତ୍ରଙ୍କ…

ରକ୍ତମୁଖା ‘Wagner Group’ କରିବେ ଜେଲେନସ୍କିଙ୍କୁ ହତ୍ୟା: ୟୁକ୍ରେନରେ ପୁଟିନ ବିଛାଇଛନ୍ତି ମରଣର ଜାଲ

ନୂଆଦିଲ୍ଲୀ: ଷଷ୍ଠ ଦିନରେ ପହଞ୍ଚିଛି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ । ଦୁଇ ଦେଶର ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଗତକାଲି ଆଲୋଚନା ହୋଇଥିଲେ ହେଁ ସମାଧାନର କୌଣସି ସୂତ୍ର ବାହାରି ପାରିନଥିଲା ।…

OSLକୁ ଶ୍ରେଷ୍ଠ ଲଜିଷ୍ଟିକ୍ କମ୍ପାନୀ ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଷ୍ଟିଭେଡର୍‌ସ ଲିମିଟେଡ୍ (ଓଏସ୍‌ଏଲ୍‌)କୁ ‘ଇଷ୍ଟ କୋଷ୍ଟ ମାରିଟାଇମ୍ ଫୋରମ୍‌-୨୦୨୨’ର ସପ୍ତମ ସଂସ୍କରଣରେ ବିବିଧ ଲଜିଷ୍ଟିକ୍ କାର୍ଯ୍ୟଧାରାରେ ସଫଳତା ପାଇଁ ‘ବର୍ଷର ଶ୍ରେଷ୍ଠ…

ଆଜି ରାଜ୍ୟରୁ ୮ଟି ମୁଣ୍ଡ ନେଲା କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍…