ଆଜି ଚଳିତ ବର୍ଷର ପ୍ରଥମ ରାଜ୍ୟ କ୍ୟାବିନେଟ୍‌ ବୈଠକ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିପାରେ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍):  ବୁଧବାର ଚଳିତ ବର୍ଷ ପ୍ରଥମ କ୍ୟାବିନେଟ ବୈଠକ ବସିବ । ଖୁବଶୀଘ୍ର ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବାକୁ ଥିବାବେଳେ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ କିଛି ବଡ଼ ନିଷ୍ପତ୍ତି…

ଆକ୍ସନ୍‌ ମୋଡ୍‌ରେ ନିମାପଡ଼ା ପୋଲିସ, ଅମାନିଆଙ୍କ ଠାରୁ ଆଦାୟ କଲା ଜରିମାନା

ନିପମାପଡ଼ା (ଭାସ୍କର ନ୍ୟୁଜ୍‌): ନିମାପଡ଼ା ପୁରୀ ଜିଲ୍ଲା ଅଞ୍ଚଳରେ କରୋନା ଭୟାବହତା ଦେଖା ଦେଇଥିବା ବେଳେ ଲୋକମାନେ ସାମାଜିକ ଦୂରତା ନ ମାନି ବେପାରୁଆ ଗାଡ଼ି ଚାଳନା, ବିନା ମାସ୍କରେ ଯାତାୟତ କରୁଛନ୍ତି । ଗତ ସୋମବାର…

ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ, ଜାଣନ୍ତୁ କ’ଣ ରହିଛି କାରଣ…

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ । ଜଣେ ଉଠାଦୋକାନୀ ମାର୍କେଟ୍‌ ବିଲ୍ଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଦେବାରୁ ମାର୍କେଟ ବିଲ୍ଡିଂ…

ପଞ୍ଚାୟତ ନିର୍ବାଚନ ପାଇଁ ୧୦ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ୧୦ ତାରିଖ ପୂର୍ବାହ୍ନ ୧୧ ଟା ୩୦ରେ ଭୁବନେଶ୍ୱରସ୍ଥିତ ଗୀତ ଗୋବିନ୍ଦ ସଦନ…

ଆଜିଠୁ ଦଶମ ଶ୍ରେଣୀ ପ୍ରଥମ ସମେଟିଭ୍‌ ପରୀକ୍ଷ, କଟକଣା ଭିତରେ ପରୀକ୍ଷା ଦେବେ ୫ ଲକ୍ଷ ୭୬ ହଜାର ୨୨୩ ଛାତ୍ରଛାତ୍ରୀ

କଟକ, (ଭାସ୍କର ନ୍ୟୁଜ୍‌): ବୁଧବାର ଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ପ୍ରଥମ ସମେଟିଭ ପରୀକ୍ଷା । ଏହି ପରୀକ୍ଷା ୪ ଦିନ ଧରି ଅର୍ଥାତ ଚଳିତ ମାସ ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ୩ ଦିନ ୨ଟି ସିଟିଂରେ…

ଖସୁଛି ପାରଦ, ବଢ଼ୁଛି ଶୀତ: ଆସନ୍ତା ୨୪ ଘଣ୍ଟା ଅନେକ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବା ସମ୍ଭାବନା ରହିଛି । ଏଥିପାଇଁ ୬ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି…

ଏମ୍‌କେସିଜି ଅଧୀକ୍ଷକ ପରେ ପତ୍ନୀ କରୋନା ପଜିଟିଭ ଚିହ୍ନଟ, ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା

ଗଞ୍ଜାମ (ଭାସ୍କର ନ୍ୟୁଜ୍): ଗଞ୍ଜାମ ଜିଲ୍ଳାରେ ବ୍ୟାପିଲା କରୋନା ସଂକ୍ରମଣ। ଗତକିଛି ଦିନ କୋଭିଡ଼ ଗ୍ରାଫ୍ ସ୍ଥିର ରହିବା ପରେ ପୁଣି ଉପମୁହାଁ ହୋଇଛି ସଂକ୍ରମଣ। ଗତ ଶୁକ୍ରବାର ଏମ୍‌କେସିଜି ଅଧୀକ୍ଷକ ପ୍ରଫେସର…

ନକ୍ସଲ ନାମରେ ଚାନ୍ଦା ଆଦାୟ କରିବା ପଡ଼ିଲା ମହଙ୍ଗା, ମୋବାଇଲ ଟ୍ରକ୍ କରି ଯୁବକଙ୍କୁ ବାନ୍ଧିଲା ପୁଲିସ

କଲ୍ୟାଣସିଂହପୁର, (ଭାସ୍କର ନ୍ୟୁଜ୍‌): ନକ୍ସଲ ନାମରେ ଚାନ୍ଦା ଆଦାୟ କରି ଯୁବକକୁ କେସ୍‌ ନମ୍ବର ୧ ଦଫା ୩୮୬,୫୦୭,୩୪ଆଇପିସିରେ ମାମଲା ରୁଜୁ କରି ଗିରଫ କୋର୍ଟ ଚାଲାଣ କରିଛନ୍ତି । ପୁଲିସର ଅଧିକ ତଦନ୍ତ ଜାର କରିଛିନ୍ତି…

“ନିଭର‌୍ୟା କଢି’ ଯୋଜନା ସଫଳ , ବାଲ୍ୟ ବିବାହ ମୁକ୍ତ ହେଲା ଗଞ୍ଜାମ: ସୂଚନା ଦେଲେ ଜିଲ୍ଲାପାଳ

ଛତ୍ରପୁର (ଭାସ୍କର ନ୍ୟୁଜ୍‌): ଗଞ୍ଜାମ ଜିଲ୍ଲାକୁ ବାଲ୍ୟ ବିବାହମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏଥିପାଇଁ କାର୍ଯ୍ୟ କରିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା…