fbpx

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୨୪ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୨୪ ହଜାର ୯୭୨ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୧୧ ଲକ୍ଷ ୭୫…

ସମସ୍ତ ପେନସନଧାରୀଙ୍କ ପାଇଁ ଖୁସି ଖବର, ଏଣିକି ହ୍ୱାଟସଆପ୍, ଏସଏମଏସ୍ ଓ ଇ-ମେଲରେ ପାଇପାରିବେ ସମସ୍ତ ଅପଡେଟ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । କର୍ମଚାରୀମାନେ ଆଉ ବାରମ୍ବାର ବ୍ୟାଙ୍କକୁ ଯିବା ଦରକାର ନାହିଁ । ଏଣିକି ନିଜ ଆକାଉଣ୍ଟର ସମସ୍ତ ବିବରଣୀ…

ସୁପ୍ରିମକୋର୍ଟର ଅଡିଟ୍ ରିପୋର୍ଟରେ ଧରାପଡ଼ିଲା କେଜ୍ରିୱାଲଙ୍କ ମିଛ, ମାଗିଥିଲେ ୪ ଗୁଣ ଅଧିକ ଅକ୍ସିଜେନ୍

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରରେ ଦେଶର ବିଭିନ୍ନ ରାଜ୍ୟ ସମେତ ଦିଲ୍ଲୀରେ ମଧ୍ୟ ଅକ୍ସିଜେନର ଅଭାବ ଦେଖାଦେଇଥିଲା । ଦିଲ୍ଲୀରେ ଅକ୍ସିଜେନ ସଙ୍କଟକୁ ନେଇ ସୁପ୍ରିମକୋର୍ଟର ଅଡିଟ୍ ପ୍ୟାନେଲର ରିପୋର୍ଟରେ ଏକ…

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କର ମୃତ୍ୟୁ ପାଇଁ ଦାୟୀ କିଏ ଥିଲା, ଆସନ୍ତୁ ଜାଣିବା ସେ ରହସ୍ୟ ବିଷୟରେ

ସ୍ୱାଧୀନ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ଲାଲବାହାଦୁର ଶାସ୍ତ୍ରୀ । ସେ ୧୯୬୪ ମସିହା ଜୁନ ୯ ତାରିଖରୁ ୧୯୬୬ ମସିହା ଜାନୁଆରୀ ୧୧ ତାରିଖ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ । ସେ…

ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ହେବ କୋଭିଡ୍ କେୟାର ସେଣ୍ଟର, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ପ୍ରାୟ ୧୦ ବର୍ଷର ପୁରୁଣା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ହେବ କୋଭିଡ୍ କେୟାର ସେଣ୍ଟର । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଏହି ଘୋଷଣା କରିଛନ୍ତି । କରୋନାର ତୃତୀୟ ଲହର ନିମନ୍ତେ…

ଦେଶରେ କମୁଛି କରୋନା ସଂକ୍ରମଣ: ଆଜି ୧୩୨୯ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…

ରାଜ୍ୟରେ ଅସହ୍ୟ ହେଉଛି କରୋନା ମୃତ୍ୟୁ: ଆଜି ୪୦ ଜଣଙ୍କ ପ୍ରାଣହାନୀ, ଖୋର୍ଦ୍ଧାରୁ ୯

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…

ପନ୍ତଙ୍କ ଉପରେ ବର୍ଷିଲେ ଗାଭାସ୍କର, WTC ଫାଇନାଲରେ ଭାରତର ଲଜ୍ଜାଜନକ ପରାଜୟକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ନ୍ୟୁଜିଲାଣ୍ଡ ନିକଟରୁ ଭାରତର ପରାଜୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଲିଟିଲ ମାଷ୍ଟର ସୁନିଲ ଗାଭାସ୍କର । ମ୍ୟାଚ ହାରିବା ପରେ ଗାଭାସ୍କର ୱିକେଟରକ୍ଷକ ରିଷଭ ପନ୍ଥଙ୍କୁ…

ଆୟତକୁ ଆସିଲା କରୋନା: ରାଜ୍ୟରେ ତିନି ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଲକଡାଉନ୍, ସଟଡାଉନ୍ ଓ କର୍ଫ୍ୟୁ ଆଦି କଟକଣା ସହ ଜନସାଧାରଣଙ୍କ କୋଭିଡ୍ ସଚେତନତା ଯୋଗୁଁ କରୋନା ନିମ୍ନମୁଖୀ ହେବାରେ…

IAS ଅଧିକାରୀ ସ୍ତରରେ ଅଦଳବଦଳ

ନୂଆଦିଲ୍ଲୀ: ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ହିମାଚଳ ପ୍ରଦେଶ ସରକାର ୪୩ ଜଣ ଆଇଏଏସ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି । ଏହି ଅଧିକାରୀଙ୍କ ମଧ୍ୟରେ ୩ ଜଣ…