ପୁଣି ବର ସାଜିବେ ଫର୍‌ହାନ୍‌ ଅଖତର, ଖୁବଶୀଘ୍ର ବାନ୍ଧବୀ ଶିବାନୀଙ୍କ ସହ ପଡ଼ିବ ହାତଗଣ୍ଠି

ମୁମ୍ବାଇ: ପୁଣି ବଲିଉଡରେ ବାଜିବାକୁ ଶାହାନାଇ । ବର ସାଜିବେ ଆଉ ଜଣେ ଜଣାଶୁଣା ପ୍ରସିଦ୍ଧ ଅଭିନେତା ଫର୍‌ହାନ ଅଖତର । ତାଙ୍କ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କୁ ଖୁବଶୀଘ୍ର ବିବାହ କରିବେ । ଶୁଣିବାକୁ…

ଆହୁରୀ ଶକ୍ତିଶାଳୀ ହେଲେ ଗରୁଡ଼ କମାେଣ୍ଡାେ, ପ୍ରଥମ ପର୍ଯ୍ୟାୟରେ ମିଳିଲା ଋଷର ଅତ୍ୟାଧୁନିକ ଏକେ-୧୦୩ ଆସଲ୍ଟ ରାଇଫଲ୍

ନୂଆଦିଲ୍ଲୀ : ଦେଶକୁ ଆତଙ୍କବାଦୀ ଆକ୍ରମଣରୁ ସୁରକ୍ଷା ଦେବା ଲାଗି ଭାରତୀୟ ବାୟୁସେନା ବା (ଆଇଏଏଫ୍‌)ର ସ୍ୱତନ୍ତ୍ର ତାଲିମପ୍ରାପ୍ତ ଗରୁଡ଼ କମାଣ୍ଡୋଙ୍କୁ ମିଳିଛି ଋଷ ନିର୍ମିତ ଅତ୍ୟାଧୁନିକ ଏକେ-୧୦୩ ଆସଲ୍ଟ ରାଇଫଲ୍‌ ।…

ପୁଣି ତୀବ୍ର ଗତିରେ ବ୍ୟାପୁଛ କରୋନା ସଂକ୍ରମଣ, ମାତ୍ର ୪୮ ଘଣ୍ଟାରେ ୧୭୦ ଡାକ୍ତର କୋଭିଡ଼ ପଜିଟିଭ

ମୁମ୍ବାଇ : ମୁମ୍ବାଇ ସହିତ ମହାରାଷ୍ଟ୍ରର ଅନ୍ୟ ସ୍ଥାନରେ କରୋନା ତୀବ୍ର ଗତିରେ ବଢ଼ିବାରେ ଲାଗିଛି । ରୋଗୀଙ୍କ ଦୈନିକ ସଂଖ୍ୟା ଏବେ ୧୮ ହଜାରରୁ ଅଧିକ ହୋଇଛନ୍ତି । ସବୁଠାରୁ ଅଧିକ ଚିନ୍ତାଜନକ ବିଷୟ ହେଉଛି ଯେ, ଦେବଦୂତ…

ଟ୍ରକକୁ ପଛରୁ ପଟିଲା ଦେଲା ହାଇୱା, ୩ ଘଣ୍ଟା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲା ଡ୍ରାଇଭର

ଯୋଡା (ଭାସ୍କର ନ୍ୟୁଜ୍‌): ୫୨୦ନଂ ଜାତୀୟ ରାଜପଥର କାର୍ଯ୍ୟ ସରିବାକୁ ବସିଥିବା ବେଳେ ବେପରୁଆ ଗାଡି ଚାଳନା ଯୋଗୁଁ ଏହି ରାଜପଥ ଉପରେ ଦୁର୍ଘଟଣା ବଢିବାରେ ଲାଗିଛି । ରାଜପଥର ରଣାଶାଳ ଘାଟି ଠାରେ ବିଳମ୍ବିତ ରାତିରେ ଏକ…

ଚୀନର ହ୍ୟାର୍କ୍ସଙ୍କ ଟାର୍ଗେଟ ଦେଶର ପ୍ରତିରକ୍ଷା ସମ୍ବନ୍ଧିତ କମ୍ପ୍ୟୁଟର, ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମ ସଂକ୍ରାନ୍ତୀୟ ତଥ୍ୟ କରିପାରେ…

ନୂଆଦିଲ୍ଲୀ : ଗତ ୨୦୨୦ରୁ ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖର ଗଲୱନ ସେକ୍ଟରରେ ଏଲ୍‌ଏସିକୁ ଅତିକ୍ରମଣ ପ୍ରସଙ୍ଗରେ ମୁହାଁମୁହିଁ ହୋଇ ରହିଛନ୍ତି । ଗତ ୨୦୨୦ ଜୁନ୍‌ ୧୫ ତାରିଖରେ ଗଲୱନ ସେକ୍ଟରରେ ଧସେଇ ହୋଇ ପଶିଆସି…

ଆଇସିୟୁରେ ମହିଳାଙ୍କୁ ଅସଦାଚରଣ: ବହେ ଛେଚିଲେ ଡାକ୍ତର, କ୍ଷମା ମାଗିଲେ ପରିବାର

ନୂଆଦିଲ୍ଳୀ: ଡାକ୍ତରଙ୍କୁ ଇଶ୍ୱରଙ୍କ ଦ୍ୱିତୀୟ ଅବତାର ବୋଲି କୁହାଯାଏ । ତେବେ ଜଣେ ମହିଳା ଡାକ୍ତରଙ୍କୁ ଅସଦାଚରଣ କରି ବହେ ଛେଚା ଖାଇଛନ୍ତି ରୋଗୀର ସାଙ୍ଗ । ଏପରିକି ପରିବାର ଲୋକ କ୍ଷମା ମାଗିବା ଯାଏଁ ମଧ୍ୟ କଥା ଯାଇଛି…

Tax Saving Tips: ୧୦ ଲକ୍ଷ ଆୟ ଉପରେ ବି ଦେବାକୁ ପଡିବ ନାହିଁ ଟ୍ୟାକ୍ସ, ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ : ସର୍ବଦା ଲୋକେ କୁହନ୍ତି ସେମାନଙ୍କର ବାର୍ଷିକ ଆୟ ୫ ଲକ୍ଷରୁ କିଛି ଅଧିକ। ତଥାପି ସେମାନଙ୍କୁ ଆୟକର ଟ୍ୟାକ୍ସ ଦେବାକୁ ପଡୁଛି। ଏମିତିରେ ନୂତନ ବର୍ଷ ଆସି ସାରିଛି ଏବଂ ଟ୍ୟାକ୍ସ ବଞ୍ଚାଇବା ପାଇଁ ଲୋକେ…

ପରସ୍ପର ସହିତ ଏହି ସିକ୍ରେଟ ଶେୟାର କରନ୍ତି ନାହିଁ ପତି-ପତ୍ନୀ: ଜାଣନ୍ତୁ ସେସବୁ କଣ

ନୂଆଦିଲ୍ଲୀ: ବିବାହ ପତି-ପତ୍ନୀଙ୍କ ସମ୍ପର୍କକୁ ଆହୁରି ମଜବୁତ କରିଥାଏ । ତେବେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଯେତେ ନିବିଡ଼ ଥିଲେ ମଧ୍ୟରେ ସେମାନେ ପରସ୍ପରକୁ କିଛି କଥା ଲୁଚାଇଥାନ୍ତି । ଉଭୟ ସ୍ୱାମୀ ଓ ସ୍ତ୍ରୀ ନିଜ ନିଜ…

‘ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳା, ବରଦାସ୍ତ କରାଯାଇ ପାରିବ ନାହିଁ, କ୍ଷମା ମାଗନ୍ତୁ କଂଗ୍ରେସର ବଡ ନେତା’

ନୂଆଦିଲ୍ଲୀ : ପଞ୍ଜାବରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି ହୋଇଛି। ଏହି ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି। ସେ ଟ୍ଵିଟ୍ କରି…

ବୁଥ୍ ସ୍ତରରୁ ସଶକ୍ତ ହେବ କଂଗ୍ରେସର ସୋସିଆଲ ମିଡିଆ ବିଭାଗ: କେ.ସି. ଭେନୁଗୋପାଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କଂଗ୍ରେସ ସୋସିଆଲ ମିଡ଼ିଆ ଅଧକ୍ଷ ଅଭିଷେକ ମହାନନ୍ଦ ଦିଲ୍ଲୀ ଠାରେ ଏ.ଆଇ.ସି.ସି ସଂଗଠନ ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ କେ.ସି. ବେନୁଗୋପାଳ ଏବଂ ସୋସିଆଲ ମିଡ଼ିଆର ଜାତୀୟ…