ଆହୁରି ୩ ଦିନ ଥରାଇବ ଅସହ୍ୟ ଜାଡ଼, ଶୀତ ଲହର ନେଇ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର (ଭାସ୍କର ନ୍ୟୁଜ):  ରାଜ୍ୟରେ ଆଗକୁ ଆହୁରି ଶୀତ ବଢ଼ିବ ।  ଅସହ୍ୟ ଶୀତପ୍ରବାହ ଜନଜୀବନକୁ କଲବଲ କରିବ। ଆଗାମୀ ଦୁଇ-ତିନି ଦିନ ଯାଏଁ ରାଜ୍ୟରେ ଶୀତ ଲହରି ଜାରି ରହିବ ବୋଲି ଆଞ୍ଚଳିକ ପାଣପାଗ କେନ୍ଦ୍ର ସତର୍କ…

ଅଭ୍ୟାସ ସମୟରେ ନାଚିଲେ ଓ ଗାଇଲେ ଯବାନ: ଦେଖନ୍ତୁ ମଜାଦାର Video

ନୂଆଦିଲ୍ଲୀ:ଗୀତର ତାଳେ ତାଳେ ମସଗୁଲ ହୋଇଯାଇଛନ୍ତି ଆମ ଯବାନ । ଯବାନଙ୍କର ଟ୍ରେନିଂ ଚାଲିଥାଏ ପୁଣି ପୁରା କଦମତାଲ ସହ । ପୋଲିସ ଟ୍ରେନିଂ । ଏହି ଟ୍ରେନିଂ ସମୟରେ କ୍ୟାମ୍ପରେ କଠିନ ପରିଶ୍ରମ ସହ ଅନୁଶାସନ ସହ ରହିବାକୁ…

ବିଜୟ ହଜାରେ ଟ୍ରଫି: ଶାହରୁଖ ଖାନଙ୍କ ଧୂଆଁଧାର ଇନିଂସ, କର୍ଣ୍ଣାଟକକୁ ୧୫୧ ରନରେ ହରାଇ ସେମି ଫାଇନାଲରେ ତାମିଲନାଡୁ

ଜୟପୁର : ନାରାୟଣ ଜଗଦୀଶନ(୧୦୨) ଦମଦାର ଶତକ ଏବଂ ଶାହରୁଖ ଖାନଙ୍କ ୭୯ ରନର ଧୂଆଁଧାର ଇନିଂସ ବଳରେ ତାମିଲନାଡୁ କର୍ଣ୍ଣାଟକକୁ ବିଜୟ ହଜାରେ ଟ୍ରଫିର କ୍ଵାର୍ଟର ଫାଇନାଲରେ ମଙ୍ଗଳବାର ୧୫୧ ରନରେ ପରାସ୍ତ କରିଛି। ଏହି ବିଜୟ…

ରାଜଧାନୀର ରସିକ ମାଷ୍ଟ୍ର: ନାବାଳିକାଙ୍କୁ ଛାତ୍ରୀଙ୍କୁ ଧରି ଫେରାର, ଦେଖନ୍ତୁ କଣ କହୁଛନ୍ତି ପିଉସୀ [video]

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ନାବାଳିକା ଛାତ୍ରୀଙ୍କୁ ଧରି ମାଷ୍ଟର ଫେରାର । ଜଣେ ନୁହେଁ ଦୁଇ ଦୁଇ ଜଣ ନାବାଳିକା ଛାତ୍ରୀଙ୍କୁ ଧରି ଫେରାର ହୋଇ ଯାଇଛନ୍ତି ଏହି ଶିକ୍ଷକ ଜଣଙ୍କ । ଏମିତି ଏକ ଘଟଣା ଘଟିଛି ଖୋଦ…

ସଂସଦରୁ ନିଲମ୍ବିତ ହେଲେ ଟିଏମସି ସାଂସଦ, ଉପାଧ୍ୟକ୍ଷ ଉପରକୁ ଫିଙ୍ଗିଲେ ରୁଲ୍ ବୁକ୍

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସର ସାଂସଦ ଡେରେକ ଓ ବ୍ରାଏନଙ୍କୁ ଆପତ୍ତିଜନକ ବ୍ୟବହାର ପାଇଁ ଶୀତକାଳୀନ ଅଧିବେଶନର ବାକି କାର୍ଯ୍ୟ ଦିବସରୁ ନିଲମ୍ବିତ କରାଯାଇଛି। ସେ ମଙ୍ଗଳବାର ଗୃହରେ ନିର୍ବାଚନ ଅଧିନିୟମ ସଂଶୋଧନ…

ପୋଲିସ ମତେ ମାରିଛି.. ଚିହ୍ନ ଦେଖାଇବ ବୋଲି ରାସ୍ତା ମଝିରେ ପ୍ୟାଣ୍ଟ ଖୋଲିଦେଲା ମଦୁଆ ଚୋର: ଦେଖନ୍ତୁ Video

କଟକ (ଓଡ଼ିଶା ଭାସ୍କର): ପୋଲିସ ମତେ ମାରିଛି । ହେଇ ଦେଖନ୍ତୁ ଚିହ୍ନ ଏମିତି କହି ରାସ୍ତା ମଝିରେ ପ୍ୟାଣ୍ଟ ଖୋଲି ପକାଇଲା କଟକର ଜଣେ ମଦୁଆ ଚୋର । ପୋଲିସ କୁଆଡେ ତାଙ୍କୁ ୨ ହଜାର ଟଙ୍କା ମାଗିଥିଲା । ସେ ନ ଦେବାରୁ ରାତି…

ଏସିଆନ ଚାମ୍ପିୟନଶିପ୍ ହକି: ଜାପାନ ଠାରୁ ୩-୫ରେ ହାରିଲା ଭାରତ, ତୃତୀୟ ସ୍ଥାନ ପାଇଁ ପାକିସ୍ତାନକୁ ଭେଟିବ

ନୂଆଦିଲ୍ଳୀ: ଏସିଆନ ଚାମ୍ପିୟନଶିପ ହକି ଟୁର୍ଣ୍ଣାମେଣ୍ଟ ସେମି ଫାଇନାଲରେ ହାରିଲା ଭାରତ । ୩ ଥର ଚାମ୍ପିୟନ ରହିଥିବା ଭାରତ ୫-୩ ଗୋଲରେ ଜାପାନ ଠାରୁ ପରାଜିତ ହୋଇଛି । ସମାନ ଦଳକୁ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ୬-୦ରେ…

ରାଜଧାନୀକୁ ଫେରିଲା କରୋନା ଭୟ: ବମିଖାଲର ଜୟଦୁର୍ଗା ନଗର ଅଞ୍ଚଳ କଣ୍ଟେନମେଣ୍ଟ ଘୋଷିତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ରାଜଧାନୀ ଭୁବନେଶ୍ୱରକୁ ଫେରିଛି କଣ୍ଟେନମେଣ୍ଟ ଜୋନ୍ । ଗୋଟିଏ ପଟେ ଓମିକ୍ରନର ଭୟାବହତା ମଧ୍ୟରେ ଆଜି ରାଜ୍ୟରୁ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ପକ୍ଷରେ ଭୁବନେଶ୍ୱର…

ମୋ ପିଲାଙ୍କ instagram ଆକାଉଣ୍ଟ ହ୍ୟାକ କରାଯାଇଛି: ସଙ୍ଗୀନ ଅଭିଯୋଗ ଆଣିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଳୀ: ଜାତୀୟ କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ତାଙ୍କ ପିଲାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହେଇଛି । ପ୍ରିୟଙ୍କା ଗାନ୍ଧୀଙ୍କ ଅଭଯୋଗ ପିଲାଙ୍କ ବ୍ୟକ୍ତିଗତ ଗୋପନୀୟତା…

ବିଜୁ ପକ୍କାଘରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଘର ମରାମତି ପାଇଁ ମିଳିବ ମାସକୁ ୩ ହଜାର, ଉପକୃତ ହେବେ ୩୦ ଲକ୍ଷ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଘରକୁ ପକ୍କା ଘର କରିବା ପାଇଁ ପଦକ୍ଷେପ ନେଇଛି ଓଡ଼ିଶା । ରାଜ୍ୟ କ୍ୟାବିନେଟ ବୈଠକ ପରେ ଏକ ଭିଡିଓ ବାର୍ତ୍ତା ଜରିଆରେ ନବୀନ ଏହି ଘୋଷଣା କରିଥିଲେ । ୨୦୧୪ରେ ପ୍ରଥମ…