ସତ୍ୟପାଲ ମଲିକଙ୍କ ଘରେ ପହଞ୍ଚିଲେ ସିବିଆଇ; ରିଲାଏନ୍ସ ଇନସୁରାନ୍ସ ଦୁର୍ନୀତି ମାମଲାରେ କରିବେ ପଚରାଉଚୁରା

ନୂଆଦିଲ୍ଲୀ: ରିଲାଏନ୍ସ ଇନସୁରାନ୍ସ ଦୁର୍ନୀତି ମାମଲାରେ ପଚରାଉଚୁରା କରିବା ପାଇଁ ସତ୍ୟପାଲ ମଲିକଙ୍କ ଘରେ ପହଞ୍ଚିଲେ ସିବିଆଇ। ବୀମା ଜାଲିଆତିରେ ପୂର୍ବତନ ଜାମ୍ମୁ କାଶ୍ମୀରର ରାଜ୍ୟପାଳ ସତ୍ୟ ପାଲ ମଲିକଙ୍କୁ ଏହି…

ଆପଣ ମଧ୍ୟ ଗାଡ଼ିରେ ଷ୍ଟିକର ଲଗାଉଛନ୍ତି କି, ଜାଣନ୍ତୁ ଏଭଳି କରିବା ଆପଣଙ୍କ ପାଇଁ ପଡିପାରେ କେତେ ମହଙ୍ଗା; ଦେବାକୁ ପଡିପାରେ …

ନୂଆଦିଲ୍ଲୀ:ଲକ୍ଷ ଲକ୍ଷ ଲୋକ ସେମାନଙ୍କ ଗାଡିରେ ଷ୍ଟିକର ବ୍ୟବହାର କରୁଥିବା ଆମେ ଦେଖିଛନ୍ତି। ଆମ ଚାରିପାଖରେ ଡାକ୍ତର, ପୋଲିସ୍ କିମ୍ବା ଆଡଭୋକେଟ୍ ହୁଅନ୍ତୁ କିମ୍ବା ସାମ୍ବାଦିକ ସମସ୍ତେ ଷ୍ଟିକର ବ୍ୟବହାର କରନ୍ତି ।…

ଭୁଲରେ ମଧ୍ୟ ଏହିସବୁ ଖାଦ୍ୟ ସାମଗ୍ରୀକୁ ଫ୍ରିଜରେ ରଖନ୍ତୁ ନାହିଁ …ନଚେତ ଶରୀର ଦେଖା ଦେବ ଅନେକ ସମସ୍ୟା

ନୂଆଦିଲ୍ଲୀ: ଆଜିର ସମୟରେ , ଫ୍ରିଜ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି। ପ୍ରାୟତଃ ଆମେ ଫ୍ରିଜରେ ଖାଦ୍ୟ ସାମଗ୍ରୀ ଗଚ୍ଛିତ କରିଥାଉ । ଫଳ, ପନିପରିବା, ଚକୋଲେଟ୍, ଅଣ୍ଡା ଇତ୍ୟାଦି ବଜାରରୁ ଆଣିବା ପରେ…

ମଣିଷ ଚର୍ମକୁ କ୍ଷତି ପହଞ୍ଚାଉଛି ସ୍ମାର୍ଟଫୋନ, ଏଥିରେ ଥିବା ଜୀବାଣୁ ପବ୍ଲିକ ଟଏଲେଟ ଠାରୁ ମଧ୍ୟ ଶହେ ଗୁଣା ଅଧିକ କ୍ଷତିକାର :ବିଶେଷଜ୍ଞଙ୍କ…

ନୂଆଦିଲ୍ଲୀ: ମାନବ ଚର୍ମ ସ୍ବାଭବିକ ଭାବରେ ମାଇକ୍ରୋବସରେ ଆଚ୍ଛାଦିତ ହୋଇଥାଏ। ଲୋକମାନେ ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତ୍ରୀ ଭୋଜନ ପର୍ଯ୍ୟନ୍ତ ମୋବାଇଲ୍ ଫୋନ୍ ବ୍ୟବହାର କରିଥାନ୍ତି। କିନ୍ତୁ ବାସ୍ତବରେ ଏହା ଏକ…

ଆମେ ଏତେ ଯୋଗ୍ୟ ନୁହେଁ…..କୌଣସି କ୍ରିକେଟରଙ୍କ ସମର୍ଥନ ନ ମିଳିବାରୁ ଭାବପ୍ରବଣ ହେଲେ ଭିନେଶ କହିଲେ, କୁସ୍ତିଯୋଦ୍ଧା ଜିତିଲେ ଶୁଭେଚ୍ଛାର…

ନୂଆଦିଲ୍ଲୀ: ଦେଶର ଭେଟେରାନ ରେସଲରମାନେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଦିଲ୍ଲୀର ଏକ ଧାରଣାରେ ଉପରେ ବସିଛନ୍ତି। ସେ ଅନେକ…

ଆଗାମୀ ୩ଘଣ୍ଟା ମଧ୍ୟରେ ବଜ୍ରପାତ ସହିତ ପ୍ରବଳ ବର୍ଷା, ଭୁବନେଶ୍ୱର, କଟକ ସମେତ ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ବଦଳୁଛି ପାଣିପାଗ। କାଲି ଡହ ଡହ ଖରାରେ ସବୁ ସିଝୁ ଥିବା ବେଳେ ଆଜି ଟିକେ ପାଗ ପରିବର୍ତ୍ତନ ହେଇଛି। ଆଗାମୀ କିଛି ଘଣ୍ଟା ମଧ୍ୟରେ ବର୍ଷାର ଅନୁମାନ କରାଯାଉଛି । କାଳବୈଶାଖୀର ପ୍ରଭାବରେ ରାଜ୍ୟରେ ଆସନ୍ତା ୪…

ଦ୍ୱାଦଶ ପାସଙ୍କ ପାଇଁ ବଡ଼ ସୁଯୋଗ: ୫୩,୦୦୦ ଅଙ୍ଗନବାଡି ପୋଷ୍ଟ ପାଇଁ ବାହାରିବ ନିଯୁକ୍ତି, ଜାଣନ୍ତୁ କେବେଠୁ କରିବେ ଆବେଦନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଙ୍ଗନବାଡିରେ ବମ୍ପର ନିଯୁକ୍ତି ଅନୁଷ୍ଠିତ ହେବ। ଯଦି ଆପଣ ମଧ୍ୟ ଏହି ପଦବୀ ଆବେଦନ କରିବାକୁ ଚାହୁଁଛନ୍ତି , ତେବେ ପ୍ରସ୍ତୁତ ହୁଅନ୍ତୁ, କାରଣ ଏହି ନିଯୁକ୍ତି ପାଇଁ ଯେକୌଣସି ସମୟରେ…

(Video)ଭୟା ଉଡ଼ ଗୟା କ୍ୟା…ଭିଡ଼ିଓ ଦେଖିଲେ ଆପଣଙ୍କ ମଧ୍ୟ ଗୋଡ଼ ରକ୍ତ ମୁଣ୍ଡକୁ ଉଠିଯିବ ; ଆସିଲା ନକ୍ସଲ ଆକ୍ରମଣର ସମ୍ପୂର୍ଣ୍ଣ ଭିଡ଼ିଓ

ନୂଆଦିଲ୍ଲୀ: ଦନ୍ତେୱାଡ଼ା ହେଇଥିବା ନକ୍ସଲ ଆକ୍ରମଣ ସହିଦ ହେଇଥିବା ବୀର ଯବାନ ମାନଙ୍କ ପାର୍ଥିବ ଶରୀରକୁ କାନ୍ଦ ଦେବା ସହିତ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ତେବେ ଏହି…

(Video) ହେ ଭଗବାନ ! କାମ କରୁ କରୁ ମେସନ ଭିତରେ ସମ୍ପୂର୍ଣ୍ଣ ଚାପି ହେଇଗଲେ ମହିଳା, ଭିଡ଼ିଓ ଦେଖିଲେ ଥରି ଉଠିବ ହୃଦୟ

ନୂଆଦିଲ୍ଲୀ: ପ୍ରତିଦିନ କାରଖାନାଗୁଡ଼ିକରେ ବିପୁଳ ପରିମାଣର ଉତ୍ପାଦ ପ୍ରସ୍ତୁତ କରାଯାଏ, ଯାହା ଅଧିକାଂଶ ଲୋକଙ୍କ ପାଇଁ ରୋଜଗାରର ଉତ୍ସ ମଧ୍ୟ ହୋଇଥାଏ। ବହୁତ ଲୋକ ପ୍ରତିଦିନ ମେସନ ସହିତ କାମ କରନ୍ତି । ଏଥି ସହିତ,…

ଡଙ୍ଗା ବୁଡ଼ି ନାବାଳକ ମୃତ ଘଟଣା; ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନକମ୍ପାମୂଳକ ସହାୟତା ଘୋଷଣା କରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଏକମାଣିଆ ଘାଟ ରେ ନୌକା ଦୁର୍ଘଟଣା ରେ ଜଣେ ନାବାଳକ ମୃତ୍ୟୁବରଣ କରିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଓ ଶୋକ ସନ୍ତପ୍ତ…