ଏସୀୟ ଚାମ୍ପିୟନ୍ସ ଟ୍ରଫି ହକି: ଘୋଷଣା ହେଲା ୧୮ ଜଣିଆ ଭାରତୀୟ ଟିମ୍, ସ୍ଥାନ ପାଇଲେ ଓଡ଼ିଆ ପୁଅ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏସୀୟ ଚାମ୍ପିୟନ୍ସ ଟ୍ରଫି ହକି ପାଇର୍ ଭାରତୀୟ ଦଳ ଘୋଷଣା କରାଯାଇଛି । ୧୮ ଜଣିଆ ଖେଳାଳିଙ୍କ ମଧ୍ୟରେ ଏକମାତ୍ର ଓଡ଼ିଆ ଭାବେ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି । ସେପ୍ଟେମ୍ବର ୮ରୁ ୧୭ ତାରିଖ…