କାହିଁକି ଜର୍ଜିନାଙ୍କୁ ବିବାହ କରିବେ ଷ୍ଟାର ଫୁଟବଲର ରୋନାଲ୍ଡୋ, ପୂର୍ବରୁ 15 ଗର୍ଲଫ୍ରେଣ୍ଡଙ୍କ ସହ ରଖି ସାରିଛନ୍ତି ପ୍ରେମ ସମ୍ପର୍କ…
ଓଡିଶା ଭାସ୍କର: କ୍ରୀଡ଼ାର କିମ୍ୱଦନ୍ତୀ ସେ । ଫୁଟବଲ ଜଗତର ସେ ବାଦଶାହ । ନାଁ ଖ୍ରୀଷ୍ଟିଆନ ରୋନାଲ୍ଡୋ । ସାରା ବିଶ୍ୱରେ ତାଙ୍କର ରହିଛନ୍ତି କୋଟି କୋଟି ପ୍ରଶଂସକ । ସୋସିଆଲ ମିଡିଆଠୁ ଆରମ୍ଭ କରି ସାଧାରଣ ଗାଁର…