ଅନାବଶ୍ୟକ ଏଟିଏମ୍ କାର୍ଡ: QR କୋଡ୍ ସ୍କାନ୍ ଓ UPI ଆପ୍ ଜରିଆରେ ଉଠିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଳୀ: ଏଟିଏମରୁ ଟଙ୍କା ଉଠାଇବା ପାଇଁ ଏଟିଏମ କାର୍ଡ ଅନାବଶ୍ୟକ । ଏଣିକି କେବଳ ୟୁପିଆଇ ଆପ୍ ଏବଂ କ୍ୟୁ ଆର କୋଡ ସ୍କାନ ଦ୍ୱାରା ଏଟିଏମରୁ ଉଠିବ ଟଙ୍କା । ଏନସିଆର କର୍ପୋରେସନ ପକ୍ଷରୁ ଏହି ବ୍ୟବସ୍ଥା ଆରମ୍ଭ…

ଉଦ୍ଧବ ଠାକରେଙ୍କ ପତ୍ନୀଙ୍କୁ ‘ମରାଠି ରାବଡି ଦେବୀ’ କହିଲେ ବିଜେପି ନେତା, ଚାଲିଛି ଜେରା

ମୁମ୍ବାଇ : ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମି ଠାକରେଙ୍କୁ ମରାଠି ରାବଡି ଦେବୀ କହିବା ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ ମହଙ୍ଗା ପଡିଛି। ବିଜେପି ସୋସିଆଲ ମିଡିଆ ସେଲ୍ର ଜିତେନ ଗଜାରିଆ ଟ୍ଵିଟରରେ ଏହି…

OPTCLରେ ମିଳିଲା ୨୩୫ ନୂତନ ନିଯୁକ୍ତି: ଭର୍ଚୁଆଲ ମୋଡରେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓପିଟିସିଏଲରେ ୨୩୫ ନୂତନ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ସମୁଦାୟ ୨୩୫ ଜଣଙ୍କ ମଧ୍ୟରୁ ୬୦ ଜଣ…

ସୁମିତଙ୍କ ଘରେ ରହି ପାରିବେନି ତପସ୍ୱିନୀ: କୋର୍ଟ ଅର୍ଡରକୁ ନେଇ ସୁମିତଙ୍କ ଓକିଲ ରଖିଲେ ବୟାନ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାସ ଏବଂ ଡାକ୍ତର ସୁମିତ ସାହୁ ମାମଲା ଦିନକୁ ଦିନ ଏକ ଅଡୁଆ ସୁତା ପରି ହେବାକୁ ଲାଗିଛି । ଜିଲ୍ଲା ଜଜ ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି ଏବଂ ସେ ଶାଶୁ ଘରେ ପ୍ରବେଶ କରିବେ ବୋଲି…

ମୋ ଛୁଆ ମୋର ଅନ୍ତିମ ସଂସ୍କାର କରିବେନି: ମନ୍ଦିରକୁ ୨ କୋଟି ଟଙ୍କାର ସମ୍ପତ୍ତି ଦାନ କଲେ ୮୫ ବର୍ଷୀୟ ବ୍ୟକ୍ତି

ନୂଆଦିଲ୍ଲୀ: ନିଜର ତିନି ତିନି ଜଣ ସନ୍ତାନ କ୍ରିଷ୍ଟିଆନ ଧର୍ମକୁ ଧର୍ମାନ୍ତରିତ ହେବା ପରେ ନିଜର ସମସ୍ତ ସମ୍ପତ୍ତି ଏକ ମନ୍ଦିରକୁ ଦାନ କରିଛନ୍ତି ୮୫ ବର୍ଷୀୟ ବ୍ୟକ୍ତି । ୮୫ ବର୍ଷୀୟ ଏହି ହିନ୍ଦୁ ବ୍ୟକ୍ତି ଜଣଙ୍କ…

କ୍ରିପଟୋକରେନ୍ସିରେ ୧୨୦୦ କୋଟିର ଠକେଇ: ୩୧ ବର୍ଷୀୟ ଯୁବକ ମାଷ୍ଟର ମାଇଣ୍ଡ, ରାଡାରରେ ମାଲାୟଲମ ଷ୍ଟାର

ନୂଆଦିଲ୍ଳୀ: ଫେକ୍ କ୍ରିପଟୋକରେନ୍ସି ଜରିଆରେ ୧୨୦୦ କୋଟି ଟଙ୍କାର ଠକେଇ ହୋଇଥିବା ବେଳେ ଏହା ପଛରେ ୩୧ ବର୍ଷୀୟ ଯୁବକ ରହିଥିବା ଜଣାପଡିଛି । ବର୍ତ୍ତମାନ ସମୟରେ ସମସ୍ତେ କ୍ରିପଟୋ କରେନ୍ସି ପାଇଁ ଆଗ୍ରହୀ ରହିଥିବା ବେଳେ…

ବରଫ ପାହାଡରେ ବିଶାଳକାୟ ଭାଲୁ କୋଳରେ ଭିଡିଓ ବନାଇଲେ ଯୁବତୀ: ଦେଖନ୍ତୁ ଭାଇରାଲ Video

ନୂଆଦିଲ୍ଳୀ: ପ୍ରତିଦିନ ଏହି ଦୁନିଆରେ କିଛି ଅଜବ ଅଜବ ଘଟଣା ଘଟିଥାଏ । ଯାହାକି ଆଶ୍ଚର୍ଯ୍ୟ ଚକିତ, ଆଉ ଭୟଙ୍କର ହୋଇଥାଏ । ଆଜି ଏଭଳି ଏକ ଭିଡିଓ ଆମେ ଦେଖାଇବାକୁ ଯାଉଛୁ ଆପଣଙ୍କୁ ଆପଣ ଏହା ଦେଖି କହିବେ ଏ କି ପାଗଳାମୀ ।…

ପାର୍ଟନର ସହିତ ଲାଗିଲେ ବୋଲି ମହିଳାଙ୍କୁ ଆକ୍ରମଣ କଲା ଜିରାଫ: ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ(Video)

ନୂଆଦିଲ୍ଲୀ: ୱାଇଲ୍ଡ ଆନିମଲକୁ ନେଇ ଇଣ୍ଟନେଟରେ ଅନେକ ଭିଡିଓ ଭାଇରାଲ ହୋଇଥିବାର ଦେଖିବାକୁ ମିଳେ । ଆଉ ସେଥବମଧ୍ୟରେ ଅନେକ ଇଣ୍ଟରେଷ୍ଟିଂ ହୋଇ ଥାଏ ଯାହା ଆମ ମନକୁ ଛଇଁଥାଏ । ଆଉ କିଛି ଆମକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ ।…

ଦେଶରେ ପ୍ରଥମଥର ଅକ୍ଷମ କ୍ୟାଡେଟଙ୍କୁ ବାୟୁସେନାରେ ସାମିଲ, ଏୟାର ଫୋର୍ସରେ ଫ୍ଲାଇଙ୍ଗ ଅଫିସର ଭାବେ ଯୋଗ ଦେଲେ ଯୋଗେଶ ଯାଦବ

ନୂଆଦିଲ୍ଲୀ : ଦେଶରେ ପ୍ରଥମଥର ଅକ୍ଷମ କ୍ୟାଡେଟଙ୍କୁ ବାୟୁସେନାରେ ସାମିଲ କରାଯାଇଛି । ଫ୍ଲାଇଙ୍ଗ ଅଫିସର ଯୋଗେଶ ଯାଦବ ବାୟୁସେନାରେ ସାମିଲ ହେବା ପୂର୍ବରୁ ମିଲିଟାରୀ ଟ୍ରେନିଂ ସମୟରେ ଆହତ ହୋଇ ପକ୍ଷାଘାତର ଶିକାର…

ଅଚାନକ ବେକାବୁ ହେଲା ସଂକ୍ରମଣ, ଆଜିଠୁ ୧୫ ଦିନ ପାଇଁ ବାର୍‌ ବନ୍ଦ

ସମ୍ବଲପୁର, (ଭାସ୍କର ନ୍ୟୁଜ୍):  ରାଜ୍ୟ ଅଚାନକ ବେକାବୁ ହେଲା ସଂକ୍ରମଣ। ଦୁଇଗୁଣ ବୃଦ୍ଧି ପାଇଲା କରୋନା ପଜିଟିଭଙ୍କ ସଂଖ୍ୟା।  ସଂକ୍ରମଣ ଦୃଷ୍ଟି ରଖି ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ନେଇ…