ବିଶ୍ୱର ଦୁଇ ମହାଶକ୍ତିଙ୍କ ମଧ୍ୟରେ ହେବ ଟକ୍କର: ଭାରତ ପାଇଁ ଏହି ଯୁଦ୍ଧ ହେବ ଅଗ୍ନିପରୀକ୍ଷା
ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱର ନଜର ରୁଷ ଉପରେ ରହିଛି । ୟୁକ୍ରେନକୁ ରୁଷ ଘେରିବା ସହ ସୀମାରେ ସୈନ୍ୟ ଓ ଯୁଦ୍ଧାସ୍ତ୍ର ଠୁଳ କରି ସମରାଭ୍ୟାସ ଜାରି ରଖିଛି । ତେବେ ଏଭଳି ସ୍ଥିତିରେ ରୁଷ୍ ଯଦି ଆକ୍ରମଣ କରେ,…