ଭାରତ ଖୁସିରେ-ପାକିସ୍ତାନ ଦୁଃଖରେ! ଜୟ ଶାହ ICCର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ପାକିସ୍ତାନର ଚିନ୍ତା କାହିଁକି ବଢ଼ୁଛି?

ନୂଆଦିଲ୍ଲୀ: କ୍ରିକେଟ ମଇଦାନରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଲଢ଼େଇ ବେଶ୍ ମୁକାବିଲା ହୋଇଥାଏ । ବିଗତ କିଛି ବର୍ଷ ଧରି ଏହି ଦୁଇ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍…

ଜାହିର ଖାନଙ୍କୁ ମିଳିଲା ବଡ଼ ବଡ଼ ଦାୟିତ୍ୱ: ଗୌତମ ଗମ୍ଭୀରଙ୍କ ସ୍ଥାନ ନେଲେ ପୂର୍ବତନ ଭାରତୀୟ ପେସର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ପେସର ଜାହିର ଖାନଙ୍କୁ ମିଳିଛି । ଏକ ବଡ଼ ଦାୟିିତ୍ୱ । ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ ପୂର୍ବରୁ ଜାହିରଙ୍କୁ ମିଳିଛି ଏକ ବଡ଼ ଦାୟିତ୍ୱ । ଜାହିର ବିଗତ…

ମୁଖ୍ୟ ଲିଖିତ ପରୀକ୍ଷା ପାଇଁ OSSC ଜାରି କଲା ଡିଟେଲ୍ସ ପ୍ରୋଗ୍ରାମ: ସେପ୍ଟେମ୍ବର ୧୩ ଓ ୧୪ରେ ହେବ ୩ଟି ପଦ ପାଇଁ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ମିଳିତ ଉଚ୍ଚ ମାଧ୍ୟମିକ (ଯୁକ୍ତଦୁଇ) ସ୍ତରୀୟ ବା ସମକକ୍ଷ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ମାସ ୧୩ ଓ ୧୪…

Mpox ଟେଷ୍ଟ ରିପୋର୍ଟ ୪୦ ମିନିଟରେ ମିଳିଯିବ: ଭାରତ ପ୍ରସ୍ତୁତ କଲା ପ୍ରଥମ ସ୍ୱଦେଶୀ RT-PCR କିଟ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଶ୍ୱର ବିଭିନ୍ନ ଦେଶରେ ଏମପକ୍ସ ମାମଲା ବଢ଼ି ଚାଲିଥିବା ବେଳେ ତାହାକୁ ନେଇ ବିଶ୍ୱବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ ଏହି ସଂକ୍ରମଣ ବୃଦ୍ଧି ଭିତରେ ଭାରତ ଏ କ୍ଷେତ୍ରରେ ଏକ ବଡ଼…

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି: ଦେଶରେ ନିର୍ମାଣ ହେବ ୧୨ଟି ‘ଶିଳ୍ପ ସ୍ମାର୍ଟ ସହର’, ୧୦ ଲକ୍ଷଙ୍କୁ ମିଳିବ ନିଯୁକ୍ତି

ନୂଆଦିଲ୍ଲୀ: ଦେଶରେ ନିର୍ମାଣ ହେବ ୧୨ଟି ‘ଶିଳ୍ପ ସ୍ମାର୍ଟ ସହର’ । ଏହାଦ୍ୱାରା ଦେଶଷର ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଏହି ବୃହତ୍ ଯୋଜନାରେ କେନ୍ଦ୍ର ସରକାର ୧.୫୨ ଲକ୍ଷ କୋଟି ଟଙ୍କା ନିବେଶ କରିବାର…

ରାଜ୍ୟସଭାରେ ଶକ୍ତିଶାଳୀ ହେଲା ବିଜେପି: ମୋଟ ଆସନ ସଂଖ୍ୟା ୯୬ରେ ପହଞ୍ଚିଲା, ଉପନିର୍ବାଚନରେ କିଏ କେଉଁ ରାଜ୍ୟରୁ ଜିତିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟସଭାର ସମସ୍ତ ୧୨ଟି ଆସନରେ ପ୍ରାର୍ଥୀମାନେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତେବେ ଉପନିର୍ବାଚନରେ ନିଦ୍ୱର୍ନ୍ଦ୍ୱରେ ଜିତିଥିବା ପ୍ରାର୍ଥୀଙ୍କ ମଧ୍ୟରେ ବିଜେପିର ୯ ଜଣ,…

ଜୟ ଶାହ ICC ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ଭାରତକୁ ମିଳିବ ଅନେକ ଫାଇଦା: ବିସ୍ତୃତ ବିବରଣୀ ଦେଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଆରମ୍ଭ ହେବାକୁ ଯାଉଛି ବିଶ୍ୱ କ୍ରିକେଟରେ ଭାରତର ଦବଦବା । ପୂର୍ବରୁ ବିଶ୍ୱ କ୍ରିକେଟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇର) ପ୍ରଭାବ ରହିଥିବା ବେଳେ ଜୟ ଶାହ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ…

ଘଟଣା ବଡ଼ ଅଜବ! ହେଲମେଟ୍ ପିନ୍ଧି ନଥିବାରୁ ଫାଇନ୍ ଗଣିଲେ କାର୍ ଚାଳକ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ସରକାରୀ କର୍ମଚାରୀଙ୍କ ସାମାନ୍ୟ ଭୁଲ୍ ପାଇଁ ସାରା ରାଜ୍ୟ ସମାଲୋଚନାର ଶିକାର ହୋଇଥାଏ । ଏପରିକି ଅନେକ ସମୟରେ କିଛି ଲୋକ ଭୁଲ୍ ନକରି ମଧ୍ୟ ଦଣ୍ଡ ପାଇଥିବାର ଉଦାହରଣ ଦେଖିବାକୁ ମିଳିଛି ।…

ପଶ୍ଚିମବଙ୍ଗ ‘ନବାନ୍ନା’ ବିକ୍ଷୋଭ: ୧୫ ପୋଲିସ ଆହତ, ୧୨୬ ଜଣ ଗିରଫ

ନୂଆଦିଲ୍ଳୀ: ମହିଳା ଟ୍ରେନିଂ ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବିବାଦ ଥମିନଥିବା ବେଳେ ଏହା ମଧ୍ୟରେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ଆଉ ଏକ ବଡ଼ ଅଘଟଣ । ରାଜ୍ୟରେ ‘ନବାନ୍ନ’ ବିକ୍ଷୋଭରେ ବର୍ତ୍ତମାନ…

NCERT ଆଣିଲା ନୂଆ ନିୟମ! ଦ୍ୱାଦଶ ବୋର୍ଡ ରେଜଲ୍ଟରେ ଅନ୍ତର୍ଭୁକ୍ତ ହେବ ନବମ, ଦଶମ ଓ ଏକାଦଶ ଶ୍ରେଣୀର ମାର୍କ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏନସିଇଆରଟି) ପକ୍ଷରୁ ଆସିଛି ଏକ ବଡ଼ ଅପଡେଟ୍ । ଦ୍ୱାଦଶ ବୋର୍ଡ ଫଳାଫଳରେ ନବମ, ଦଶମ ଓ ଏକାଦଶ ଶ୍ରେଣୀର ମାର୍କକୁ ଅନ୍ତର୍ଭୁକ୍ତ କରାଯିବ । ଦ୍ୱାଦଶ ବୋର୍ଡ…